Daily Archives

April 20, 2018

ମହାଭିଯୋଗ ପ୍ରସ୍ତାବରେ କାହିଁକି ସ୍ୱାକ୍ଷର କଲେନି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ! ଜାଣନ୍ତୁ ପୂର୍ବରୁ କେଉଁ…

କନକ ବ୍ୟୁରୋ : ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପାଇଁ ନୋଟିସ ଆଣିଛନ୍ତି ବିରୋଧୀ । ୬୪ ଜଣ ସାଂସଦଙ୍କ ସ୍ୱାକ୍ଷର ସହ ଉପରାଷ୍ଟ୍ରପତିଙ୍କୁ ଦିଆଯାଇଛି ନୋଟିସ୍ । ଆଉ ଏଥିପାଇଁ କଂଗ୍ରେସ ସହ ଅନ୍ୟ ୭ ବିରୋଧୀ ଦଳ ହାତ ମିଳାଇଛନ୍ତି । କଂଗ୍ରେସ ସହ ଅଛନ୍ତି ଏନସିପି,…

କୋଟି କୋଟି ଟଙ୍କାକୁ ବାଏ ବାଏ କରି ସନ୍ନ୍ୟାସୀ ହୋଇଗଲେ ୨୪ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଟ ! ମୋକ୍ଷ ପାଇବା ପାଇଁ ଜୈନ…

କାହାଣୀ କୋଟିପତିରୁ ସନ୍ନ୍ୟାସୀ ହୋଇଥିବା ଜଣେ ଚାଟାର୍ଡ ଆକାଉଣ୍ଟାଟଙ୍କର । ଯିଏ ପରିବାର ମୋହ, ଘରଦ୍ୱାର ଓ ଧନସମ୍ପତି ଛାଡ଼ି ଜୈନ ସନ୍ନ୍ୟାସୀ ହେବାର ରାସ୍ତାକୁ ଗ୍ରହଣ କରିଛନ୍ତି । ଯୁବକ ଜଣକ ହେଲେ ମୋକ୍ଷେଶ୍ ସେଠ୍ । ଯିଏ କୋଟିପତିରୁ ପାଲଟିଯାଇଛନ୍ତି ଜଣେ ସନ୍ୟାସୀ । କୋଟି କୋଟି ଟଙ୍କାର…

କାହିଁକି ଜଷ୍ଟିସ ଲୋୟା ମାମଲାକୁ ନେଇ ଦେଶରେ ହେଉଛି ତୁମ୍ବିତୋଫାନ! ଏହା ପଛର କାରଣ ଜାଣିଛନ୍ତି କି ?

କନକ ବ୍ୟୁରୋ : କାହିଁକି ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ମାମଲାକୁ ନେଇ ଦେଶରେ ଏତେବଡ ତୁମ୍ବିତୋଫାନ ଏବଂ କାହିଁକି ରାଜନୈତିକ ଦଳ ଏହି ମାମଲାକୁ ନେଇ ଏତେ ପ୍ରତିକିୟାଶୀଳ । ଦେଶର ସର୍ବୋଚ୍ଚ ନ୍ୟାୟିକ ଅନୁଷ୍ଠାନକୁ ନେଇ କାହିଁକି ଆଜି ରାଜନୀତି ହେଉଛି, କଣ ପାଇଁ ଦେଶର ପ୍ରଧାନବିଚାରପତିଙ୍କ ନାଁରେ…

ବଦଳିଲା ୪୦୦ ବର୍ଷର ଇତିହାସ ! ପ୍ରଥମ ଥର ପାଇଁ ମା’ ପଞ୍ଚୁବରାହୀଙ୍କ ମୂର୍ତ୍ତିକୁ ସ୍ପର୍ଶ କଲେ ଗାଁର ପୁରୁଷ, ସମୁଦ୍ର…

କନକ ବ୍ୟୁରୋ : ବଦଳିଲା ୪୦୦ ବର୍ଷର ଇତିହାସ । ପ୍ରଥମ ଥର ପାଇଁ ମା’ଙ୍କ ମୂର୍ତିକୁ ସ୍ପର୍ଶ କଲେ ଗାଁର ପୁରୁଷମାନେ । ଆଉ ଏହା ପଛରେ ରହିଛି ମାଆଙ୍କ ମୂର୍ତି ସ୍ଥାନାନ୍ତର । ସମୁଦ୍ରଗର୍ଭରେ ଲୀନ ହେବା ଆଶଙ୍କାରେ ସାତଭାୟା ପଂଚୁବରାହୀ ମନ୍ଦିରର ପ୍ରତିମୂର୍ତିକୁ ଆଜି ବଗପଟିଆ ସ୍ଥ୍ାନାନ୍ତର…

୮ ବର୍ଷ ଝିଅର ସାହସ ଓ ପରାକ୍ରମ ସାଜିଲା ଅନ୍ୟ ପାଇଁ ଉଦାହରଣ ! ଅପହରଣକାରୀଙ୍କ କବଳରୁ ନିଜକୁ ନିଜେ କଲା ଉଦ୍ଧାର ।

ସାରା ଦେଶରୁ ଝିଅମାନଙ୍କ ପ୍ରତି ହେଉଥିବା ଲଜ୍ଜାଜନକ ଘଟଣାର ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହା ମଧ୍ୟରେ ଗୋଟିଏ ଛୋଟ ପିଲାର ସାହସ ଏବଂ ପରାକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଘଟଣାଟି ଅପହରଣ କରିବାକୁ ଚେଷ୍ଟା କରାଯାଉଥିବା ମାମଲା ସହ ଜଡିତ । ଘଟଣାଟି ହେଉଛି ଜୟପୁରର ବଜାଜ…