Daily Archives

July 11, 2018

ବନ୍ଦୀ ହେଲେ ୫୦ ଛାତ୍ରୀ ! ସ୍କୁଲ୍ ଫିସରେ ବିଳମ୍ବ ହେବାରୁ କୁନି କୁନି ଛାତ୍ରୀଙ୍କୁ ୫ ଘଣ୍ଟା ବନ୍ଦୀ ବନେଇଲା ସ୍କୁଲ । 

ଭାରତର ରାଜଧାନୀ ଦିଲ୍ଲୀରୁ ଏକ ଆଚମ୍ବିତ କଲା ଭଳି ଘଟଣା ସାମ୍ମାକୁ ଆସିଛି । ଯେଉଁଥିରେ ଏକ ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାମାନଙ୍କୁ ୫ ଘଣ୍ଟା ଧରି ସ୍କୁଲ କର୍ତ୍ତୃପକ୍ଷ ସ୍କୁଲର ଏକ କୋଠରୀ ଭିତରେ ବନ୍ଦ କରି ରଖିଥିଲେ । ଘଟଣାଟି ଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାବିୟା ଗର୍ଲସ୍…

ଏସବିଆଇର ବଡ ଉପହାର : ଏଣିକି ଖାତାଧାରୀଙ୍କୁ ପ୍ରତିମାସ ମିଳିବ ୨ରୁ ୫ ହଜାର ଟଙ୍କା, ଜାଣନ୍ତୁ ଆବେଦନ କରିବାର ପୂରା…

ଦେଶର ସବୁଠୁ ବଡ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କ କେବଳ ବ୍ୟାଙ୍କିଂ ସେବା ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କୁ ନିଜ ସହ ମିଶାଇ ରୋଜଗାରକ୍ଷମ କରିବାର ସୁଯୋଗ ମଧ୍ୟ ଦେଇଥାଏ । ଆପଣ ଯଦି ଏସିବିଆଇର ସହ ମିଶି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣ ‘ବ୍ୟାଙ୍କ ମିତ୍ର’ ବନିପାରିବେ ।…

ଓଡିଶାରେ ବ୍ୟବସାୟ କରିବା କଷ୍ଟକର ! ଇଜ ଅଫ ଡୁଇଙ୍ଗ ବିଜିନେସ୍ ତାଲିକାରେ କାହିଁକି ଓଡିଶାକୁ ମିଳିଲା ୧୪ତମ ସ୍ଥାନ,…

କନକ ବ୍ୟୁରୋ: ବ୍ୟବସାୟ କରିବା ପାଇଁ ଦେଶରେ ସବୁଠୁ ଉକ୍ରୃଷ୍ଠ ରାଜ୍ୟର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଓଡିଶାର ସ୍ଥାନ ବହୁତ ତଳେ ୧୪ ତମ ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହାକୁନେଇ ରାଜ୍ୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ପ୍ରକାଶ କରି…

ସେକେଣ୍ଡ ହ୍ୟାଣ୍ଡ୍ ମୋବାଇଲ୍ ଫୋନ୍ କିଣୁଥିଲେ ଏହି ଦିଗ ପ୍ରତି ନଜର ଦିଅନ୍ତୁ ! ଠକାମିରେ ପଡିବେନି । 

ବିଲ୍ ,ବକ୍ସ ଓ ଆକ୍ସେସରିଜ୍ – ଯେଉଁ ବ୍ୟକ୍ତି ଠାରୁ ସେକେଣ୍ଡ୍ ହ୍ୟାଣ୍ଡଫୋନ୍ କିଣୁଛନ୍ତି ତାଙ୍କ ଠାରୁ ବିଲ୍ ଆଣିବାକୁ ଭୁଲନ୍ତୁ ନାହିଁ । ଏହା ଦ୍ୱାରା ଫୋନ୍ ଟି ଚୋରା କି ନୁହେଁ ସହଜରେ ଜାଣି ହେବ । ବିଲ୍ ଥିଲେ ଫୋନ୍ ଟିକୁ ପୁଣି ଥରେ ବିକ୍ରି କରିପାରିବେ । ଯଦି ଫୋନଟିର ଅରିଜିନାଲ୍…

ପଞ୍ଜାବରେ ରାଲି କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ୨ଟି ଚ୍ୟାଲେଞ୍ଜ !

କନକ ବ୍ୟୁରୋ : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ପଞ୍ଜାବରେ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ…

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ : ଏଣିକି ବିବାହିତ ପୁରୁଷ ଏବଂ ମହିଳାମାନେ କରିପାରିବେ ନାହିଁ ଏହି ଗୋଟିଏ କାମ

ବିବାହିତ ପୁରୁଷ ଏବଂ ମହିଳାଙ୍କ ପାଇଁ କୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି କୌଣସି ବି ବିବାହିତ ବ୍ୟକ୍ତି ବିବାହ ପରେ ଅବୈଧ ସଂପର୍କରେ ବନାଇ ପାରିବେ ନାହିଁ । ସୂଚନା ମୁତାବକ, ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଏହା ସ୍ପଷ୍ଟ କରିଛନ୍ତି କି, କୌଣସି ବି…