Daily Archives

July 1, 2018

ଅନ୍ୟ ସଂପ୍ରଦାୟରେ ବିବାହ କରିବାରୁ ପଞ୍ଚାୟତ ଦେଲା ଛେପ ଚାଟିବାର ସଜା! ଏସପି କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

ସମାଜରେ ଆଧୁନିକତାର ମନୋଭାବ ପ୍ରବେଶ କଲାଣି । ସମୟ ମଧ୍ୟ ବଦଳିଲାଣି । କିନ୍ତୁ କିଛି ସ୍ଥାନରେ ଏବେ ମଧ୍ୟ ରୁଢୀବାଦିଙ୍କ ଆକ୍ରୋଶର ଶିକାର ଗରିବ ଏବଂ ନିମ୍ନ ଜାତିର ଲୋକଙ୍କୁ ଭୋଗିବାକୁ ପଡୁଛି । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବିଶ୍ୱାସ…

ରଥ ନିର୍ମାଣରେ କଣ ରହିଛି ସେବକମାନଙ୍କ ଭୂମିକା ?

ଏ ସଂପର୍କରେ, ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପିରେ ସେବା ନଂ ୧୦୧ ରେ ଓଝା ମହାରଣା ସେବା ଅର୍ନ୍ତଭୁକ୍ତ ହେଇଛି । ସଂପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି । ତିନିରଥ ବାଡଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ଲାଗି ପଥୁରିଆ ସାହିର ଦାଶରଥୀ ମହାରଣା, ବଳଭଦ୍ରଙ୍କର…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ବିନା ଭିସାରେ ଭ୍ରମଣ କରିପାରିବେ ବିଦେଶ, କେବଳ ଏହି କେତୋଟି ଦେଶରେ

ଭାରତୀୟ ପର୍ଯ୍ୟଟକ ଘରେ ବସି ମଧ୍ୟ ଆପଣଙ୍କର ପାସପୋର୍ଟ ପାଇଁ ଆବେଦନ କରିପାରିବେ।ଯଦି ଆପଣ ବିଦେଶ ଭ୍ରମଣର ଯୋଜନା କରୁଛନ୍ତି ,ତେବେ ଏହା ଆପଣଙ୍କ ସମସ୍ୟାକୁ ଆହୁରି କିଛି ମାତ୍ରାରେ କମାଇଦେବ। ହେଲେ ପାସପୋର୍ଟର ବିନା ସହାୟତାରେ ବିଦେଶ ଯାତ୍ରା ପାଇଁ ଭିସା କରିବାକୁ ହୁଏତ ଆପଣଙ୍କୁ ପରିଶ୍ରମ…

ରଥ ନିର୍ମାଣ ତଦାରଖକାରୀ କ’ଣ ଗଜପତି?

ଏ ସଂପର୍କରେ କୁହାଯାଇଛି, ଗଜପତି ‘‘ରଥ ଅନୁକୂଳଠାରୁ ନିର୍ମାଣ ଶେଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ତଦାରଖ କରନ୍ତି’’ ଏବଂ ରାଜଗୁରୁ ‘‘ଗଜପତିଙ୍କ ବ୍ୟକ୍ତିଗତ ତଦାରଖରେ ଗଜପତିଙ୍କୁ ସହାୟତା କରନ୍ତି।’’ କିନ୍ତୁ ଶ୍ରୀମନ୍ଦିର ସ୍ୱତ୍ଵଲିପି ବା ଅନ୍ୟ କୌଣସି ସୂତ୍ରରୁ ଏ ବାବଦରେ ସୂଚନା ମିଳେନାହିଁ।…

ନିଜ ଘରେ କିମ୍ବା ମାର୍କେଟରେ ଲଗାନ୍ତୁ ATM ! ପ୍ରତିମାସ ଆପଣଙ୍କୁ ଏଟିଏମ ମେସିନ ଲଗାଇଥିବା ବ୍ୟାଙ୍କ ଦେବ ୮୦ ହଜାର…

ଏଟିଏମକୁ ସାଧାରଣତଃ ଟଙ୍କା ଉଠାଇବା ଓ ଜମା କରିବାର ଏକ ମାଧ୍ୟମ ବୋଲି ଆପଣ ଭାବୁଥିବେ । ହେଲେ କେବେ ଚିନ୍ତା କରିଛନ୍ତି କି ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଆପଣ ଏଥିରୁ ଟଙ୍କା ରୋଜଗାର ମଧ୍ୟ କରିପାରିବେ । ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଏହା ସମ୍ଭବ ଅଟେ । ଆପଣ ଏଟିଏମ ଖୋଲି ଘରେ ବସି…

ଅମିତ ଶାହାଙ୍କ ଓଡ଼ିଶା ପ୍ଲାନ୍ ! ଓଡିଶାରେ ପହଂଚିଲେ ବିଜେପି ସଭାପତି, ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା

କନକ ବ୍ୟୁରୋ: ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜଧାନୀସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଅବତରଣ କରିବା ପରେ ସେଠାରୁ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶ୍ରୀ ଶାହା…