Daily Archives

April 26, 2018

ଟେଲି ଜଗତର ବରିଷ୍ଠ ଅଭିନେତ୍ରୀଙ୍କ ପରଲୋକ ! ଗୁରୁବାର ହେବ ଅନ୍ତିମ ସଂସ୍କାର ।

ଲୋକପ୍ରିୟ ଟିଭି ଶୋ’ ‘ପ୍ରତିଜ୍ଞା’ ଫେମ ବରିଷ୍ଠ ଅଭିନେତ୍ରୀ ଅମିତା ଉଦ୍ଗତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଛି । ମିଳିତ ତଥ୍ୟ ମୁତାବକ ଅମିତା ଅନେକ ଦିନ ଧରି ରୋଗାଗ୍ରସ୍ତ କାରଣରୁ ୪ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ । ଚିକିତ୍ସା ଦ୍ୱାରା ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ…

ଜଗତସିଂହପୁରରେ ଲଜ୍ଜା ! ୬ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଅଭିଯୋଗ, ତଦନ୍ତ ଜାରି

କନକ ବ୍ୟୁରୋ : ପୁଣି ଲଜ୍ଜା । ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଜଗତସିଂହପୁର ଜିଲ୍ଲାରୁ ଆସିଛି ଏପରି ଲଜ୍ଜାଜନକ ଖବର । କଂଟାବଲ୍ଲଭପୁରରେ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ୨ ଜଣ ନାବାଳକ ଶିଶୁକନ୍ୟାଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।…

ନୀଳଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା ପ୍ରତିବାଦରେ ତାତିଲେ ଲୋକେ ! ନ୍ୟାୟ ଦାବିରେ ରାସ୍ତା ଅବରୋଧ

କନକ ବ୍ୟୁରୋ : ନୀଳଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ପ୍ରତିବାଦ । ନ୍ୟାୟ ଦାବିରେ ରାସ୍ତା ଅବରୋଧ କଲେ ଜୀବନ ଜୀବିକା ଜଙ୍ଗଲ ସୁରକ୍ଷା ମଂଚ । ଚାଷ ଜମିକୁ ଜଗି ମଂଚା ଉପରେ ମହିଳା ଜଣକ ଶୋଇଥିବା ସମୟରେ ତିନିଜଣ ବନ ବିଭାଗ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ…

ବେସରକାରୀ କମ୍ପାନୀ କର୍ମଚାରୀଙ୍କ ପିଏଫ୍ ଜମା ନ କରାଇଲେ ସରକାର ଦେବେ ସୁଚନା ! ସରକାର ଏସଏମଏସ୍ ଜରିଆରେ କର୍ମଚାରୀଙ୍କୁ…

ଯଦି ଆପଣ ବେସରକାରୀ ସଂସ୍ଥାରେ ଚାକିରୀ କରୁଛନ୍ତି ଏବଂ କମ୍ପାନୀ ଆପଣଙ୍କ ପିଏଫ୍ ଟଙ୍କାକୁ ସଠିକ୍ ସମୟରେ ପଇଠ କରୁନାହିଁ ତେବେ ନିଶ୍ଚିନ୍ତ ରୁହନ୍ତୁ ।  ବର୍ତ୍ତମାନ କମ୍ପାନୀ ତରଫରୁ ପିଏଫ୍ ଜମା କରିବାରେ ବିଳମ୍ବ ହେଲେ ସରକାର କର୍ମଚାରୀଙ୍କୁ ଏସଏମଏସ୍ କିମ୍ବା ଇମେଲ୍ ଜରିଆରେ ସୁଚିତ କରିବେ…

ପାର୍ସଲ ବୋମା ବିସ୍ଫୋରଣ ମାମଲା ! ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବାଂଚ

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଧିକ ପଚରାଉଚରା ପାଇଁ ଆଜି କଟକ ଅଣାଯିବ । ଘଟଣାରେ ସ୍ଥାନୀୟ କଲେଜର ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର ହିଁ ଥିଲେ ମୁଖ୍ୟ ଅପରାଧୀ ।…

ବଦଳିଗଲା ଏସବିଆଇର ଅନେକ ନିୟମ ! ଏବେ ଲାଭରେ ରହିବେ ଗ୍ରାହକ, ନଜାଣିଲେ କ୍ଷତିରେ ପଡ଼ିପାରନ୍ତି

ଭାରତର ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧ ଏପ୍ରିଲରୁ କିଛି ନିୟମରେ ପରିବର୍ତ୍ତନ କରିଛି । ଯାହା ଜାଣିବା ଗ୍ରାହକଙ୍କ ପାଇଁ ବହୁତ ଜରୁରୀ । ୧ ଏପ୍ରିଲରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର କିଛି ନିୟମରେ ପରିବର୍ତ୍ତନ କରିଛି ।…