ସିସୋଦିଆଙ୍କ ସହ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ । ଦେଶ ଛାଡିବା ଉପରେ ରୋକ୍

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ । ଜାରି ହୋଇଥିବା ସର୍କୁଲାରରେ ସିବିଆଇ ଏ ସମସ୍ତ ବ୍ୟକ୍ତି ନାଁ ଉଲ୍ଲେଖ କରି ଏଫଆଇଆର ଦାଏର କରିଛି । ଏହି…

‘ପୁଟିନଙ୍କ ବ୍ରେନ୍’ କୁହାଯାଉଥିବା ଡୁଗିନଙ୍କ ଝିଅକୁ ହତ୍ୟା । କାରରେ ଯାଉଥିବାବେଳେ ବିସ୍ଫୋରଣ ।

କନକ ବ୍ୟୁରୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଆଲେକଜାଣ୍ଡାର ଡୁଗିନଙ୍କ ଝିଅ ଡାରିଆ ଡୁଗିନଙ୍କୁ ହତ୍ୟା କରାଯାଇଛି । ସୂଚନା ମୁତାବକ, ଡାରିଆ ମସ୍କୋରେ ଏକ କାରରେ ଯାଉଥିବାବେଳେ କାରରେ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା…

ସୋମାଲିଆ ହୋଟେଲରେ ୧୪ ଘଣ୍ଟାର ଆତଙ୍କବାଦୀ ତାଣ୍ଡବ । ହୋଟେଲ ମାଲିକ ସହ ୧୫ ମୃତ, ଅନେକ ଆହତ

କନକ ବ୍ୟୁରୋ: ସୋମାଲିଆର ମୋଗାଦିଶୁ ସହରର ହାୟାତ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ମୋଗାଦିଶୁ ସହରରେ ଅଲ-କାଏଦା ସହ ସମ୍ପୃକ୍ତ 'ଅଲ-ଶାବାବ' ନାମକ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ହୋଟେଲକୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀ ଆକ୍ରମଣରେ ହୋଟେଲ ମାଲିକଙ୍କ ସହ୧୫ ଜଣଙ୍କର ମୃତ୍ୟୁ…

‘୨୦୨୪ ନିର୍ବାଚନ: ମୋଦୀ-କେଜ୍ରିୱାଲ ଟକ୍କର’ । ସିବିଆଇ ରେଡ୍ ପରେ ମନୀଷ ସିସୋଦିଆଙ୍କ ଦୃଢୋକ୍ତି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଏବେ ଗୋଟିଏ ଚିନ୍ତା । ତାଙ୍କ ଦଳ ବ୍ୟତୀତ ଯଦି ଅନ୍ୟ କୌଣସି ଦଳର ସରକାର ଉନ୍ନତି କରୁଛି ତାକୁ କିପରି ଇଡି , ସିବିଆଇ ଡର ଦେଖାଇ ତଳିତଳାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ମୋଦୀ । କିନ୍ତୁ ଆମେ ଭଗତ ସିଂଙ୍କ ଅନୁଗତ । କାହାରି ଧମକକୁ ଡରିବୁ ନାହିଁ । ଦେଶ…

ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ୨୬/୧୧ ଭଳି ଆକ୍ରମଣ ସମ୍ଭାବନା

କନକ ବ୍ୟୁରୋ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । କାରଣ, ଏଠାରେ ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଛି ଧମକପୂର୍ଣ୍ଣ ମେସେଜ୍ । ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୋଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ…

ହିମାଚଳପ୍ରଦେଶରେ ବର୍ଷା ତାଣ୍ଡବ । ଧସିଲା ପାହାଡ, ମାଟିତଳେ ଦବିଗଲେ ଗୋଟିଏ ପରିବାରର ୭ଜଣ

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଶୁକ୍ରବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲା ତାଣ୍ଡବ ରଚିଛି ବର୍ଷା । ଗତକାଲି ବିଳମ୍ବିତ ରାତିରେ ମଣ୍ଡି ଜିଲ୍ଲାର ଗୋହର ଉପଡିଭିଜନର ପଞ୍ଚାୟତ କାଶାନର ଜାଡନ ଗାଁରେଏକ…