କନକ ବ୍ୟୁରୋ :  ମାତିଛନ୍ତି ଚୋର, ଟାର୍ଗେଟରେ ମନ୍ଦିର । ନୟାଗଡ଼ ପଣ୍ଡୁସର ଗାଁର ଉଗ୍ରେଶ୍ବର ଶିବ ମନ୍ଦିରରୁ ଚୋରି ଅଭିଯୋଗ ସାମ୍ନାକୁ ଆସିଛି । ଶିବ ପାର୍ବତୀଙ୍କ ମୂର୍ତ୍ତି ସାଙ୍ଗକୁ, ପଞ୍ଚଧାତୁରେ ନିର୍ମିତ ମୁଖା ଖୋଲିନେଇଛନ୍ତି ଦୁର୍ବୃତ୍ତ ।

Advertisment

ସକାଳୁ ପୂଜକ ଏହି ଘଟଣା ପରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ଗାଁ ଲୋକ ଇଟାମାଟି ଥାନାରେ ଏଫଆଇଆର ରୁଜୁ କରିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି।