Advertisment
Manini Pattanayak profile image

Manini Pattanayak

ଯୁବକଙ୍କ ପ୍ରେରଣାର ବିବେକାନନ୍ଦ

ଯୁବକଙ୍କ ପ୍ରେରଣାର ଉତ୍ସ ସ୍ବାମୀ ବିବେକାନନ୍ଦ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ବିଚାରଧାରାରେ ଅନୁପ୍ରେରିତ  ।

   ଜେଡ ମୋଡ  ସୁଡ଼ଙ୍ଗ

‘Z’ ମୋଡ ସୁଡ଼ଙ୍ଗ କାହିଁକି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ଆସନ୍ତାକାଲି ଉଦଘାଟନ କରିବେ ମୋଦୀ ।

 ମୁହାକୁମ୍ଭରେ IAS କୋଚିଙ୍ଗ

ମହାକୁମ୍ଭରେ  ଚାଲିଛି IAS ହେବା ପାଇଁ  କୋଚିଙ୍ଗ ।  କୋଚିଙ୍ଗ ଦେଉଛନ୍ତି  ଚା’ ବାଲା ବାବା  ।

ଫେରିଲେ ମହମ୍ମଦ ସାମି

ଇଂଲଣ୍ଡ ବିପକ୍ଷ ଟି- ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହେଲା ୧୫ ଜଣିଆ ଟିମ ଇଣ୍ଡିଆ । ଫେରିଲେ ମହମ୍ମଦ ସାମି, ଋଷଭ ପନ୍ଥ ଆଉଟ ।

ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ । ୫୦ କ୍ବିଂଟାଲରେ ସଜେଇ ହୋଇଛି ମନ୍ଦିର  ।

ବର୍ଷ ଆରମ୍ଭରୁ ସେୟାର ବଜାରରେ ଝଡ

ତଳମୁହାଁ ହେବାରେ ଲାଗିଛି ସେୟାର ବଜାର । ଟଙ୍କା ହରାଉଛନ୍ତି ଭାରତୀୟ ନିବେଶକ  ।

ଘରେ ଘରେ ଥଣ୍ଡା ଜ୍ବର

ଘରେ ଘରେ ବ୍ୟାପୁଛି ଜ୍ବର, ଥଣ୍ଡା । ଦୀର୍ଘଦିନ ଧରି ଛାଡୁନି, ଚିନ୍ତା ବଢୁଛି ।

ଖାଲି କରିଦେଲେଣି ନଈର ପେଟ

ନଈପଠା, ବେଳାଭୂମୀରୁ ବାଲି ଲୁଟ୍  । ନିଦାବିଷ୍ଣୁ ସରକାର, ମାଫିଆ ମାଲାମାଲ୍ ।

ଜମୁଛି ଧନୁଯାତ୍ରା

କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ । ଜମୁଛି ବରଗଡ଼ ଧନୁଯାତ୍ରା ।

କୋମାରେ ୟୁନାନୀ ଚିକିତ୍ସାଳୟ

କୋମାରେ ୟୁନାନୀ ହସ୍ପିଟାଲ । ଡାକ୍ତର ଅଭାବରୁ ବନ୍ଦ ଚିକିତ୍ସା ।

ସବସ୍କ୍ରାଇବ କରନ୍ତୁ