Daily Archives

July 15, 2024

ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦଘାଟିତ । ଆହୁରି ଖୋଲିବ ୯ ଭବନ 

କନକ ବ୍ୟୁରୋ : ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।   ଆଗାମୀ ୨-୩ ବର୍ଷ ମଧ୍ୟରେ  ଆମର ଯୁବ ପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ…

ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଭାଇ । ଅମନଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ…

କନକ ବ୍ୟୁରୋ : ଡ୍ରଗ୍ସ ଜାଲରେ ବଲିଉଡ ଅଭିନେତ୍ରୀଙ୍କ ଭାଇ । ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଭାଇ ଅମନ ଓ ଆଉ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଛି। ଏକ ଡ୍ରଗ୍ସ ମାମଲାରେ ଏମାନଙ୍କର ସଂପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି। ନିକଟରେ…

ରଥ ଉପରେ ଅଣ ସେବାୟତ ଚଢିବା ନେଇ ପ୍ରଶାସନର ନିଷ୍ପତ୍ତି । ହେବ ଦୃଢ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ରଥ ଉପରେ ଅଣ ସେବାୟତ ଚଢିବା ପ୍ରସଙ୍ଗରେ ଆକ୍ସନ ମୋଡରେ ପ୍ରଶାସନ । ସଂପୃକ୍ତ ଅଣ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏନେଇ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏନେଇ ସୂଚନା…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା । ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପିଟିଆଇକୁ ବ୍ୟାନ…

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନ ରାଜନୀତିରେ ଆଉ ରହିବନି ବିରୋଧୀ ଦଳ । ବିରୋଧୀଙ୍କୁ ସମ୍ପୁର୍ଣ୍ଣ ଶେଷ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲା ପାକିସ୍ତାନର ଶାସକ ଦଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏବେ ବଡ଼ ଝଟକା । ଇମ୍ରନଙ୍କ ଦଳ ପିଟିଆଇକୁ ବ୍ୟାନ କରିବ ପାକିସ୍ତାନ…

ଉତ୍ତରପ୍ରଦେଶରେ କାହିଁକି ହାରିଲା ବିଜେପି ? କାର୍ଯ୍ୟକାରିଣୀ ବୈଠକରେ ଦଳ କଲା ମାନସମନ୍ଥନ, ଦଳ ଭିତରେ ଚାଲିଥିବା କନ୍ଦଳ…

କନକ ବ୍ୟୁରୋ :  ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ସଂଖ୍ୟା ୨୦୧୪ ଓ ୨୦୧୯ ତୁଳନାରେ କମିଛି । ୟୁପିରେ ଏବଂ କେନ୍ଦ୍ରରେ ଦଳ କ୍ଷମତାରେ ଥାଇ ବି ଅନେକ ସ୍ଥାନରେ ହାରିଛି । କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଯେଉଁଭଳି ଏକାଠି ହୋଇ ବିଜେପିକୁ ଟକ୍କର ଦେଲେ ତାହା ଦଳ ପାଇଁ ବୁମେରାଂ ହୋଇଛି।…

ବାହୁଡ଼ିଲେ ଜଗା-ବଳିଆ । ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ, ଦର୍ପଦଳନ ରଥ ପରେ ଲାଗିଲା କାଳିଆର ନନ୍ଦିଘୋଷ ।

କନକ ବ୍ୟୁରୋ: ନବଦିନାତ୍ମକ ଲୀଳାଖେଳା କରି ବାହୁଡିଛନ୍ତି ତିନିଠାକୁର । ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ଆଜି ବାହୁଡାଯାତ୍ରା ପାଇଁ ସଅଳ ନୀତି ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଥମେ ପହଞ୍ଚିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଞ୍ଚିଥିଲା ଦେବୀ…