Daily Archives

April 11, 2018

ଆକାଶରେ ଖେଳିଗଲା ଆତଙ୍କ, ଜଳିଗଲା ଆଲଜେରିଆ ସାମରିକ ବିମାନ ! ୨୫୭ ଜଣଙ୍କ ମୃତ୍ୟୁ ସୂଚନା

କନକ ବ୍ୟୁରୋ : ଆଲଜେରିଆରେ ବଡ ଧରଣର ବିମାନ ଦୁର୍ଘଟଣା । ଆଲଜେରୀୟ ସେନାର ଏକ ପରିବହନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ଥିବା ୨୫୭ ଜଣ ଯବାନ ପ୍ରାଣ ହରାଇଥିବା କୁହାଯାଉଛି । ଆଲଜେରିଆ ରାଜଧାନୀରେ ଥିବା ବିମାନବନ୍ଦର ନିକଟରେ ଏହି ଜେଟଟି ଖସିପଡିଛି । ଦୁର୍ଘଟଣା ପରେ ମାଇଲ୍…

ହୋମ ଗ୍ରାଉଣ୍ଡରେ ଖେଳିବେନି ଧୋନୀ ବାହିନୀ ! କାବେରୀ ବିବାଦ ଦେଲା ଫ୍ୟାନଙ୍କୁ ବଡ ଝଟକା, ଚେନ୍ନାଇ ବାହାରେ ଖେଳିବ…

କାବେରୀ ଜଳ ବିବାଦକୁ ନେଇ ତାମିଲନାଡୁରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଯାଇଛି । ଆଉ ଏହି କାରଣରୁ ଚେନ୍ନାଇରୁ ଚଳିତ ଆଇପିଏଲର ସମସ୍ତ ମ୍ୟାଚ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି । କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନକୁ ନେଇ ତାମିଲନାଡୁରେ ରାଜନୈକ୍ର ଦଳ ଗୁଡିକର ବିରୋଧ ପ୍ରଦର୍ଶନ ଜାରି…

ଲାଘବ ହେଲା ଇଏମଆଇ ଟେନସନ୍ ! ଏବେ ଆରାମରେ ଶୁଝି ପାରିବେ ଲୋନ୍ । 

ଯଦି ଆପଣ ଇଏମଆଇ ଶୁଝି ଶୁଝି ଥକି ଗଲେଣି ଏବଂ ଟେନସନରେ ଆପଣଙ୍କ ଜିଇଁବା ମୁସ୍କିଲ୍ ହୋଇଗଲାଣି ତେବେ ଆପଣଙ୍କୁ ଉପଦେଶର ନିହାତି ଆବଶ୍ୟକତା ରହିଛି । ଆସନ୍ତୁ ଆମେ ଆପଣଙ୍କୁ କହିବୁ ଯେ କିଭଳି ଭାବେ ଇଏମଆଇ ବୋଝକୁ କମ୍ କରିହେବ ଏବଂ ବଡର ବଡ ଲୋନ୍ ଶୁଝି ହେବ ।ଯଦି ଆପଣ ଲମ୍ବା ସମୟରୁ ଲୋନ୍ ନେଇ…

କେନ୍ଦ୍ରାପଡାର ସାତଭାୟାବାସୀଙ୍କୁ ଡରାଉଛି ସମୂଦ୍ର ! ଚିନ୍ତାରେ ଥଇଥାନରୁ ବଂଚିତ ୧୪୮ ପରିବାର

କନକ ବ୍ୟୁରୋ : ସମୁଦ୍ର କୂଳରେ ବିପଦସଙ୍କୁଳ ଅବସ୍ଥାରେ ବସବାସ କରୁଥିବା ପରିବାରଙ୍କ ପାଇଁ ରହିଛି ଥଇଥାନ ବ୍ୟବସ୍ଥା । କେନ୍ଦ୍ରାପଡା ଜିଲ୍ଲା ସାତଭାୟାର ଅନେକ ପରିବାରଙ୍କୁ ବଗପାଟିଆରେ ଥଇଥାନ କରୁଛନ୍ତି ସରକାର । ହେଲେ ଏହି ଥଇଥାନ ବ୍ୟବସ୍ଥାରୁ ବାଦ୍ ପଡି ଯାଇଛନ୍ତି ଆଉ କିଛି ପରିବାର ।…

ରାତି ପାହିଲେ ପାଣି ଚିନ୍ତା ! ପାନୀୟ ଜଳ ପାଇଁ ହନ୍ତସନ୍ତ ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳିଆ ଗ୍ରାମବାସୀ

କନକ ବ୍ୟୁରୋ : ପିଇବା ପାଣି ଟୋପାଏ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରି କରିଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର ଅନେକ ଅଂଚଳରେ ଏହାର ସୁଫଳ ପହଁଚିବା ସମ୍ଭବ ହୋଇପାରୁ ନାହିଁ । ଫଳରେ ପିଇବା ପାଣି ଟୋପାଏ ପାଇଁ…

ଆମ ଟଙ୍କା ଫେରାଇ ଦିଅ, ପୁଣି ଗର୍ଜିଲେ ଜମାକାରୀ । ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ ।

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ଆଜି ରାୟଗଡ଼ାଠାରେ ଜମାକାରୀମାନେ ଗଣସତ୍ୟାଗ୍ରହ କରିଛନ୍ତି। ତୁରନ୍ତ ଜମାକାରୀଙ୍କ କଷ୍ଟାର୍ଜିତ ଟଙ୍କା ସେମାନଙ୍କୁ ଫେରାଇବାକୁ ମଞ୍ଚ ପକ୍ଷରୁ କୁହାଯାଇଛି। ନଚେତ ଜମାକମାରୀମାନେ ଚରମ ପଦକ୍ଷେପ ନେବେ ବୋଲି ମଞ୍ଚ…