Daily Archives

April 27, 2018

ଆଖି ହେଉଛି ଅମୂଲ୍ୟ ଅଙ୍ଗ! ଜାଣନ୍ତୁ ଖରାଦିନେ ଉତ୍ତାପ ଏବଂ ଧୂଳି ଅଧିକ ଥିବାରୁ କିଭଳି ନେବେ ଆଖିର ଯତ୍ନ ।

ଶରୀରର ଏକ ଅମୂଲ୍ୟ ଅଙ୍ଗ ହେଉଛି ଆଖି । ଆଖିର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ । ଖାସ କରି ଖରାଦିନେ ଖରାର ଉତ୍ତାପ ଏବଂ ବାୟୁମଣ୍ଡଳରେ ଉଡୁଥିବା ଧୂଳି ଆଖିକୁ ବହୁତ କ୍ଷତି ପହଞ୍ଚାଇଥାଏ । ତେଣୁ ଏହି ସବୁ କ୍ଷତିରୁ ଆଖିକୁ ରକ୍ଷା କରିବା ପାଇଁ ଆମକୁ କେଉଁ କେଉଁ ପଦକ୍ଷେପ ନେବାକୁ ପଡିବ ସେ…

ଏ କି ବାପା ! ସ୍କୁଲ ଯିବାକୁ ମନା କରିବାରୁ ଝିଅକୁ ଗାଡିରେ ବାନ୍ଧି ନେଲା ବାପା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଅଧିକାଂଶ ପିଲାମାନେ ଛୋଟବେଳେ ସ୍କୁଲ ଯିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ବିଭିନ୍ନ ବାହାନା କରିଥାନ୍ତି ପିଲାମାନେ । ସେମାନଙ୍କୁ ସ୍କୁଲ ପଠାଇବା ପାଇଁ ମାତା-ପିତାମାନେ ଅନେକ କଷ୍ଟ କରିଥାନ୍ତି । ବିଭିନ୍ନ ବାହାନା କରି କିପରି ନିଜ ପିଲାମାନଙ୍କୁ ସେମାନେ ସ୍କୁଲ ପଠାଇବେ ସେ ଚେଷ୍ଟାରେ…

ଆଉ ଏକ ନୂଆ ଗ୍ରହର ସନ୍ଧାନ ପାଇଲେ ବୈଜ୍ଞାନିକ ! କୋଇଲା ଠାରୁ ବି ଅଧିକ କଳା ଏହି ଗ୍ରହ

ଆଉ ଏକ ଗ୍ରହର ସନ୍ଧାନ ପାଇଛି ନାସା । କେଲେ ୟୁନିଭରସିଟିର ଗବେଷକମାନେ ଏକ ନୂତନ ଗ୍ରହର ସନ୍ଧାନ ପାଇଛନ୍ତି। ସେମାନେ ଏହି ଗ୍ରହର ନାମ ଦେଇଛନ୍ତି ‘ହଟ୍ ଜୁପିଟର୍’। ଏହି ଗ୍ରହଟି ଅତ୍ୟନ୍ତ ଅନ୍ଧାରୁଆ। ପ୍ରାୟ ୯୭ରୁ ୯୯ ପ୍ରତିଶତ ଆଲୋକ ଏହି ଗ୍ରହରେ ପହଞ୍ଚି ପାରୁନଥିବାରୁ ଏହି ଗ୍ରହଟି…

ଜିଏସଟିରୁ ଆଦାୟ ହେଲା କେତେ ? ଜାଣନ୍ତୁ ପୁରା ତଥ୍ୟ ।

ପୂର୍ବବର୍ଷ ଜୁଲାଇ ମାସରେ ଦେଶରେ ଜିଏସଟି ଲାଗୁ କରାଯାଇଥିଲା । ସେବେଠାରୁ ଆରମ୍ଭ କରି ଚଳିତ ମାସ ଭିତରେ ସରକାର ଜିଏସଟିରୁ ୭.୪୧ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ସୂଚନା ଅନୁଯାୟୀ, ଜିଏସଟି ଲାଗୁ ହେବା ପରେ ଏଥିରୁ ଗତ ୮ ମାସ ମଧ୍ୟରେ ପ୍ରତି ମାସ ହିସାବରେ ୮୯,୮୮୫ କୋଟି ଟଙ୍କା କଲେକସନ…

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ ! ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟୀ ଟପ୍ପର, ଜାଣନ୍ତୁ କେମିତି ଜାଣିବେ…

କନକ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବା (ୟୁପିଏସସି)ର ୨୦୧୭ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ସମ୍ମାନଜନକ ପରୀକ୍ଷାରେ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟୀ ଟପ୍ପର ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଅନୁ କୁମାରୀ ଓ ସଚିନ ଗୁପ୍ତା । ଉଭୟ ଲିଖିତ ଓ ସାକ୍ଷାତକାର…