କନକ ବ୍ୟୁରୋ :  ବିବାହ ଋତୁରେ ଚିନ୍ତା ବଢାଇଛି ସୁନା ଦର । କମିବାର ନାଁ ନେଉନି, ଦିନକୁ ଦିନ ଦର ବଢିବାରେ ଲାଗିଛି । ସୁନା ଦରରେ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।  ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୭୩ ହଜାର ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ଦର ରହିଛି ୭୯ ହଜାର ୬ ଶହ ଟଙ୍କା । କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା ଦରରେ ବୃଦ୍ଧି ହୋଇଛି । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । କେବେ କମିବ ସୁନା ଦର ତାକୁ ଗ୍ରାହକ ଅନାଇ ବସିଛନ୍ତି  ।

Advertisment