Daily Archives

July 1, 2024

ଖତ ଖାଉଛି ଲକ୍ଷ୍ମୀ ବସ୍: କିଛି ମାସ ଭିତରେ ଯୋଜନା ବାଟବଣା

କନକ ବ୍ୟୁରୋ: ତରବରିଆ କାମରେ ସଫଳତାର ସମ୍ଭାବନା କମ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ସେବା । ଗାଁରୁ ବ୍ଲକ କାର୍ଯ୍ୟାଳୟକୁ କମ ଖର୍ଚ୍ଚରେ ଲୋକଙ୍କୁ ଯାତାୟତ ସୁବିଧା ଯୋଗାଇବାକୁ ଆରମ୍ଭ ହୋଇଥିଲା ଏହି ଲକ୍ଷ୍ମୀ ବସ । ଏବେ କିନ୍ତୁ ଏହି ବସ ସେବା ବାଟବଣା ।…

ବ୍ରିଟିସ ଅମଳର ଆଇନ୍ ବଦଳିଲା: ୩ଟି ନୂଆ ଆଇନ୍ ଆଜିଠୁ ଲାଗୁ

କନକ ବ୍ୟୁରୋ: ହଟିଲା ବ୍ରିଟିଶ ଅମଳର ଆଇନ୍ । ଲାଗୁ ହେଲା ନୂଆ ଆଇନ୍ । ଅର୍ଥାତ ଇଣ୍ଡିଆନ ପେନାଲ କୋଡ୍ ବା ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି । ଦେଶରେ ନୂଆ ଆଇନ ଲାଗୁ ହେବା ପରେ ରାଜ୍ୟରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି…

ନୂଆ ସରକାରଙ୍କ ପାଖରେ ଅସହାୟଙ୍କ ଗୁହାରୀ: କୁନି ଝିଅ ମାଗୁଛି ବାପାଙ୍କ ଜୀବନ ଭିକ୍ଷା, ସେପଟେ ମା’ କହୁଛି ମୋ ପୁଅଙ୍କୁ…

କନକ ବ୍ୟୁରୋ: ନୂଆ ସରକାର ଦେଇଛି ଲୋକଙ୍କ ମନରେ ନୂଆ ଆଶା । ମୁଖ୍ୟମନ୍ତ୍ରୀ ଗୁହାରୀ ଶୁଣୁଛନ୍ତି ବୋଲି ଜାଣିବା ପରେ କାହିଁ କେତେ ଦୂରରୁ ଆଜି ଲୋକେ ଆସିଥିଲେ ସମସ୍ୟା ଜଣାଇବା ପାଇଁ । କିଏ ନିଜ ସ୍ୱାସ୍ଥ୍ୟସେବା ଜଣାଇବା ପାଇଁ ଆଶିଥିଲେ ତ ଆଉ କିଏ ନ୍ୟାୟ ପାଇଁ କିଭଳି ନିରାଶ ହୋଇଛନ୍ତି…

ଆରମ୍ଭ ହେଲା ମୋହନଙ୍କ ଦରବାର: ଭାଙ୍ଗିଲା ବର୍ଷ ବର୍ଷର ପାଚେରୀ

କନକ ବ୍ୟୁରୋ: ସରକାରର ମୁଖିଆ ଏବଂ ଜନତାଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ମୋହନ ସରକାର ଆରମ୍ଭ କଲେ ଜନତା ଦରବାର । ଦୀର୍ଘବର୍ଷ ପରେ ଲୋକମାନେ ଏବେ ନିଜ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଉଛନ୍ତି । ଆଜି ଏହି ଶୁଣାଣି ଆରମ୍ଭ ହୋଇଛି । ଆଉ ଲୋକେ ମଧ୍ୟ ନିଜ ସମସ୍ୟା…

ଗାଁ ହସପିଟାଲରେ ମିଳିବ ଡାଇଲିସିସ, ସିଟି ସ୍କାନ, ଏମଆରଆଇ ସୁବିଧା: ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁବିଧା…

କନକ ବ୍ୟୁରୋ: ଗାଁରେ ଥିବା ସରକାରୀ ହସ୍ପିଟାଲରେ ମିଳିବ ଏମଆର ଆଇ ଓ ସିଟି ସ୍କାନ ଭଳି ସେବା । ସାଧାରଣ ଲୋକ କିଭଳି ଦୂରଦୂରାନ୍ତକୁ ନଯାଇ ସ୍ଥାନୀୟ ଅଂଚଳରେ, ସରକାରୀ ଡାକ୍ତରଖାନାରେ ଡାଇଲିସିସ ଏବଂ ସିଟି ସ୍କାନ ଭଳି ସେବା ପାଇପାରିବେ ଏଥିପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ସରକାରଙ୍କ…

IAS ସ୍ତରରେ ହୋଇପାରେ ବଡ଼ ଧରଣର ଅଦଳବଦଳ । ଦିଲ୍ଲୀ ଯାଇପାରନ୍ତି ଅନୁ ଗର୍ଗ, ସତ୍ୟବ୍ରତ ସାହୁ ହୋଇପାରନ୍ତି ଉନ୍ନୟନ…

କନକ ବ୍ୟୁରୋ: ଚଳଚଞ୍ଚଳ ପାୱାର କରିଡର । ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ନୂଆ ଅତିରିକ୍ତ ଶାସନ ସଚିବ ଭାବେ ନିକୁଞ୍ଜ ଧଳ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ଏବେ ଆଗକୁ ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ସଚିବଙ୍କଠାରୁ…