Daily Archives

April 15, 2018

ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ! ୧୦୦ ଫୁଟ ଗଭୀରତା ଥିବା ଏହି ହ୍ରଦ ପାଲଟି ଯାଏ ବରଫ ।

ଲଦାଖ ଠାରେ ମୋରୀରି ସ୍ନୋ ହ୍ରଦ ରହିଛି, ଯାହା ପ୍ରତି ବର୍ଷ ବରଫରେ ପରିଣତ ହୋଇଥାଏ । ଏହି ହ୍ରଦ ପାଖାପାଖି ୨୮ କିଲୋମିଟର ଲମ୍ବା ଅଟେ ଏବଂ ଏହାର ଗଭୀରତା ୧୦୦ଫୁଟ ଅଟେ । ଏହି ହ୍ରଦଟି ବରଫରେ ପରିଣତ ହେବା ପରେ ଏହାର ସୌନ୍ଦର୍ଯ୍ୟ ବଢିଯାଇଥାଏ । ମୋରୀରି ହ୍ରଦ ସମ୍ପୂର୍ଣ୍ଣ ପ୍ୟାଂଗଙ୍ଗ…

ଲୋଭ ଆଗରେ ମାତୃତ୍ୱ ବଳି ପଡିଲା ! ସମ୍ପତ୍ତି ଲୋଭରେ ପୁଅକୁ ମାରିଲା ମା’ ।

ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ଛୋଟି ସାଦ୍ରି ଗାଁରେ ସମ୍ପତ୍ତି ବିବାଦ କାରଣରୁ ପୁଅକୁ ହତ୍ୟା କରାଇବା ଅଭିଯୋଗରେ ଜଣେ ମାଆ ଏବଂ ତାଙ୍କ ଜ୍ୱାଇଁଙ୍କ ସମେତ ଅନ୍ୟ ଚାରିଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି। ପୁଅକୁ ହତ୍ୟା କରାଇବା ପାଇଁ ମହିଳାଜଣକ ଜଣେ ସୁପାରି କିଲରଙ୍କୁ ଲକ୍ଷେ…

ଭାରତରେ ମହିଳା ସୁରକ୍ଷିତ ! ଏଭଳି ବାର୍ତ୍ତା ନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ହାର୍ଲି ଡେଭିଡସନର ୭ ଜଣିଆ ମହିଳା ବାଇକର…

କନକ ବ୍ୟୁରୋ : ୧୪ ଦିନର ଯାତ୍ରା, ଛଅ ହଜାର କିଲୋମିଟର ଏବଂ ୧୨ଟି ସହର । ଏଭଳି ଲକ୍ଷ୍ୟ ନେଇ ବାହାରିଛନ୍ତି ହାର୍ଲି ଡେଭିଡସନର ସାତଜଣ ମହିଳା ବାଇକର । ଯେଉଁ ଭାରତ ବର୍ଷରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଶୋଷଣ ହେଉଛି ସେଠାରେ ମହିଳାମାନେ କିଭଳି ସୁରକ୍ଷିତ ତାହାକୁ ପ୍ରତିପାଦିତ କରିବାକୁ…

ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ : ବୈଠକରେ ବିଜେଡି ସାଂସଦମାନେ ଯୋଗ ଦେଇଛନ୍ତି

କନକ ବ୍ୟୁରୋ : ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ ବସିଛି । ବୈଠକରେ ୨୨ତାରିଖରେ ହେବାକୁ ଥିବା ମହାସମ୍ମିଳନୀ ପାଇଁ ରଣନୀତି ପ୍ରସ୍ତୁତ ହେବ । ଏହି ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପକାଶ ଦାସ, ସଂଜୟ ଦାସ ବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଓ…

କାଠୁଆ ଗଣଦୁଷ୍କର୍ମ ଉପରେ କରିନା କହିଲେ ମୁଁ ଲଜ୍ଜିତ! ଟ୍ରୋଲର୍ସ ଟ୍ରୋଲ କରି କହିଲେ ଆଗ ନିଜ ଉପରେ ଲାଜ କର ।

ଜାମ୍ମୁ-କାଶ୍ମୀରର କାଠୁଆ ଗ୍ରାମରେ ଆଠ ବର୍ଷର ଜଣେ ଝିଅ ପ୍ରତି ହୋଇଥିବା ଗଣବଳାତ୍କାର ଘଟଣାରେ ସମ୍ପୁର୍ଣ୍ଣ ଦେଶ ସ୍ତବ୍ଧ ହୋଇଥିବା ବେଳେ କିଏ କେଉଁ ଉପାୟରେ ନିଜର କ୍ରୋଧ ଜାହିର କରୁଛି । ଏହି ମାର୍ଗରେ ବଲିଉଡ୍ ସେଲେବ୍ରିଟି ମଧ୍ୟ ନିଜର କ୍ରୋଧ ପ୍ରଚାର ମାଧ୍ୟମରେ ଜାହିର କରିଛନ୍ତି । ଛୋଟ…

ବାରିପଦା ବନ୍ଧନ ବ୍ୟାଙ୍କ ଡକାୟତି ମାମଲାର ପର୍ଦ୍ଦାଫାଶ । ମାଷ୍ଟରମାଇଣ୍ଡ ବ୍ୟାଙ୍କ ମ୍ୟାନେଜର ସମେତ ୩ ସହଯୋଗୀଙ୍କୁ…

କନକ ବ୍ୟୁରୋ: ବ୍ୟାଙ୍କ ଲୁଟ୍ ମାମଲାରେ ବ୍ୟାଙ୍କ ମ୍ୟାନେଜର ଗିରଫ । ବାରିପଦା ବଡସାହି ବନ୍ଧନ ବ୍ୟାଙ୍କରୁ ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ନିଜେ ବ୍ୟାଙ୍କ ମ୍ୟାନେଜର ଟଙ୍କା ଲୁଟ କରିଥିବା ଜଣାପଡିଛି । ଗତ ୫ ତାରିଖରେ ଭ୍ୟାନରୁ ୩ ଲକ୍ଷ ୪୦ ହଜାର ଟଙ୍କା ଲୁଟ ହୋଇଥିଲା । ଏହା ପରେ ପୁଲିସ…