ମୃତ ମା’ ଛାତି ଉପରେ ପଡିଥିଲା ୨ ପିଲାଙ୍କ ଶବ । ହିମାଚଳପ୍ରଦେଶରୁ ଆସିଛି ଛାତିଥରା ଦୃଶ୍ୟ ।

କନକ ବ୍ୟୁରୋ: ବର୍ଷା ରାତିରେ ଘରେ ଶୋଇଥିଲେ ମା’ ଆଉ ପିଲାମାନେ । ଏତିକି ବେଳେ ମାଡିବସିଲା ମୃତ୍ୟୁ । କିଛି ବୁଝିବା ଆଗରୁ ଚାଲିଗଲା ଗୋଟିଏ ପରିବାରର ୮ଜଣଙ୍କ ଜୀବନ । ହିମାଚଳପ୍ରଦେଶ ମଣ୍ଡି ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ହିମାଚଳ ପ୍ରଦେଶ ମଣ୍ଡି ଗାଁର ମୁଖିଆଙ୍କ ପରିବାର ଉପରେ…

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର । ଆସିଲା AIIMS ନିର୍ଦ୍ଦେଶକଙ୍କ ବଡ ବୟାନ୍

କନକ ବ୍ୟୁରୋ: ଜୋକ୍ସ କହି ଲୋକଙ୍କ ମନ ଖୁସି କରୁଥିବା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ଚିନ୍ତାରେ । ଏଭଳି ସ୍ଥିତିରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବଡ ବୟାନ ଦେଇଛନ୍ତି । ରାଜୁଙ୍କ ଅବସ୍ଥା ଗୁରୁତର ଏବଂ ସେ ଆଇସିୟୁରେ ଅଛନ୍ତି ବୋଲି କହିଛନ୍ତି…

‘ସକାଳୁ ଉଠିଲେ ସିବିଆଇ-ଇଡି ଖେଳ ଆରମ୍ଭ କରିଦେଉଛନ୍ତି । ଦେଶ ଉନ୍ନତି କରିବ କିପରି?’: ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲକ୍ ଆଉଟ୍ ନୋଟିସ୍ ଜାରି ହେବା ପରେ ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ସମସ୍ୟା ବିରୋଧରେ ଲଢିବା ବଦଳରେ କେନ୍ଦ୍ର ସରକାର ସିବିଆଇ- ଇଡିର ଖେଳ…

ଆତଙ୍କବାଦୀଙ୍କ ଟାର୍ଗେଟରେ ୧୦ ନେତା, ସୂଚନା ପରେ ଆଲର୍ଟ ମୋଡରେ ଗୁଇନ୍ଦା ବିଭାଗ , ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ପଞ୍ଜାବର କିଛି ବଡ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା ନେଇ ସତର୍କ କରାଇଛି କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି । ତେଣୁ ଏଜେନ୍ସି ପଞ୍ଜାବ ପୋଲିସକୁ ୧୦ ନେତାଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ନେତାମାନଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା…

ବିବାଦରେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ । ‘ମହାକାଳଙ୍କ ଥାଳି’ ବିଜ୍ଞାପନକୁ ନେଇ ବିବାଦରେ ରିତିକ୍ ରୋସନ୍ ।

କନକ ବ୍ୟୁରୋ: ପୁଣି ବିବାଦରେ ବଲିଉଡ୍ ହଙ୍କ୍ ରିତିକ ରୋସନ୍ । ଏକ ଖାଦ୍ୟ ଡେଲିଭରୀ ବିଜ୍ଞାପନ କରି ଅଡୁଆରେ ରିତିକ୍ । ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋର ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ବିଜ୍ଞାପନରେ ରିତିକ୍ ଅଭିନୟ କରିବା ସହ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର…

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍ । ଜାଣନ୍ତୁ କିପରି କରିବେ ବ୍ୟବହାର

କନକ ବ୍ୟୁରୋ: ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର…