Daily Archives

April 22, 2018

ଆଉ ନେତାଙ୍କୁ ଭରସି ପାରିଲେନି ଆଇଆଇଟି ଛାତ୍ରଛାତ୍ରୀ ! ନିର୍ବାଚନ ଲଢିବା ପାଇଁ ଗଠନ କଲେ ନୂଆ ପାର୍ଟି, ଲକ୍ଷ ଲକ୍ଷ…

ରାଜନୀତି ମୈଦାନକୁ ଓହ୍ଲାଇବେ ଆଇଆଇଟି ଛାତ୍ରଛାତ୍ରୀ । ଆଉ ଏଥିପାଇଁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ଗଢା ହୋଇଛି ଦଳ, ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଅପେକ୍ଷା । କାରଣ ଏବେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଉପରେ ଏମାନେ ଆଉ ଭରସି ପାରୁନାହାନ୍ତି । ପୂର୍ବରୁ ଆଇଆଇଟିରୁ ପାସ ଆଉଟ…

ମୃତ୍ୟୁର ୫ ଘଣ୍ଟା ପରେ ପୁଣି ଆଖି ଖୋଲିଲେ ଯୁବକ ! ବଖାଣିଲେ ସ୍ୱର୍ଗପୁରର କାହାଣୀ । 

ପରିବାରର କେହି ଲୋକ ପ୍ରାଣ ହରାଇଲେ ପରିବାରବର୍ଗଙ୍କୁ ଏହା କେତେ ଯେ କଷ୍ଟ ଦେଇଥାଏ । କିନ୍ତୁ ମୃତ୍ୟୁ ପରେ ପୁଣି ଥରେ ଜୀବନଦାନ ପାଇବା, ଏମିତି କେବଳ କାହାଣୀରେ ହିଁ ଶୁଣାଯାଇଥାଏ । କିନ୍ତୁ ଉତ୍ତରପ୍ରଦେଶର ଅଲିଗଡରେ ଏମିତି କାହାଣୀ ସତ୍ୟତାରେ ପରିଣତ ହୋଇଛି । ଯେତେବେଳେ ଜଣେ ଗ୍ରାମବାସୀ…

ବଢୁଛି ଇନଭର୍ଟର ଏସିର ଚାହିଦା । ବିଦ୍ୟୁତ ଶୁଳ୍କକୁ ନିୟନ୍ତ୍ରଣ କରିବା ସହ ଗ୍ରୀଷ୍ମରୁ ଦେଉଛି ମୁକ୍ତି । 

କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ଖରାର ପ୍ରକୋପ । ଚଳିତ ବର୍ଷ ତାତିର ପ୍ରକୋପ ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆଉ ଘରେ ରହିଲେ ସମସ୍ତେ ଟିକିଏ ଥଣ୍ଡା ପରିବେଶ ଖୋଜିଥାନ୍ତି । ଏନେଇ ଏସିର ଡିମାଣ୍ଡ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି ।…

ଏ କଣ କହିଗଲେ ମୋଦିଙ୍କ ମନ୍ତ୍ରୀ ! ଭାରତ ଭଳି ଦେଶରେ ଗୋଟିଏ ଦୁଇଟି ଦୁଷ୍କର୍ମ ହୋଇଯାଏ, ଏହାକୁ ଅତିରଞ୍ଜିତ କରିବା…

ଗୋଟିଏ ପଟେ ଦେଶରେ ନାବାଳିକା ଦୁଷ୍କର୍ମକୁ ନେଇ ତାତି ଥମି ନଥିବା ବେଳେ ଏହାକୁ ଆହୁରି ବିବାଦୀୟ କରିଛନ୍ତି ମୋଦିଙ୍କ ମନ୍ତ୍ରୀ । କଠୁଆ ନାବାଳିକା ଗଣ ଦୁଷ୍କର୍ମକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ…

ଏସବିଆଇ ଗ୍ରାହକଙ୍କ ବୋଝ କମାଇଲା ବ୍ୟାଙ୍କ ! କମିଲା ସର୍ବନିମ୍ନ ଜମା ରାଶି ଉପରେ ଫାଇନ୍, ଦେଖନ୍ତୁ କେମିତି ଉପକୃତ ହେବେ…

କନକ ବ୍ୟୁରୋ : ଷ୍ଟେଟବ୍ୟାଙ୍କ ଆଣିଛି ନୂଆ ନିୟମ । ମିନିମମ ବାଲାନ୍ସ ବା ସର୍ବନିମ୍ନ ଅର୍ଥ ରଖିବାର ନିୟମରେ ସୁଧାର ଆଣିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ  । ଆକାଉଣ୍ଟରେ ସର୍ବନିମ୍ନ ଅର୍ଥରାଶି ରହିବା ନେଇ ପୂର୍ବ ନିୟମରେ ସଂଶୋଧନ କରାଯାଇଛି । ପୂର୍ବ ନିୟମ ଅନୁଯାୟୀ, ନିଜ ଜମା ଖାତାରେ…