Daily Archives

July 3, 2024

ପୁଣି ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ: ଜୁଲାଇ ୧୨ ଯାଏଁ ବଢ଼ିଲା ବିଚାର ବିଭାଗୀୟ ହାଜତ ମିଆଦୀ

କନକ ବ୍ୟୁରୋ: ପୁଣି ଥରେ ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ। ୧୨ ତାରିଖ ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ। ଦିଲ୍ଲୀ କୋର୍ଟ ଏନେଇ ବୁଧବାର ଶୁଣାଣି କରିଛନ୍ତି। ଅର୍ଥ ଠକେଇ ଘଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି।…

କିଏ ଏହି ଭୋଲେ ବାବା? କାହିଁକି ତାଙ୍କ ସତସଙ୍ଗରେ ଜମିଥିଲା ଭିଡ଼?

କନକ ବ୍ୟୁରୋ: ମଙ୍ଗଳବାର ହାଥରସ ଫୁଲେର ଗାଁରେ ସାକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମ ଚାଲିଥିଲା। ଭୋଲେ ବାବାଙ୍କ ପ୍ରବଚନ ଶୁଣିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ପୁରୁଷ, ମହିଳା, ଶିଶୁ, ଶ୍ରଦ୍ଧାଳୁଙ୍କ ଭିଡ଼ ଏତେ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ଆଉ…

ପୁଣି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ: ଜେଏମଏମ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ

କନକ ବ୍ୟୁରୋ: ଜେଏମଏମ ନେତା ହେମନ୍ତ ସୋରେନ୍ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବ। ଏସମ୍ପର୍କରେ ଆଜି ରାଂଚିରେ ଇଣ୍ଡି ମେଂଟ ବୈଠକରେ ହେମନ୍ତଙ୍କୁ ପୁଣି ଥରେ ନେତୃତ୍ବଦେବାକୁ ନିଷ୍ପତି ହୋଇଥିବା ଜଣାଯାଇଛି। ହେମନ୍ତ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ଖବର ଏହି ଘଟଣାରୁ ବାରି…

ମୃତ୍ୟୁସଂଖ୍ୟା ବଢ଼ୁଛି, ତଦନ୍ତ ଚାଲିଛି: କେମିତି ଘଟିଲା ହାଥରସ୍ ଦଳାଚକଟା?

କନକ ବ୍ୟୁରୋ: ଅଘଟଣ ପରେ ଏବେ କାରଣ ଖୋଜା। ଏହାସହ ଚାଲିଛି ବୟାନବାଜି। ହାଥରସ୍ ଦଳାଚକଟାକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି ତେଜିଛି। ଅନ୍ୟପଟେ ଭୋଲେବାବାଙ୍କ ଆଶ୍ରମରେ ପହଂଚି ତଦନ୍ତ ଆରମ୍ଭ କରିଛି ପୋଲିସ୍। ଅନୁମତି ନିଆଯାଇଥିବା କ୍ଷମତା ଠାରୁ ବହୁତ ଅଧିକ ଲୋକଙ୍କ ଭିଡ଼ ହେବା ଯୋଗୁଁ ଏପରି…

‘ବଲ୍ଲେ ବଲ୍ଲେ’ ପରେ ‘କୁସୁମା’: ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଭୁବନେଶ୍ୱରରେ ବିଧାୟକଙ୍କ ଘରେ ବେଆଇନ ନିର୍ମାଣ ପରେ ଧର୍ମଶାଳରେ ବଲ୍ଲେ ବଲ୍ଲେ ଢ଼ାବା। ଆଉ ଏବେ ଚର୍ଚ୍ଚାରେ ଯାଜପୁରର କୁସୁମାର ଅଟ୍ଟାଳିକା । କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ କିଏ ଅନୁମତି ଦେଇଛି, କେତେ ଟଙ୍କା…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମିତି ଚାଲିଛି ଚିକତ୍ସା? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ

କନକ ବ୍ୟୁରୋ: ସ୍ବାସ୍ଥ୍ୟସେବା ଯୋଗାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନେଇ ସରକାର ବାହାବା ନେଉଛନ୍ତି । ହେଲେ ବାସ୍ତବ ସ୍ଥିତି କଣ ଜାଣିବାକୁ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।…