କନକ ବ୍ୟୁରୋ:  ମାଲକାନଗିରିରେ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ମିଳିଛି ବିପୁଳ ଅସ୍ତ୍ରଶସ୍ତ୍ର । କ୍ୟାମ୍ପରୁ ଗୋଟିଏ ଏସଏଲଆର ବନ୍ଧୁକ, ୫୨ଟି ଗୁଳି, ୨ଟି ମାଗାଜିନ୍ ଜବତ ହୋଇଛି । ବହୁ ମାଓ ପୋଷାକ, ମାଓ ସାମଗ୍ରୀ ମଧ୍ୟ ମିଳିଛି । ଗିରଫ ମହିଳା ମାଓବାଦୀଙ୍କ ତଥ୍ୟ ଆଧାରରେ କ୍ୟାମ୍ପ ଠାବ କରାଯାଇଛି । 

Advertisment