ଭଙ୍ଗାଯାଇପାରେ ବାହାନଗା ସ୍କୁଲ ଘର। ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ ଆବଶ୍ୟକ

କନକ ବ୍ୟୁରୋ: ବାହାନଗା ହାଇସ୍କୁଲରେ ପାଠ ପଢୁଥିବା ପିଲାମାନେ ସ୍କୁଲକୁ ଯିବାକୁ ହେଉଛନ୍ତି ଅମଙ୍ଗ । ସ୍କୁଲକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଏବେ ଭୟ ପଶିଛି । ଏଥିପାଇଁ ସ୍କୁଲରେ ପହଞ୍ଚି ଅଭିଭାବକ ସହ ଆଲୋଚନା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ…

ଓଟିପି ସେୟାରିଂ ମାମଲା, ଆଉ ଜଣଙ୍କୁ ଗିରଫ କଲା ଏସଟିଫ

କନକ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ଘଟଣାରେ ଆଉ ଜଣେ ଓଡିଆ ଯୁବକଙ୍କୁ ଗିରଫ କରିଛି ଏସଟିଫ୍ । ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଦ୍ୟୁମ୍ନ ସାହୁ । ପ୍ରଦ୍ୟୁମ୍ନକୁ ନୟାଗଡ ଜିଲ୍ଲା ମହିତାମରୁ ଗିରଫ କରାଯାଇଛି । ସେ ଜିଓ ଏବଂ ଆଇଡିଆର ମ୍ୟାନେଜର ଭାବେ କାମ କରୁଥିଲେ । ଓଟିପି…

ରିଲ୍ସ କରୁଥିବା ଯୁବକ ସାବଧାନ। ଆତଙ୍କିତ କରିବା ଭଳି ରିଲ୍ସ କରୁଥିବା ଯୁବକଙ୍କକୁ ବାନ୍ଧିବ କମିଶନରେଟ ପୋଲିସ

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ‘ରାଜା ଗୁଣ୍ଡାର ରାଜ’ । ଲୋମ ଟାଙ୍କୁରା ରିଲ୍ସକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହି ରିଲ୍ସରେ ରହିଛି ଛାତି ଥରାଇ ଦେଲା ଭଳି ଦୃଶ୍ୟ । କିଏ କାହାକୁ ହାଣି ପକାଉଛି ତ ଆଉ କିଏ କାହାକୁ ଗୁଳି ମାରି ଦେଉଛି । କିଛି ଦିନ ହେଲା ସୋସିଆଲ ମିଡିଆରେ…

ଋଷ କଲା ପ୍ରଳୟଙ୍କରୀ ଆକ୍ରମଣ। ୟୁକ୍ରେନରେ ହେବ ଜଳପ୍ରଳୟ!

କନକ ବ୍ୟୁରୋ:  ପ୍ରଖର ସ୍ରୋତରେ ବୋହୁଛି ପାଣି । ମାନୁନି ବାଡ଼ବନ୍ଧ । ୟୁକ୍ରେନର ଖାରସେନ ସହର ଆଡକୁ ମାଡିଚାଲିଛି ଡ୍ୟାମର ପାଣି । ୟୁକ୍ରେନର ସବୁଠୁ ବଡ ଡ୍ୟାମ୍ ନୋବା କଖୋବ୍କା । ଯାହାକୁ ଏବେ ମିସାଇଲ ମାଡ଼ କରି ଧ୍ୱଂସ କରିଛି ରୁଷ ସେନା । ୟୁକ୍ରେନର ଦକ୍ଷିଣରେ ଥିବା ଏହି ଡ୍ୟାମ୍ ଦେଶର…

ଅଣାୟତ୍ତ ହେଉଛି ମଣିପୁର ସ୍ଥିତି, ଉପଦବ୍ରୀଙ୍କ ଉତ୍ପାତରେ ଜଳୁଛି ରାଜ୍ୟ

କନକ ବ୍ୟୁରୋ: ଦିନକୁ ଦିନ ସଂଗୀନ ହେଉଛି ପୂର୍ବୋତ୍ତର ରାଜ୍ୟ ମଣିପୁର । ବିଭିନ୍ନ ଚେଷ୍ଟା ସତ୍ୱେ ଏଠାରେ ଥମୁନି ହିଂସା । ଜୁନ ୪ତାରିଖରୁ ପୁଣି ହିଂସା ଆରମ୍ଭ ହେବା ସହ ବିଗିଡିଛି ରାଜ୍ୟର ସ୍ଥିତି । ସୁରକ୍ଷାକର୍ମ ଓ ଉପଦ୍ରବୀଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଗୁଳିମାଡ ଘଟଣା ସାମ୍ନାକୁ ଆସୁଛି…

ରେଳ ଦୁର୍ଘଟଣାକୁ ନେଇ ମୁହାଁମୁହିଁ ବିଜେପି-ଟିଏମସି। ଦୁର୍ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଅଭିଯୋଗ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମୁହିାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି । ତିନି ଟ୍ରେନ ଦୂର୍ଘଟଣାରେ ସିବିଆଇ ତଦନ୍ତ ଦ୍ୱାରା କୌଣସି ଲାଭ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିବା ପରେ ଏହାର ଜବାବ ଦେଇଛି ବିଜେପି । କରମଣ୍ଡଳ…