ଶିକ୍ଷକଙ୍କ କ୍ରୁରତା । ଜଣେ ଛାତ୍ରଙ୍କ ବଦଳରେ ଅନ୍ୟଜଣେ ଛାତ୍ର ଉତ୍ତର ଦେବାରୁ ମାଡମାରି ଦାନ୍ତ ଭାଙ୍ଗିଦେଲେ ।

କନକ ବ୍ୟୁରୋ: ଦିନକୁ ଦିନ ସାମ୍ନାକୁ ଆସୁଛି ଶିକ୍ଷା କ୍ଷେତ୍ରରେ ଘୋର ଅବହେଳାର ଚିତ୍ର । ଶିକ୍ଷା ପରି ଜ୍ଞାନ ଦେଇ ପିଲାଙ୍କୁ ମଣିଷ କରୁଥିବା ଶିକ୍ଷକ ଯେ ଏତେ ନୃଶଂସ ହୋଇପାରନ୍ତି ତାହାର ଆଉ ଏକ ପ୍ରମାଣ ମିଳିଛି । ରାଜସ୍ଥାନ ଉଦୟପୁରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଜଣେ ଛାତ୍ର ମାଡ ମାରି…

ତେଜସ୍ୱୀଙ୍କୁ ଭେଟିବା ପରେ ଷ୍ଟଲ ଫେରିପାଇଲେ ‘ଗ୍ରାଜୁଏଟ୍ ଚାୟବାଲି’ । ନଗର ନିଗମ ଚଢାଇଥିଲା ବୁଲଡୋଜର ।

କନକ ବ୍ୟୁରୋ: ପାଟଣାର ‘ଗ୍ରାଜୁଏଟ୍ ଚା’ବାଲି’ ଭାବେ ଜଣାଶୁଣା ପ୍ରିୟଙ୍କାଙ୍କ ଦୁଃଖ ବୁଝିଲା ପ୍ରଶାସନ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଲାଲୁ ଯାଦବଙ୍କ ପାଖରେ ଗୁହାରୀ କରିବା ପରେ ନିଜ ଚା’ ଷ୍ଟଲକୁ ଫେରିପାଇଛନ୍ତି ପ୍ରିୟଙ୍କା । ଗୁରୁବାର ପାଟଣା ନଗର ନିଗମ ଜବରଦଖଲ ହଟାଇବା…

ସମୀର ୱାଙ୍ଖଡେଙ୍କୁ  ହତ୍ୟା ଧମକ । ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହେଲେ ସମୀର

କନକ ବ୍ୟୁରୋ: ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସୋସିଆଲ ମିଡିଆରେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଅଭିନେତା…

ବିଶ୍ୱ ମାନବତା ଦିବସ : ଶାନ୍ତି ଓ ଐକ୍ୟ ପ୍ରତିଷ୍ଠା ପାଇଁ ଏକ ଆହ୍ୱାନ

କନକ ବ୍ୟୁରୋ: ମାନବତା ଏପରି ଏକ ଶବ୍ଦ , ଯାହାର ପରିଭାଷା ବହୁତ ବଡ । ମଣିଷ ଯେତେ ଆଧୁନିକତା ଆଡକୁ ମାଡିଚାଲିଛି ସେତିକି ସେତିକି ମାନବିକତାଠାରୁ ଦୂରେଇ ଯାଉଛି । ଆଜିକାଲି ଲୋକେ ଅନ୍ୟକୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି । ସମୟ ଆସିଲେ ନିଜ ସମ୍ପର୍କୀୟଙ୍କ ଠାରୁ ମଧ୍ୟ ଦୂରେଇ…

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଭବିଷ୍ୟତ ପାଇଁ ସାଇତି ରଖେ ସ୍ମୃତି

କନକ ବ୍ୟୁରୋ: ଫଟୋ କଥା କୁହେ । ଭବିଷ୍ୟତ ପାଇଁ ବର୍ତ୍ତମାନର ସ୍ମୃତିକୁ ସାଇତି ରଖେ । ଏଥିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରନ୍ତି ଜଣେ ଫଟୋଗ୍ରାଫର ଏବଂ ତାଙ୍କର ଅସ୍ତ୍ର କ୍ୟାମେରା । ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭବିଷ୍ୟତ ପାଇଁ ସାଇତି କରି ରଖିଥାଏ…

ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଅସ୍ତ୍ର ବର୍ଷାଉଛି ପାକିସ୍ତାନୀ ଡ୍ରୋନ୍ । NIAର ଛାନବିନ୍ ଆରମ୍ଭ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଅସ୍ତ୍ର ବର୍ଷାଉଛି ପାକିସ୍ତାନୀ ଡ୍ରୋନ୍ । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପାଞ୍ଚଟି ଜିଲ୍ଲାରେ ଯାଞ୍ଚ ଆରମ୍ଭ କରିଛି । ଏହି ସବୁ ଡ୍ରୋନ୍ ଲସ୍କର-ଏ-ତୋଇବା (ଏଲଇଟି)ର ଏକ ଶାଖା ରେଜିଷ୍ଟାନ୍ସ…