Daily Archives

April 14, 2018

ନୂଆ ରୂପରେ ଧୋନୀ ! ବ୍ୟାଟ ବଦଳରେ ମାହିଙ୍କ ହାତରେ ବନ୍ଧୁକ, ୪୦ ସେକେଣ୍ଡରେ କଲେ ୧୫ ରାଉଣ୍ଡ ଫାୟାର ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ଲମ୍ବା ଲମ୍ବା ଛକା ମାରିବାରେ ମାହିର । କିନ୍ତୁ ଏଥର ତାଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଛି । ଧୋନୀ ସୁଟିଙ୍ଗ କରୁଥିବାର ଏକ ଭିଡିଓ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଗୋଟିଏ ପରେ ଗୋଟିଏ ଗୁଳି ଚଳାଉଥିବାର ଦେଖାଯାଇଛି…

ରାଉରକେଲା ଏନଆଇଟିରେ ହେବ ମେଡିକାଲ କଲେଜ ଓ ଆଡଭାନ୍ସ ରିସର୍ଚ ସେଂଟର ! ପ୍ରସ୍ତାବ ଉପରେ ମୋହର ମାରିଲା କେନ୍ଦ୍ର…

କନକ ବ୍ୟୁରୋ : ରାଉରକେଲା ଏନଆଇଟିରେ ହେବ ମେଡିକାଲ କଲେଜ ଓ ଆଡଭାନ୍ସ ରିସର୍ଚ ସେଂଟର । ଏନଆଇଟି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ବିଭାଗୀୟ ସଚିବ ଚିଠି ଲେଖି ଏସଂକ୍ରାନ୍ତରେ ଆବଶ୍ୟକ ମଂଜୁରୀ ପାଇଁ ମେଡିକାଲ କାଉନସିଲ ଅଫ…

ଆଦିବାସୀ ମହିଳାଙ୍କୁ କାହିଁକି ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ମୋଦି ?

ଆଦିବାସୀ ମହିଳାଙ୍କୁ ମଞ୍ଚ ଉପରେ ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ମୋଦି ଛତିଶଗଡର ବିଜାପୁରରେ ଆୟୋଜିତ ସଭାରେ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରଥମ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ କରିଥିଲେ । ଆଉ ଏହାପରେ ଜଣେ ଆଦିବାସୀ ମହିଳାଙ୍କୁ ଚପଲ…

ପୁଣି ବିବାଦରେ ମୟୂରଭଞ୍ଜ ସେଂଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ ! ଓ.ଟି.ଏସ୍. ଆଳରେ ଲୋନୀଙ୍କୁ ମାତ୍ରାଧିକ ଅନୁକମ୍ପା…

କନକ ବ୍ୟୁରୋ : ପୁଣି ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ । ଓ.ଟି.ଏସ୍. ଆଳରେ ଲୋନୀଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ବ୍ୟାଙ୍କର ଅଡିଟ୍ ରିପୋର୍ଟରେ ଦର୍ଶାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ କରିବାକୁ ଅଡିଟ୍ ରିପୋର୍ଟରେ…

୪ ଡିରେ ନିର୍ମାଣ ହେବ ବଲିଉଡ୍ ସିନେମା ! ପ୍ରଥମ ଥର ପାଇଁ ନଜର ଆସିବ କ୍ୟାଟ୍ ଏବଂ ବରୁଣଙ୍କ ଯୋଡି ।

‘ରେସ୍‌-୩’ପାଇଁ ବ୍ୟସ୍ତ ଥିବା ନିର୍ଦ୍ଦେଶକ ରେମୋ ଡ଼ିସୁଜା ଖୁବଶୀଘ୍ର ଡ଼୍ୟାନସ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ଯାହା ତାଙ୍କର ପୂର୍ବ ଫିଲ୍ମ ‘ଏବିସିଡ଼ି’ ଓ ‘ଏବିସିଡ଼ି-୨’ଠାରୁ ମଧ୍ୟ ଅଧିକ ବିଗ୍‌ବଜେଟର ହେବ ବୋଲି ଶୁଣାଯାଉଛି। ଏହାର ପ୍ରଯୋଜନା କରୁଛନ୍ତି ଟି-ସିରିଜର…

ଶୁଖିଲା ମହାନଦୀ ପଠାରେ ସୁନାର ଫସଲ ! ଜଳସ୍ରୋତ କମିଯିବାରୁ ବାଙ୍କୀ ସୁବର୍ଣ୍ଣପୁର ଘାଟରେ ଡାଳୁଅ ଧାନ ଚାଷ କରିଛି ଚାଷୀ

କନକ ବ୍ୟୁରୋ : ଛତିଶଗଡର ରମଣ ସିଂ ସରକାର ମହାନଦୀ ଉପର ମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରି ଚାଲିଥିବା ବେଳେ ଶୁଷ୍କ ହୋଇଯାଇଛି ଓଡିଶାର ଅବବାହିକା । ମହାନଦୀରେ ଜଳସ୍ତର କମିଯିବା ପରେ ପଠା ଶୁଖିଲା ପଡିଛି । ଆଉ କଟକ ବାଙ୍କୀରେ ଶୁଖିଲା ମହାନଦୀ ପଠାରେ ଡାଳୁଅ ଧାନ ଚାଷ…