Daily Archives

July 14, 2024

କଥା ରଖିଲେ ରାଜ୍ୟ ସରକାର । ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ମାର୍ଗଦର୍ଶିକାରେ ଗଠିତ ୧୧ ଜଣିଆ କମିଟିର ସଦସ୍ୟମାନେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଅନୁମତି ନେଇଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର…

 ବି-ଟେକ ଇଞ୍ଜିନିୟରଙ୍କ ମାଛ ଓ ଛେଳି ଚାଷ ।  ନିଜସ୍ବ ଉଦ୍ୟମରେ କରୁଛନ୍ତି ରୋଜଗାର,  ଅନ୍ୟମାନଙ୍କ ପାଇଁ ପ୍ରେରଣା…

କନକ ବ୍ୟୁରୋ :  ବି-ଟେକ୍ ଇଞ୍ଜିନିୟରଙ୍କ ଚାଷ କରିବାର ନିଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପୋଟିଆ ଗାଁର ଇଲେକ୍ଟ୍ରିକାଲ୍ ଇଂଜିନିୟର ବିରଂଚି ନାରାୟଣ ପରିଡା । ବାହାର ରାଜ୍ୟରେ ରହି ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ସେଥିରେ ତାଙ୍କ ମନଲାଗିନଥିଲା । ଏବେ ନିଜସ୍ୱ…

ପ୍ଲାଷ୍ଟିକ ଫୁଲର ବଢୁଛି ଚାହିଦା । ୟୁଟ୍ୟୁବ ଦେଖି ଭୋଗରାଇ ବାଡ଼ସରିସା ଗାଁ ମହିଳା ମାନେ ତିଆରି କରୁଛନ୍ତି…

କନକ ବ୍ୟୁରୋ : ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆତ୍ମନିର୍ଭର ହୋଇଛନ୍ତି ସମୁଦ୍ର ଉପକୂଳବର୍ତ୍ତୀ ଗାଁର ୧୩ ଜଣ ମହିଳା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବାଡ଼ଶରିଶା ଗାଁର ସନ୍ତୋଷୀ ମାତା ଏସଏଚଜିର ମହିଳା ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଛି ରୁଣ ନେଇ ସେଥିରେ ଛୋଟ ଏକ ବ୍ୟବସାୟ…

ଡିପ୍ଲୋମା ଇଂଜିନିୟରଙ୍କ ରୁଟି ଫ୍ୟାକ୍ଟ୍ରି । ପ୍ରତିଦିନ ପ୍ରସ୍ତୁତ ହେଉଛି ୧୪ ରୁ ୧୫ ହଜାର ରୁଟି । ମାସିକ ରୋଜଗାର…

କନକ ବ୍ୟୁରୋ : ରୁଟି ବ୍ୟବସାୟ ବଦଳାଇଲା ଡ଼ିପ୍ଳୋମା ଛାତ୍ରଙ୍କ ଜୀବନ । ଡ଼ିପ୍ଲୋମା ପାଠପଢ଼ିବା ପରେ ଚାକିରୀ ପଛରେ ନପଡ଼ି ରୁଟି ବ୍ୟବସାୟ ଆପଣାଇଲେ । ଆଉ ବନିଗଲେ ଜଣେ ସଫଳ ବ୍ୟବସାୟୀ । ଆମେ କହୁଛୁ ବ୍ରହ୍ମପୁର ଉପକଣ୍ଠ ବୋରିଗାଁର ମାଧବ ସାହୁଙ୍କ କଥା । ମାଧବ ଡ଼ିପ୍ଳୋମା ପାଠ ଶେଷ କରିବା…

ସ୍ୱାବଲମ୍ବୀ କରିଛି କାଠ ଘଣା ସୋରିଷ ତେଲ ୟୁନିଟ୍ । ଶୁଦ୍ଧ ଖାଇବା ତେଲ ବିକି ସ୍ୱାବଲମ୍ବୀ ହୋଇଛନ୍ତି ରିନାରାଣୀ

କନକ ବ୍ୟୁରୋ : ଦିନକୁ ଦିନ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ବଢ଼ୁଛି । ତେଣୁ ଶୁଦ୍ଧ ଖାଇବା ତେଲ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ପାଇବା ପାଇଁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ଖାଇବା ତେଲରୁ ଅଧିକାଂଶ ରୋଗ ହେଉବେଳେ ଲୋକମାନେ ଏବେ ଦେଶୀ ଘଣା ତେଲ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଉ…

କଥା କହୁଛି ଏଲିନାଙ୍କ ଚିତ୍ରକଳା । ବିନା ପ୍ରଶିକ୍ଷଣରେ ଆଙ୍କୁଛନ୍ତି ସୁନ୍ଦର ଚିତ୍ର । ୩ ମିଲିମିଟରର ଜଗନ୍ନାଥଙ୍କ…

କନକ ବ୍ୟୁରୋ : ମୟୂଭଞ୍ଜର ଏଲିନା ବେହେରା। ରାଜଧାନୀରେ ରହି ଜାତୀୟ ସ୍ବାସ୍ଥ୍ୟ ମିଶନରେ ଚାକିରୀ କରନ୍ତି। ଚିତ୍ରକଳା ପ୍ରତି ପିଲାଦିନୁ ଆଗ୍ରହ ରହିଥିଲେ ବି କୌଣସି ତାଲିମ ନେଇନାହାନ୍ତି। କିନ୍ତୁ ଅଭ୍ୟାସ କରି କରି ଆଜି ବହୁ ରେକର୍ଡ ନିଜ ନାଆଁରେ କରିପାରିଛନ୍ତି ଏଲିନା। ମହାପ୍ରଭୁଙ୍କର ୩…