ଅନେକ ଦେଶ ଗହମ ଫେରାଇଦେବା ପରେ ଭାରତ ନେଲା କଠୋର ନିଷ୍ପତ୍ତି । ବିଶ୍ୱରେ ବଢିଲା ଗହମ, ଚାଉଳ ଦର ।

କନକ ବ୍ୟୁରୋ: କିଛି ଦେଶ ଭାରତ ଗହମକୁ ଖରାପ ବୋଲି କହି ଫେରାଇଦେବା ପରେ ଭାରତ ସରକାର ନେଇଛନ୍ତି କଡା ନିଷ୍ପତ୍ତି । ଆଉ କାହାକୁ ଦିଆଯିବନି ଗହମ । ଏପରି ନିଷ୍ପତ୍ତି ନେବା ସହ ଇକୋନୋମିକ୍ ଫୋରମରେ କରାଯାଇଥିବା ଆବେଦନକୁ ପ୍ରତ୍ୟାକ୍ଷାନ କରିଛନ୍ତି ଭାରତ ସରକାର । ଏହାପରେ ବିଶ୍ୱ ସ୍ତରରେ ଗହମ…

ଦାମ୍ପତ୍ୟ କଳିର ଭୟଙ୍କର ପରିଣତି । ପ୍ରଥମେ କ୍ଷମା ମାଗିଲେ ପରେ ସ୍ତ୍ରୀର ନାକ କାମୁଡି ଛିଡାଇଦେଲେ ସ୍ୱାମୀ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବହରାଇଚ ଅଞ୍ଚଳର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠିକାର ଜଣେ ବ୍ୟକ୍ତ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାଙ୍କ କାମୁଡି ଛିଡାଇଦେଇଛନ୍ତି । ଏହି ଘଟଣାରେ ସ୍ତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ପୋଲିସର ପ୍ରାଥମିକ ସୂଚନା…

ନଦୀରେ ବୁଡିଗଲେ ୭ ନାବାଳିକା । ଦୀର୍ଘ ଘଣ୍ଟା ପରେ ମିଳିଲା ମୃତଦେହ

କନକ ବ୍ୟୁରୋ: ତାମିଲନାଡୁ କୁଡାଲୋର ଜିଳ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ନଦୀରେ ଗାଧୋଇବା ବେଳେ ୭ଜଣ ନାବାଳିକା ବୁଡିଯାଇ ପ୍ରାଣ ହରାଇଥିବା ଭଳି ଏକ ଘଟଣାରେ ସ୍ଥାନୀୟ ଇଲାକାରେ ଶୋକର ଛାୟା ଖେଳିଯାଇଛି । ରବିବାର ଏହି ଜିଲ୍ଲାର ନେଲିକୁପମ୍ ଅଞ୍ଚଳର ୭ଜଣ ନାବାଳିକା ଗେଡିଲାମ ନଦୀର ଏକ ଚେକ୍…

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଇଡି ରେଡ୍ । ମନି ଲଣ୍ଡ୍ରିଙ୍ଗ ମାମଲାରେ ହୋଇଥିଲେ ଗିରଫ ।

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ସକାଳୁ ସକାଳୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ମନି ଲଣ୍ଡ୍ରିଙ୍ଗ ମାମଲାରେ ତାଙ୍କୁ ପ୍ରଥମେ ଗିରଫ କରାଯିବା ପରେ…

ନାଇଜେରିଆ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ । ୫୦ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ଆମେରିକା ପରେ ଏବେ ନାଇଜେରିଆରେ ଗୁଳି ଆତଙ୍କ । ଏଠିକାର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ଥିବା ଏକ ଚର୍ଚ୍ଚରେ ରବିବାର ରାତିରେ କିଛି ଦୁର୍ବୃତ୍ତ ପଶି ଆଖିବୁଜା ଗୁଳିମାଡ କରିବାରୁ ଘଟଣାସ୍ଥଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଏବେ ସୁଦ୍ଧା ୫୦…

ଅକାଳରେ ଝରିଗଲା ଗର୍ଭବତୀ ବଧୂର ଜୀବନ । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

କନକ ବ୍ୟୁରୋ: ଝିଅକୁ ଝୁରି ବାଡେଇଛାଟି ହୋଇ ମାଟିରେ ଗଡିଯାଉଛି ମା’ । ଅନ୍ତଚିରି ଜନ୍ମ ଦେଇଥିଲା । କେତେ ଅଲିଅଳିରେ ବଢିଥିଲା ଝିଅ । ଅସୁମାରୀ ସ୍ୱପ୍ନ ନେଇ ବାପଘର ଛାଡିଥଲା ଝିଅ । ଅନେକ ଆଶା ନେଇ ପ୍ରେମିକର ହାତ ଧରି ସଂସାର କରିବାକୁ ଆସିଥିଲା । ହେଲେ ଏଠି ବି ଭାଗ୍ୟ ସାଥ୍ ଦେଲାନି ।…