ତୁର୍କୀ ଏବେ କରିବାକୁ ଯାଉଛି ବଡ ଡିଲ । ଭାରତ ଗହମକୁ ଖରାପ କହି ଫେରାଇଦେବା ପରେ ଏବେ କାହା ସହ କରୁଛି ଡିଲ୍?

କନକ ବ୍ୟୁରୋ: ନିକଟରେ ଭାରତର ଗହମକୁ ଖରାପ, ସଢା ଓ ଭୂତାଣୁ ସ୍ରଂକମିତ କହି ଫେରାଇ ଦେଇଥିବା ତୁର୍କୀ ଏବେ କରିବାକୁ ଯାଉଛି ଏକ ବଡ ଡିଲ । ଏଠାରେ ଖାଦ୍ୟ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରି ଏବେ ୟୁକ୍ରେନ ସହ ଗହମ କିଣିବାକୁ ଆରମ୍ଭ କରିଛି ଜୋରସୋର ପ୍ରସ୍ତୁତି । ୟୁକ୍ରେନ ଠାରୁ ୨୫ ପ୍ରତିଶତ…

ଫ୍ରାନ୍ସରେ ୨୫% ପ୍ରତିଶତ ଲୋକ ବଧିର । ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ବଧିର ହୋଇପାରନ୍ତି  । ଜାଣନ୍ତୁ ଏହାର କାରଣ

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ, ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚସଂଗୀତର…

ଅଧର ପଣା ନୀତି ହୁଏ କାହିଁକି? ଜାଣନ୍ତୁ ଏହାର ମାହାତ୍ମ୍ୟ…

ଅଧର ପଣା ନୀତି:  ଅଧର ପଣା ନୀତିରେ ମହାପ୍ରଭୁଙ୍କ ଓଠ ଉଚ୍ଚର ବା ରଙ୍ଗା ଅଧର ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ବତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତିକୁ ଅଧର ପଣା ନୀତି କୁହାଯାଏ । ତେବେ ଜାଣନ୍ତୁ କ’ଣ ରହିଛି ଏହାର ମାହାତ୍ମ୍ୟ... ଓଡ଼ିଆ ଜାତିର ଆରାଧ୍ୟ ଦେବତା…

ରଥରେ ଶ୍ରୀଜିଉଙ୍କ ସୁନାବେଶ । ଅତି ଚିକାକର୍ଷକ ଏହି ବେଶ

ସୁନାବେଶ: ମହାପ୍ରଭୁଙ୍କ ସୁନାବେଶ ଦେଖି, ଲାଖିଯାଏ ଭକତର ଆଖି ମହାପ୍ରଭୁଙ୍କ ନୀତିକାନ୍ତି ଯେତିକି ସ୍ବତନ୍ତ୍ର ତାଙ୍କର ବେଶ ମଧ୍ୟ ସେତିକି ଚିତାକର୍ଷକ। ବର୍ଷତମାମ ମହାପ୍ରଭୁଙ୍କ ଅନେକ ବେଶ ନୀତି ବିଭିନ୍ନ ପର୍ବପର୍ବାଣୀରେ ଅନୁଷ୍ଠିତ ହୋଇଥାଏ । ସେଥି ମଧ୍ୟରୁ ସୁନାବେଶ ବା ରାଜାରାଜେଶ୍ବର…

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରନ୍ତି ଶ୍ରୀଜିଉ

ସ୍ନାନଯାତ୍ରା: ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା…

ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବଡଦେଉଳରୁ ବାହାରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ

ରଥଯାତ୍ରା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ୟ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ…