Daily Archives

April 9, 2018

ମୋଦିଙ୍କ ଠାରୁ ଆରମ୍ଭ କରି ସ୍ମୃତି ଇରାନୀଙ୍କ ପର୍ଯ୍ୟନ୍ତ ! ଜାଣନ୍ତୁ, କେତେ ପାଠ ପଢିଛନ୍ତି ବିଜେପିର ହେଭିୱେଟ ନେତା

୩୮ ବର୍ଷରେ ପାଦ ଦେଇ ସାରିଛି ଭାରତୀୟ ଜନତା ପାର୍ଟି(ବିଜେପି) । ୩୮ ବର୍ଷରେ ଅନେକ ଉତଥାନ ଓ ପତନ ଦେଇ ଗତି କରିଥିବା ବିଜେପି ଦଳ ଏବେ ଦେଶରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଅନେକ ହେଭିୱେଟ ନେତାଙ୍କୁ ଏହି ଦଳ ଗଢିଛି । ଯେଉଁମାନେ ପରବର୍ତ୍ତୀ ସମୟରେ ଭାରତରେ ଶାସନର ମଙ୍ଗ ଧରିଛନ୍ତି ।…

ଆରବିଆଇର ବଡ ଘୋଷଣା : ଏହି ୧୦ଟି ସେବାର ହକଦାର ହେବେ ପ୍ରତିଟି ଗ୍ରାହକ, ବ୍ୟାଙ୍କ ବି କରି ପାରିବନି ମନା

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଆରବିଆଇ ପକ୍ଷରୁ ଗଠିତ ବ୍ୟାଙ୍କିଂ କୋଡସ ଆଣ୍ଡ ଷ୍ଟାଣ୍ଡାର୍ଡସ ବୋର୍ଡ ଅଫ ଇଣ୍ଡିଆ (ବିସିଏସବିଆଏ) ବ୍ୟାଙ୍କ ଗ୍ରାହକମାନଙ୍କୁ ୧୦ଟି ଏଭଳି ସେବାର ହକଦାର ବୋଲି ଘୋଷଣା କରିଛି । ଯାହାକି ପ୍ରତ୍ୟେକ ବ୍ୟକ୍ତି ପାଇବା ବାଧ୍ୟତାମୂଳକ । ଏବଂ ଏହି…

ଖାପ୍ ପଂଚାୟତ ଘଟଣାରେ ନୂଆ ମୋଡ : ପଂଚାୟତର ନିଷ୍ପତ୍ତି ଓ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିବା ଯୁବକର ମୃତ୍ୟୁ…

କନକ ବ୍ୟୁରୋ : ମାଲକାନଗିିରି ଜିଲ୍ଲା ବାପାନପାଲି ଗାଁ ଖାପ୍ ପଂଚାୟତ ଘଟଣାରେ ନୂଆ ମୋଡ । କାଲିମେଳା ଥାନା ବାପାନପାଲରେ ପଂଚାୟତର ନିଷ୍ପତ୍ତି ଓ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିବା ଯୁବକର ମୃତ୍ୟୁ ପୂର୍ବର ଏକ ଭିଡିଓ ହୋଇଛି ଭାଇରାଲ । ମୃତ ଯୁବକ ଦିପଙ୍କର ନିଜ ମୃତ୍ୟୁ ପାଇଁ ୩ ଜଣଙ୍କୁ…

କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କଣ କହୁଛି ଜଗଦଗୁରୁଙ୍କ ଭବିଷ୍ୟବାଣୀ . . .

କିଏ ହେବ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ତାହା ନେଇ ଭବିଷ୍ୟବାଣୀ କରିଛନ୍ତି ଜଗଦଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ନିକଟରେ ଏକ ସମ୍ମିଳନୀରେ ଜଗଦଗୁରୁ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଏବଂ କାର୍ଯ୍ୟକଳାପକୁ ଦୃଷ୍ଟିରେ…

ବିଜେଡିର ମିଶିଲେ କେନ୍ଦ୍ରାପଡାର ଶତାଧିକ ବିଜେପି, କଂଗ୍ରେସ ନେତା ଓ କର୍ମୀ : ନବୀନ କହିଲେ ଦଳକୁ କରିବେ ମଜଭୁତ୍

କନକ ବ୍ୟୁରୋ : ଆଜି ପୁଣି ବିଜେଡି କରିଛି ମିଶ୍ରଣ ପର୍ବ । ନବୀନ ନିବାସରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଶତାଧିକ କଂଗ୍ରେସ , ବିଜେପିର ନେତା ଓ କର୍ମୀ । ସେମାନଙ୍କ ଭିତରେ ରହିଛନ୍ତି କେନ୍ଦ୍ରାପଡା ମୁନସିପାଲିଟିର କାଉଂସିଲର, ବିଭିନ୍ନ ବ୍ଲକର ସମିତି ସଭ୍ୟ,…

ଦଳିତଙ୍କ ସମର୍ଥନରେ ଦେଶବ୍ୟାପି କଂଗ୍ରେସର ଅନଶନ ଓ ଧାରଣା : ରାହୁଲ ଗାନ୍ଧି ପହଂଚିବା ପୂର୍ବରୁ ବିବାଦ, ଧାରଣାସ୍ଥଳରୁ…

କନକ ବ୍ୟୁରୋ : ଦଳିତଙ୍କ ସମର୍ଥନରେ କଂଗ୍ରେସର ଆଜି ଦେଶବ୍ୟାପୀ ଅନଶନ ଓ ଧାରଣ ଜାରି ରହିଛି । ଦିଲ୍ଲୀର ରାଜଘାଟରେ ବି ଚାଲିଛି ଅନଶନ ।  ତେବେ ଅନଶନ ସ୍ଥଳରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପଂହଚିବା ପୂର୍ବରୁ ବଡ ବିବାଦ ସୃଷ୍ଟି ହୋଇଛି । ଅନଶନସ୍ଥଳରୁ ଫେରିଆସିଛନ୍ତି ଦଳର ନେତା ଜଗଦୀଶ…