ମଧ୍ୟପ୍ରଦେଶରେ ମୁଷଳଧାର ବର୍ଷା ସାଙ୍ଗକୁ ପବନ । ହ୍ରଦରେ ବୁଡିଲା ଏକାଧିକ କ୍ରୁଜ୍ । 

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ଦୁଇ ଦିନ ଧରି ମୂଷଳଧାର ବର୍ଷା ଲାଗିରହିଛି । ଏହାସହ ପବନର ବେଗ ମଧ୍ୟ ବଢିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଇଲାକା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାବେଳେ ଆଉ କିଛି ଅଞ୍ଚଳରେ ପବନ ଯୋଗୁଁ ବଡ ବଡ ଗଛ ପଡି ରାସ୍ତା ଅବରୋଧ…

ଅଜଣା ଶବର ସାଥୀ ଶାଲୁ ସୈନି । ମହିଳା ହୋଇ ଏଯାଏଁ କରିସାରିଲେଣି ୫୦୦ରୁ ଉର୍ଦ୍ଧ୍ୱ ବେସାହାରା ଶବଙ୍କ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ୩୭ ବର୍ଷିୟା ଶାଲୁ ସୈନି ଏବେ ଉତ୍ତରପ୍ରଦେଶ ମୁଜାଫରନଗର ସହରରେ ପ୍ରତ୍ୟେକ ଥାନା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର । ୨୦୨୦ ମସିହାରୁ ଏବେଯାଏଁ ସେ ୫୦୦ରୁ ଅଧିକ ଅଜଣା ଶବଙ୍କର ଅନ୍ତିମ ସଂସ୍କାର କରିସାରିଲେଣି । ତାଙ୍କର ଏପରି ମହତ କାମ ଲାଗି ତାଙ୍କ ନାଁ…

୬୭ ବର୍ଷରେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବି । ବର୍ଷକରେ ୧୪ ଟି ଫିଲ୍ମ କରି ରଚିଥିଲେ ରେକର୍ଡ

କନକ ବ୍ୟୁରୋ: ସାଉଥ୍ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ନିଜର ୬୭ ତମ ଜନ୍ମଦିନ ପାଳନ କରିଛନ୍ତି । ୧୯୫୫ରେ ଜନ୍ମ ହୋଇଥିବା ଚିରଞ୍ଜୀବି କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ୍ ନାଁ କରିଛନ୍ତି । ଇଣ୍ଡଷ୍ଟ୍ରିକୁ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ଘର…

ସାକ୍ଷାତକାରରେ ଭାବୁକ ହେଲେ କଂଗ୍ରେସ ନେତା ଆନନ୍ଦ ଶର୍ମା । କହିଲେ ଦଳ ପ୍ରତି ଥିବା ନିଜର ବଳିଦାନ କଥା

କନକ ବ୍ୟୁରୋ: କଂଗ୍ରେସ ଦଳର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ଏକ ସାକ୍ଷାତକାରରେ ସେ ଦଳ ଛାଡିବାକୁ ଯୋଜନା କରୁଛନ୍ତି କି ବୋଲି ପଚରାଯିବାରୁ ଆନନ୍ଦ କହିଥିଲେ, "କେବେ ନୁହେଁ। ମୁଁ ଏହାକୁ ବହୁତ ସ୍ପଷ୍ଟ…

ଜନ୍ତରମନ୍ତରରେ ଚାଷୀ ମହାପଞ୍ଚାୟତ । ଧାରଣା ପାଇଁ ପୋଲିସର ଅନୁମତି ନାହିଁ । ଦିଲ୍ଲୀ ସୀମାରେ ବ୍ୟାରିକେଡ୍

କନକ ବ୍ୟୁରୋ: ସୋମବାର ସକାଳ ୧୦ଟାରୁ କିସାନ ମହାପଞ୍ଚାୟତ ଜନ୍ତର ମନ୍ତରରେ ଅନୁଷ୍ଠିତ ହେବ । ଏହି ପଞ୍ଚାୟତରେ ୪୦୦୦-୫୦୦୦ ଚାଷୀଙ୍କୁ ନେଇ ଏକ ସମାବେଶ ହେବାର ଆଶା କରାଯାଉଛି । କିନ୍ତୁ ଦିଲ୍ଲୀ ପୋଲିସ ଏହି ପଞ୍ଚାୟତ ପାଇଁ ଅନୁମତି ଦେଇନାହିଁ । ଏଭଳି ପରିସ୍ଥିତିରେ ପୋଲିସ ଏବଂ କୃଷକଙ୍କ…

କେତେବେଳେ ବି ଗିରଫ ହୋଇପାରନ୍ତି ଇମ୍ରାନ୍ ଖାନ୍ । ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର

କନକ ବ୍ୟୁରୋ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ । ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର ହୋଇଛି । ଏହାସହ ଇମ୍ରାନ୍ ବରିଷ୍ଠ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାଏର…