Daily Archives

April 26, 2018

୧୯୯୪ ବିଶ୍ୱକପରେ ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲେ, ଏବେ ଭାରତରେ ହୃଦୟ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି ପାକିସ୍ତାନ…

ଗୋଟିଏ ସମୟରେ ହକି ପଡିଆରେ ଗୋଲ ଅଟକାଇ ଭାରତୀୟ ହକିପ୍ରେମୀଙ୍କ ହୃଦୟ ଭାଙ୍ଗିଥିବା ପାକିସ୍ତାନର ବିଶ୍ୱବିଜୟୀ ହକି ଟିମର ଗୋଲକିପର ମନସୁର ଅହମ୍ମଦ ଏବେ ଭାରତରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଇଛା ପ୍ରକାଶ କରିଛନ୍ତି । ମନସୁରଙ୍କ ହାର୍ଟ ସମସ୍ୟା ଏବେ ଗମ୍ଭୀର ରହିଛି । ତେଣୁ ଭାରତରେ…

ଚୀନ ଓ ପାକିସ୍ତାନ ସାବଧାନ ! ଭାରତ କିଣିବ ୧୧୦ଟି ଅତ୍ୟାଧୁନିକ ଏଫ-୩୫ ଲଢୁଆ ବିମାନ, ଆକାଶ ମାର୍ଗରୁ ଶତୃପକ୍ଷଙ୍କୁ ଠାବ…

ଆମେରିକୀୟ ଲଢ଼ୁଆ ବିମାନ ନିର୍ମାଣକାରୀ କମ୍ପାନି ଲକହିଡ୍ ମାର୍ଟିନ୍ କର୍ପୋରେସନ୍ ଭାରତକୁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜେଟ୍ ଜ୍ଞାନକୌଶଳ ସମ୍ପନ୍ନ ତଥା ‘ଟାର୍ଗେଟ୍ ଟ୍ରାକିଂ ଡିଭାଇସ୍’ ଯୁକ୍ତ ଏଫ-୩୫ ଲଢ଼ୁଆ ବିମାନ ଯୋଗାଇଦେବ। ଏହି ଲଢ଼ୁଆ ବିମାନକୁ ‘ପଞ୍ଚମ ଜେନେରେସନ୍’ ଏଫ-୩୫ ଲଢ଼ୁଆ ବିମାନ…

ସେନାରେ କାହିଁକି ମଦ ଉପରେ ନାହିଁ କଟକଣା ! ଜାଣନ୍ତୁ ଏହା ପଛର କିଛି କାରଣ

ମଦକୁ ନେଇ ସମସ୍ତେ ଏକମତରେ କୁହନ୍ତି ମଦ ଶରୀର ପ୍ରତି ହାନିକାରକ । ଅଧିକ ମଦ ପିଇବା କାରଣରୁ ଲିଭର ଖରାପ ହୋଇପାରେ । ତେବେ ଏହାକୁ ଆଖି ଆଗରେ ରଖି ଗୁଜୁରାଟ , ବିହାର ଭଳି ରାଜ୍ୟ ମାନଙ୍କରେ ମଦକୁ ବ୍ୟାନ କରିଦିଆଯାଇଛି । କିନ୍ତୁ କେବେ ଆପଣ ଭାବିଛନ୍ତି ସେନାରେ ଯବାନ ମାନଙ୍କୁ ମଦ କାହିଁକି…

କେହି ଶୁଣିଲେନି ମହିଳାଙ୍କ ବୁକୁ ଫଟା ଚିତ୍କାର, ରାସ୍ତା ମଝିରେ କୁନି ଝିଅକୁ ଧରି ସାହାଯ୍ୟ ପାଇଁ କରୁଥିଲେ ଗୁହାରି ।…

ସମାଜରେ ହଜିଯାଇଛି ମାନବିକତା । ମରିଯାଇଛି ସାହାଯ୍ୟ ନାମୀ ଶବ୍ଦ । ସ୍ୱାର୍ଥପର ହୋଇଯାଇଛି ଦୁନିଆ । ଅମାନବିକତା ଏବଂ ସ୍ୱାର୍ଥପରତାର ଏକ ଚିତ୍ର ଦେଖିବାକୁ ମିଳିଛି ଫତେହଗଞ୍ଜ ପଶ୍ଚିମୀର ଭାଖଡା ପୋଲ ଉପରେ । କୋଳରେ ତିନି ବର୍ଷର କୁନି ଝିଅକୁ ଧରି ଆହତ ହୋଇଥିବା ଏହି ମହିଳାଜଣଙ୍କ ରାସ୍ତାରେ…

ପୁଂଜିଲାଲଙ୍କ କଲେଜ କାହାଣୀ ! କେମିତି ପ୍ରିନ୍ସିପାଲ ପଦ ପାଇ ଅଧ୍ୟାପକ ସାଜିଲେ ସୈତାନ, କ୍ରାଇମବ୍ରାଞ୍ଚ ଖୋଲିଲା…

କନକ ବ୍ୟୁରୋ : ପାର୍ସଲ ବୋମାର ଖଳନାୟକ ଅଧ୍ୟାପକ ପୁଂଜିଲାଲ ମେହରଙ୍କ ଷଡଯନ୍ତ୍ରର ପେଡ଼ି କ୍ରାଇମବ୍ରାଂଚ ଖୋଲିବା ପରେ ଭଇଁସା କଲେଜରେ ଅସମ୍ଭବ ନିରବତା ଖେଳିଯାଇଛି । ଯେଉଁମାନେ କଲେଜରେ ବର୍ଷ ବର୍ଷ ଧରି ତାଙ୍କ ସହ କାର୍ଯ୍ୟ କରୁଥିଲେ, ସେମାନଙ୍କୁ ଲାଗିଛି ବଡ଼ ଧରଣର ଝଟକା । ଅବଶ୍ୟ କଲେଜରେ…