Daily Archives

April 10, 2018

ପାଣି ପାଇଁ ପଦଯାତ୍ରା ! ଗରା, ବାଲଟି ଧରି ବରଗଡରେ ରାସ୍ତାକୁ ଓହ୍ଲାଇଲେ ମହିଳା

କନକ ବ୍ୟୁରୋ: ଖରା ବଢିବା ସହ ଜଳକଷ୍ଟ ଉକ୍ରଟ ହୋଇଛି । ଗାଁ ହେଉ ବା ସହର । ସବୁଠି ପିଇବା ପାଣି ପାଇଁ ସଂଘର୍ଷ କରୁଛି ମଣିଷ । ଏଭଳି ସ୍ଥିତିରେ ପାଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବରଗଡ ସହରର ମହିଳା । ଗରା, ବାଲଟି ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ଦାବି ପତ୍ର ପ୍ରଦାନ…

୧୪ ଏପ୍ରିଲରୁ ଆରମ୍ଭ ହେବ ମୋଦି ସରକାରଙ୍କ ଆଉ ଏକ ବଡ଼ ଯୋଜନା ! ସାଧାରଣ ଲୋକଙ୍କୁ ମିଳିବ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ଉଜ୍ଜଳା ଓ ପଧାନମନ୍ତ୍ରୀ ଆବାସ ଯୋଜନା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ତୃତୀୟ ଯୋଜନା ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହି ଯୋଜାନର ଆରମ୍ଭ ପାଇଁ ଛତିଶଗଡ଼ ରାଜ୍ୟକୁ ଚୟନ କରାଯାସିଛି । ମୋଦି ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ୧୪ ଏପ୍ରିଲରୁ ଆରମ୍ଭ୍ ହେବ ଯୋଜନା । ଛତିିଶଗଡ଼ର…

ବର୍ଷା କଲା ବେହାଲ । ଡାକ୍ତରଖାନାରେ କାଳବୈଶାଖୀର ପ୍ରଭାବ । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଶିଶୁ ଓ ମହିଳା ବିଭାଗରେ…

କନକ ବ୍ୟୁରୋ: ବର୍ଷା କଲା ବେହାଲ । ଡାକ୍ତରଖାନାରେ କାଳବୈଶାଖୀର ପ୍ରଭାବ । ୩ ଘଂଟା ଧରି ଡାକ୍ତରଖାନାକୁ ଅଚଳ କରିଥିଲା ଅଦିନିଆ ବର୍ଷା । କେନ୍ଦୁଝର ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବର୍ଷା ପାଣିରେ ଭାସିଲା ଡାକ୍ତରଖାନା । ବେଡ ଉପରେ ରୋଗୀ ତଳେ…

ଚାଷୀଙ୍କୁ କାଳ କାଳବୈଶାଖୀ ! ଅଦିନିଆ ବର୍ଷାରେ ସାରା ରାଜ୍ୟରେ ଉଜୁଡି ଯାଇଛି ଫସଲ, କେଉଁଠି ଜମିରେ ଗଡୁଛି ଫଟା ତରଭୁଜ ତ…

କନକ ବ୍ୟୁରୋ: ଘୁର୍ଣ୍ଣିଝଡ ଓ ଅଦିନିଆ ବର୍ଷା ଫଳରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । କାଳବୈଶାଖିରେ ନଷ୍ଟ ହୋଇଛି ତରଭୁଜ ଫସଲ । ଦେବଗଡ ଜିଲ୍ଲାର ୭୦ ଏକର ଜମିରେ ଅମଳକ୍ଷମ ତାରଭୁଜ ଗଛରେ ହିଁ ନଷ୍ଟ ହୋଇଯାଇଛି । କୁଆପଥର ମାଡରେ ତରଭୁଜ ଫାଟି ଯାଇଥିବା ବେଳେ ଚିନ୍ତାରେ…

ବେରୋଜଗାରୀଙ୍କୁ ଚାକିରି ଦେଉଛି ଏସବିଆଇ ! ନିଯୁକ୍ତି ନେଇ ରଖାଯାଇନି ସେଭଳି କୌଣସି ବୟସ ସୀମା, ଜାଣନ୍ତୁ ଆବେଦନ କରିବାର…

ବ୍ୟାଙ୍କିଂ ସେକ୍ଟରରେ କାମ କରିବାକୁ ଇଚ୍ଛୁକ ଥିବା ଯୁବକ-ଯୁବତୀମାନଙ୍କ ପାଇଁ ଖୁସି ଖବର । କାରଣ ବେରୋଜଗାରୀଙ୍କ ପାଇଁ ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ଖୋଲିଛି ନିଯୁକ୍ତିର ପସରା । ଯଦି ଆପଣ ଏସବିଆରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ କାଳ ବିଳମ୍ବ ନକରି ତୁରନ୍ତ ଆବେଦନ…

ଡିଲିଟ୍ ହୋଇଥିବା ହ୍ୱାଟସଆପ ମେସଜକୁ ପଢ଼ିବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି କୌଶଳ

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ କିଛି ଦିନ ପୂର୍ବରୁ ଏକ ଫିଚର ଲଂଚ କରିଥିଲା, ଯାହାଦ୍ୱାରା ଆପଣ ଭୁଲରେ ପଠାଇଥିବା ମେସେଜ ଡିଲିଟ୍ ହୋଇପାରିବ । ଏହାର ଅର୍ଥ ଅନ୍ୟମନସ୍କ ହୋଇ କିମ୍ବା ଭୁଲରେ ଯଦି ଅନ୍ୟ କାହାକୁ ମେସେଜ ପଠାଇ ଦେଇଛନ୍ତି, ତେବେ ଆଉ ଆପଣଙ୍କୁ…