Daily Archives

April 15, 2018

ସରକାର ଦେଉଛନ୍ତି ବଡ ଅଫର ! ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍

ଭୀମ ଆପ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ସରକାର ଏକ ନୂଆ ଘୋଷଣା କରିଛନ୍ତି । ଭୀମ ଆପ ବ୍ୟବହାରକାରୀଙ୍କୁ କ୍ୟାସବ୍ୟାକ ଅଫର ଦେବା ପାଇଁ ଘୋଷଣା କରିଛନ୍ତି ସରକାର । ଭୀମ ଆପର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବଡ ଅଫରର ଘୋଷଣା କରାଯାଇଛି । ଗତବର୍ଷ ଆମ୍ବେଦକରଙ୍କ ଜୟନ୍ତୀରେ ଭୀମ ଆପ ଲଞ୍ଚ…

ଅମିତାଭଙ୍କୁ ଦେଖିବାର ଅଜବ ନିଶା ! କ୍ଷୀର ଆଣିବା ପାଇଁ କହି ଦୁଇ ଛୁଆ ଘରୁ ବାହାରିଲେ, ମଥୁରାରୁ ଯାଇ ମୁମ୍ବାଇ…

ଦେଶରେ କ୍ରିକେଟର ଏବଂ ସିନେ ତାରକାଙ୍କ ପ୍ରତି ସେମାନଙ୍କ ପ୍ରଶଂସକଙ୍କ ଭଲପାଇବା ବହୁତ ଅଧିକ ରହିଥାଏ । ଏବଂ ବିଭିନ୍ନ ସମୟରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ମଥୁରାର ଦୁଇଜଣ ପିଲା ନିଜ ପସନ୍ଦର ହିରୋ ବଲିଉଡର ଷ୍ଟାର ଅମିତାଭ ବଚ୍ଚନ ଏବଂ ଟିମ ଇଣ୍ଡିଆର ଅଧିନାୟକ ବିରାଟ…

ଭାବିସ୍ୱାମୀଙ୍କ ବର୍ବରତାକୁ ବିଶ୍ୱାସ କରୁନାହାନ୍ତି ଭାବିପତ୍ନୀ ! କହିଲେ ଘଟଣା ଯଦି ସତ ହୁଏ କରିବିନି ବିବାହ, ଚଳିତ…

କାଠୁଆ ଗଣଧର୍ଷଣ ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆରୋପୀମାନଙ୍କ ମଧ୍ୟରୁ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ସାମିଲ୍ ଅଛନ୍ତି । ଦୀପକ ଖଜୁରିଆ ନାମକ ଏହି ଅଭିଯୁକ୍ତଙ୍କ ଆଉ କିଛି ଦିନ ଭିତରେ ବିବାହ ହୋଇଥାନ୍ତା କିନ୍ତୁ ଏଭଳି ଏକ ଜଘନ୍ୟ କାଣ୍ଡ ଭିଆଇବା ପରେ…

ପୋଲିସ ଜାଲରେ ଶିକ୍ଷିତ ଚୋର ! ହାତରେ ଏମସିଏ ଡିଗ୍ରୀ , କିନ୍ତୁ ପେଶା ଚୋରୀ ।

କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଆଉ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ହେଉଛି ଜଣେ ଉଚ୍ଚ ଶିକ୍ଷିତ ।ଏହି ଲୁଟେରା ଗ୍ୟାଙ୍ଗର ନାଁରେ କଟକ ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି । ଉଚ୍ଚ ଶିକ୍ଷିତ ଯୁବକ ଚୋରି କରୁଥିବା କଥା ଏବେ ସାଧାରଣରେ…

ଜିମେଲ ଆସୁଛି ନୂଆ ରୂପରେ : ଜିମେଲର ନୂଆ ସଂସ୍କରଣରେ ଆପଣଙ୍କୁ ମିଳିବ ଏହି ଶାନଦାର ଫିଚର୍ସ

ଗୁଗଲ ଜିମେଲର ନୂଆ ସଂସ୍କରଣ ଜାରି କରିବାକୁ ଯାଉଛି । ଏହାର କିଛି ଫିଚର୍ସ ଲିକ ହୋଇଯାଇଛି । ଯେପରିକି ସେଲ୍ଫ ଡିସ୍ଟ୍ରକ୍ଟିଭ ଇ-ମେଲ ଏବଂ ଗୋପନୀୟ ମୋଡ । ୮ ମେରେ ଆଇ/ଓ ସମ୍ମିଳନୀରେ ଜିମେଲର ଏହି ନୂଆ ସଂସ୍କରଣ ଲଂଚ କରାଯାଇପାରେ । ଟେକକ୍ରଂଚ ରିପୋର୍ଟରେ ଏହା ଦାବି କରାଯାଇଛି ।…

ଓଡ଼ିଶା ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର ! ଦଳକୁ ସୁଦୃଢ କରିବା ପାଇଁ ୪ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ…

କନକ ବ୍ୟୁରୋ : ବଦଳିଲେ ଶୁଭଙ୍କର ସରକାର । ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ପଦରୁ ଶୁଭଙ୍କର ସରକାର ହଟିଲେ । ରାଜ୍ୟ କଂଗ୍ରେସର ଦାୟିତ୍ୱରୁ ଶୁଭଙ୍କର ସରକାରଙ୍କୁ ହଟାଇ ଦିଆଯାଇଛି । ତେବେ ଶୁଭଙ୍କର ସରକାରଙ୍କ ବଦଳରେ ୪ ଜଣଙ୍କୁ ଓଡ଼ିଶା କଂଗ୍ରେସର ଦାୟିତ୍ୱ ଦିଆଯାଇଛି । ୩…