Daily Archives

April 26, 2018

ଆମକୁ ମୃତ୍ୟୁ ଦିଅ ! କାହିଁକି ୫୦୦୦ ଚାଷୀ ଏକାଥରକେ ମାଗିଲେ ‘ଇଚ୍ଛାମୃତ୍ୟୁ’

ଯିଏ ପୂରା ଦେଶର ଭୋକ ମେଣ୍ଟାଉଛି ତାହାର ଦୁଃଖ ବୁଝିବାକୁ କେହି ନାହିଁ । ପ୍ରତିଦିନ ଦେଶରେ କେଉଁଠି ନା କେଉଁଠି ଚାଷୀ ମୃତ୍ୟୁ ଭଳି ଘଟଣା ସାମ୍ନାକୁ ଆସୁଛି । ଆଉ ଏଭଳି ସମୟରେ ଏକାଥରକେ ୫୦୦୦ ହଜାର ଚାଷୀ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି । ଗୁଜୁରାଟର ଭାବନଗର ଜିଲ୍ଲାରେ ରାଜ୍ୟ…

ଦୁଷ୍କର୍ମକାରୀ ବାବାଙ୍କ ହେଭିୱେଟ ଭକ୍ତ ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ବାଜପେୟୀଙ୍କ ପର୍ଯ୍ୟନ୍ତ…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜୋଧପୁର କୋର୍ଟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ଆଶାରାମଙ୍କୁ ଆଜୀବନ ଜେଲ ଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ଜଣ ଶିଳ୍ପା ଏବଂ ଶରତ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଅନ୍ୟ ଦୁଇ ଜଣ…

ଆଉ ହୋଇପାରିବନି ଇଭିଏମ ଟ୍ୟାମ୍ପରିଂ, ଲଞ୍ଚ ହେଲା ଇଭିଏମର ନୂଆ ମଡେଲ! ଜାଣନ୍ତୁ ମାର୍କ-୩ରେ କେଉଁ କେଉଁ ଅତ୍ୟାଧୁନିକ…

ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଏକ ନୂଆ ଇଭିଏମ ଲଞ୍ଚ କଲା ନିର୍ବାଚନ କମିଶନ । ଗୋଟିଏ ପଟେ ଇଭିଏମ ଟ୍ୟାମ୍ପରିଂକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ନୂଆ ଇଭିଏମ ଲଞ୍ଚ କରିଛି ନିର୍ବାଚନ କମିଶନ । ବୁଧବାର ଦିନ ନିର୍ବାଚନ କମିଶନ ନ୍ୟୁ ଜେନେରେସନ…

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଚିହ୍ନିପାରୁନି ଗୁଗୁଲ ! ସର୍ଚ୍ଚ କଲେ ମିଳୁଛି ନାଁ ଗୋଟିଏ , ଫଟୋ ଗୋଟିଏ । ଜାଣନ୍ତୁ…

କୌଣସି ବି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଲୋକମାନେ ଗୁଗୁଲ ସର୍ଚ୍ଚ କରିଥାନ୍ତି । କିନ୍ତୁ ଗୁଗୁଲରୁ ମିଳୁଥିବା ସବୁ ପ୍ରଶ୍ନର ଉତ୍ତର ଯେ ଠିକ୍ ଏକଥା ଭାବିବା ସମ୍ପୂର୍ଣ୍ଣ ଭାବେ ଭୁଲ । କାରଣ ଗୁଗୁଲ ଏମିତି କିଛି ପ୍ରଶ୍ନର ଉତ୍ତର ଭୁଲ ଦେଉଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଭଳି ଏକ…

ସ୍ତ୍ରୀ ଅତ୍ୟାଚାର ସହିନପାରି କାନ୍ଦି କାନ୍ଦି ଥାନାରେ ପହଞ୍ଚିଲା ସ୍ୱାମୀ ! କହିଲେ ଘର ପୋଛା ଠାରୁ ଆରମ୍ଭ କରି ବାସନ…

ଗ୍ରେଟର ନୋଏଡାର ଦନକୋର କୋତୱାଲିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ପାଖରୁ ଅତ୍ୟାଚାରର ଶିକାର ହୋଇ ଶେଷରେ ସାହାଯ୍ୟ ପାଇଁ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଏହି ବ୍ୟକ୍ତିଜଣକ ଦନକୋର ଏରିଆର ଏକ କଲୋନୀରେ ରହୁଛନ୍ତି । ତିନି ବର୍ଷ ପୂର୍ବେ ସମ୍ପୃକ୍ତ ବ୍ୟକ୍ତିଙ୍କର ବିବାହ ହୋଇଥିଲା । ତେବେ…

ଖେଳରତ୍ନ ପୁରସ୍କାର ପାଇଁ କୋହଲିଙ୍କ ନାମ ସୁପାରିଶ କଲା ବିସିସିଆଇ ! ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ରାହୁଲ ଦ୍ରାବିଡ…

ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିସିସିଆଇ ନାମାଙ୍କିତ କରିଛି । ଏହା ସହ ଦ୍ରୌଣାଚାର୍ଯ୍ୟ ପୁରସ୍କାର ପାଇଁ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନାମ ପଠାଯାଇଛି । ଉଲ୍ଲେଖନୀୟ, ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ହେଉଛି ଖେଳ ଜଗତରେ…