Daily Archives

April 16, 2018

ଆଧାର ଯୋଡନ୍ତୁ ୧୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ । ଜାଣନ୍ତୁ ସରକାରଙ୍କ କେଉଁ ଯୋଜନାରେ ମିଳୁଛି ଏଭଳି ସୁବିଧା

ସରକାରଙ୍କ ଘୋଷଣା ପରେ ପରେ ଏବେ ଉଭୟ ସରକାରୀ ଓ ବେସରକାରୀ ସେବା ବା ଯୋଜନାର ଲାଭ ଉଠାଇବାକୁ ହେଲେ ଜଣେ ବ୍ୟକ୍ତି ପାଖରେ ଆଧାର କାର୍ଡ ରହିଥିବା ବାଧ୍ୟତାମୂଳକ । ତେବେ ଏଭଳି ନିର୍ଦ୍ଦେଶମାନା ପରେ ଏବେ ଲୋକେ ଆଧାରକୁ ବିଭିନ୍ନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବାରେ ପୂରା ଦମରେ ଲାଗି ପଡିଛନ୍ତି ।…

ବଲିଉଡର ବାଜିରାଓଙ୍କୁ ଫଲୋ କରୁଛନ୍ତି ଷ୍ଟାଇଲିସ ଆଇକନ ଆୟୁଷ୍ମାନ ! ନିଜେ ଖୋଲିଲେ ସିକ୍ରେଟ

ଫିଲ୍ମ ପରେ ଆୟୁଷ୍ମାନ ଖୁରାନାଙ୍କ ଜବରଦସ୍ତ ଅନ୍ଦାଜ ଏବେ ଦେଖିବାକୁ ମିଳିଛି ମାଗାଜିନରେ । ବଲିଉଡର ଏହି ଷ୍ଟାଇଲ୍ ଆଇକନ୍ ମ୍ୟାନସ ୱାର୍ଲ୍ଡ ମାଗାଜିନର କଭରପେଜରେ ଦେଖାଇଛନ୍ତି ନିଜ କମାଲ୍ । ସବୁବେଳେ ନିଜ ଗୁଡ୍ ଲୁକ୍ସରେ ଫ୍ୟାନମାନଙ୍କୁ ଘାଇଲା କରୁଥିବା ଆୟୁଷ୍ମାନ କିନ୍ତୁ ପସନ୍ଦ କରନ୍ତି…

ଦଶମ ପାସ୍ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ତୁରନ୍ତ…

ବେରୋଜଗାରୀ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । କାରଣ ନିକଟରେ ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ସୂଚନା ମୁତାବକ, ଡାକ ବିଭାଗ ପକ୍ଷରୁ ଆରଏମଏସ ଏବଂ ପୋଷ୍ଟାଲ ଡିଭିଜନରେ ୯୪ ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଯଦି ଆପଣ…

ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆସିଲା ରାୟ : ପ୍ରମାଣ ଅଭାବରୁ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୫…

କନକ ବ୍ୟୁରୋ : ୨୦୦୭ ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆଜି ଆସିଛି ରାୟ । ଏନଆଇଏର ସ୍ୱତନ୍ତ୍ର ଅଦାଲତ ଏହା ଉପରେ ରାୟ ଶୁଣାଇଛନ୍ତି । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ସ୍ୱାମୀ ଅସୀମାନନ୍ଦଙ୍କୁ ମଧ୍ୟ ଦୋଷମୁକ୍ତ କରାଯାଇଛି । ୨୦୦୭ ମସିହା ମେ ୧୮…

ସୁପ୍ରିମକୋର୍ଟରେ କାଠୁଆ ଦୁଷ୍କର୍ମ ମାମଲା : କେସ୍ ସ୍ଥାନାନ୍ତର ପାଇଁ ପୀଡିତାଙ୍କ ପରିବାରର ଆବେଦନ, ଜମ୍ମୁ-କାଶ୍ମୀର…

କନକ ବ୍ୟୁରୋ : ସାରାଦେଶକୁ କାଠଗଡାରେ ଠିଆ କରିଛି କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ମାମଲାର ପ୍ରଥମ ଶୁଣାଣି ଆଜି କାଠୁଆର ସିଜେଏମ୍ କୋର୍ଟରେ ହୋଇଛି । ଏହି ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଆସନ୍ତା ୨୮ରେ ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହି ଶୁଣାଣି…

ସୁରତର ଦୁଷ୍କର୍ମ ପୀଡିତା ଓଡିଶାର ହୋଇଥିବା ନେଇ ସନ୍ଦେହ : ଗୁଜୁରାଟ ଗୃହମନ୍ତ୍ରୀ ପିଏସ ଜାଡେଜା ଦେଲେ ସୂଚନା

କନକ ବ୍ୟୁରୋ : ଗୁଜରାଟ ସୁରତରେ ଦୁଷ୍କର୍ମର ଶିକାର ହୋଇଥିବା ୧୧ ବର୍ଷୀୟା ନାବାଳିକା ଓଡିଶାର ହୋଇଥାଇପାରନ୍ତି । ଏ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଗୁଜରାଟର ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା । ଏ ନେଇ ଓଡିଶା ଡିଜିପିଙ୍କୁ ଗୁଜରାଟ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଛି । ପରିବାର ସମ୍ପର୍କରେ…