ଟଙ୍କା, ମଦ, ଗଞ୍ଜେଇରେ ଭାସିଲା ୨୦୨୪ ନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ୨୦୧୯ ତୁଳନାରେ ପାଖାପାଖି ୨୦ ଗୁଣା ଅଧିକ ଟଙ୍କା ଜବତ
କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଉଡୁଛି ଟଙ୍କା, ଭାସୁଛି ମଦ । ଯାହା ୨୦୧୪ ଏବଂ ୨୦୧୯ ନିର୍ବାଚନର ସବୁ ରେକର୍ଡ ଭାଙ୍ଗିଛି । ଏନଫୋର୍ସ ମେଂଟ ଟିମ ଦ୍ୱାରା ନର୍ବାଚନ ସମୟରେ ଟଙ୍କା, ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଇତ୍ୟାଦି ଜବତ କରାଯାଇଛି । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।
୨୪ ନିର୍ବାଚନ:-ଭାଙ୍ଗିଲା ରେକର୍ଡ
ମଦ, ଟଙ୍କା, ସୁନା
Kanak News is now on WhatsApp
Join and get latest news updates delivered to you via WhatsApp
ଟଙ୍କା ଜବତ (କୋଟି)
୨୦୧୪ ୨୦୧୯ ୨୦୨୪
୧.୮୯ କୋଟି ୧.୧୭ କୋଟି ୨୦.୦୮ କୋଟି
ମଦ ଜବତ (କୋଟି)
୨୦୧୪ ୨୦୧୯ ୨୦୨୪
୬.୬୫ କୋଟି ୯.୪୨ କୋଟି ୪୦.୭୫ କୋଟି
ଗଞ୍ଜେଇ, ବ୍ରାଉନ ସୁଗାର (କୋଟି)
୨୦୧୪ ୨୦୧୯ ୨୦୨୪
୭.୨୩ କୋଟି ୨୨.୦୨ କୋଟି ୭୮ କୋଟି
ମୋଟ ଜବତ ପରିମାଣ (କୋଟି)
୨୦୧୪ ୨୦୧୯ ୨୦୨୪
୨୦ କୋଟି ୪୪.୬ କୋଟି ୨୭୫ କୋଟି