ରାଜଧାନୀ ଯୁବକଙ୍କ ପାଠପଢା ନିଶା । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇ ଗଢୁଛନ୍ତି ଭବିଷ୍ୟତ ।

କନକ ବ୍ୟୁରୋ: ଶିକ୍ଷା , ଯାହା ଜୀବନ ବଦଳାଇଦିଏ, ପରିପୂର୍ଣ୍ଣ ଜୀବନ ପାଇଁ ବାଟ ଖୋଜିଦିଏ । ଏହାକୁ ବିତରଣ କରୁଥିବା ବ୍ୟକ୍ତି ହେଉଛନ୍ତି ବାସ୍ତବରେ ଅନନ୍ୟ  । ବିଭିନ୍ନ କାରଣରୁ ଶିକ୍ଷା ପାଇବାକୁ କିନ୍ତୁ ଅନେକ ଶିଶୁ ବଞ୍ଚିତ ହୋଇ ରହିଯାନ୍ତି ହେଲେ ସେମାନଙ୍କୁ ଶିକ୍ଷା ରୂପକ ଜ୍ଞାନର ଆଲୋକ…

ପାଇଖାନା ଭିତରେ ପାଠ ପଢୁଛି ପୁଅ, ମୁଣ୍ଡ ଗୁଞ୍ଜିଛନ୍ତି ୪ ପ୍ରାଣୀ କୁଟୁମ୍ବ  । ଶୁଣୁନାହିଁ ପ୍ରଶାସନ 

କନକ ବ୍ୟୁରୋ: ଆମେ ପରା ଗରୀବ  । ତେଣୁ ଆମ ଦୁଃଖ ଶୁଣିବାକୁ କେହି ନାହିଁ । ଭାଗ୍ୟକୁ ଆଦରି ଯାହା ଦିନ କାଟୁଛୁ । ଏକଥା  କହିଲା ବେଳକୁ ଆଖିର ଲୁହ ବୋଲ ମାନୁନି । ଫନିର ଝଡବାତ୍ୟା ସବୁକିଛି ଉଡାଇନେଲା । ମୁଣ୍ଟ ଗୁଞ୍ଜିବାକୁ ଛପରଟେ ନାହିଁ । କାନ୍ଥଟିଏ ଛିଡା କରିବାକୁ ଆଉ ସମ୍ବଳ ବି ନାହିିଁ ।…

ସବୁଠୁ ଆଗରେ ୫୦୦ ଟଙ୍କିଆ,ଦ୍ୱିତୀୟରେ ୧୦ ଟଙ୍କିଆ । ହେଲେ କୁଆଡେ ଗଲା ୨୦୦୦ଟଙ୍କିଆ ନୋଟ୍?

କନକ ବ୍ୟୁରୋ: ୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଦେଶରେ ନୋଟବନ୍ଦୀ ପ୍ରଚଳନ କରିବା ପରେ ଏଟିମରୁ ଖାଲି ୨୦୦୦ ଟଙ୍କିଆ ନୋଟ୍ ବାହାରୁଥିଲା । ହେଲେ ଏବେ ଏହାକୁ ଦେଖିବାକୁ ମିଳୁନି । ଏହା ପଛର କାରଣ କ’ଣ ? ୨୦୧୬ର ନଭେମ୍ବର ୮ ତାରିଖର ରାତିକୁ କେହି ଭୁଲିବେନି । ଯେତେବେଳେ କେନ୍ଦ୍ର…

ଭାଗ୍ୟରେ ଥିଲେ ଏପରି ହୁଏ ।କ୍ଷୀର କିଣିବାକୁ ଯାଇଥିଲେ କୋଟିପତି ହୋଇ ଫେରିଲେ ବ୍ୟକ୍ତି ।

କନକ ବ୍ୟୁରୋ: କାହା ଭାଗ୍ୟରେ କେତେବେଳେ କ’ଣ ଘଟିବ ସେ କଥା କିଏ ବା କହିବ । ଈଶ୍ୱର କାହାକୁ କେତେବେଳେ କେଉଁଠି କିପରି ଦେବେ ତାହାବି କାହାକୁ ଜଣାନାହିଁ । ହେଲେ ଉପରବାଲା ଯେତେବେଳ ଦବାକୁ ଚାହିଁବେ କେହି ରୋକିପାରିବେ ନାହିଁ । ଏପରି କିଛି ଘଟଣା ଆମେରିକା ନ୍ୟୁୟର୍କ ସହରରେ ଘଟିଥିବା…

ଓଲଟିଲା ଜମ୍ମୁରୁ ଡୋଡା ଆସୁଥିବା ବସ୍  । ୨୫ ଗୁରୁତର, ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଶନିବାର ଏକ ବଡ ଦୁର୍ଘଟଣା ଘଟିଛି । ଜମ୍ମୁରୁ ଡୋଡା ଜିଲ୍ଲାକୁ ଯାଉଥିବା ଏକ ବସ୍ ଉଦ୍ଧମପୁର ବଟ୍ଟଲ ବଲିଆନ୍ ଇଲାକାରେ ଲେଉଟିପଡିବାରୁ ୨୫ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୬ଜଣ ଯାତ୍ରୀଙ୍କ ଅ୍ରବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡିଛି । ସମସ୍ତ…

ଅଜବ ବାହାଘର । ବରକୁ ୧୬ ବର୍ଷ, କନିଆଁକୁ ୩୨ । ୩ଥର ବିବାହ କଲେଣି ମହିଳା

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ସିଙ୍ଗରୌଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୧୬ବର୍ଷ ନାବାଳକକୁ ବିବାହ କରିଛନ୍ତି ୩୨ ବର୍ଷିୀୟା ମହିଳା । ଘଟଣା ଘଟିଛି ସିଙ୍ଗରୌଲିର ଖୁଟାରଚୌକି ଇଲାକାରେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଜଣକ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା । ଏହା…