Daily Archives

April 8, 2018

ଯୁବ କଂଗ୍ରେସର ପୋଷ୍ଟର ହଟାଅ ଅଭିଯାନ ! ତେଲ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଡେଲଟା ଛକ ପେଟ୍ରୋଲ ପମ୍ପରେ ଚିରିଲେ…

କନକ ବ୍ୟୁରୋ: ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସର ମୋଦି ପୋଷ୍ଟର ହଟାଅ ଅଭିଯାନ ଆରମ୍ଭ କରିଛି । ଆଜି ଭୁବନେଶ୍ୱର ଡେଲଟା ଛକରେ ଥିବା ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଲାଗିଥିବା ପୋଷ୍ଟରକୁ ଚିରିଦେଇଛନ୍ତି । ଘଟଣାରେ ୧୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ…

ପ୍ରତିଦିନ ପିଅନ୍ତୁ ଅଦା ମିଶା ପାଣି, ଅନେକ ରୋଗରୁ ମିଳିବ ଉପଶମ

ଓଜନ କମାଇବା ସହଜ କଥା ନୁହେଁ। ମନ୍ଦ ଭୋଜନ ଅଭ୍ୟାସରେ ବଶବର୍ତ୍ତୀ ହୋଇଥିବା ଲୋକମାନଙ୍କ ପାଇଁ ଖାଦ୍ୟାଭ୍ୟାସ ପରିବର୍ତ୍ତନ ମଧ୍ୟ କଷ୍ଟସାଧ୍ୟ ହୁଏ। କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବା ପରେ ମଧ୍ୟ ଓଜନ ହ୍ରାସରେ ସେମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ ଆସେ ନାହିଁ। ଏହାର ମୁଖ୍ୟ କାରଣ ହେଉଛି…

ଭାରତୀୟ ବୈଜ୍ଞାନିକଙ୍କ କମାଲ ! ଏଣିକି ଆପଣଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କ ମନରେ କଣ ଚାଲିଛି ତାହା ଜଣାଇବ ଏହି ମେସିନ

ଥରେ ଚିନ୍ତା କରନ୍ତୁ ତ ଜଣେ ବ୍ୟକ୍ତି ଆମ ପାଖରେ ବସିଛି ଆଉ ସେ କଣ ଭାବୁଛି ତାର ମନରେ ଆମ ପ୍ରତି କି ଭାବନା ରହିଛି ସେ ସଂପର୍କରେ ଆମେ ସବୁକିଛି ଜାଣିପାରୁଥିବା । ତେବେ କେତେ ଭଲ ହୁଅନ୍ତା ନା । ହେଲେ ଏଭଳି ଘଟଣା କେବଳ ସିନେ ପରଦାରେ ହିଁ ସମ୍ଭବ, ବାସ୍ତବିକ ନୁହେଁ । କିନ୍ତୁ ଏବେ ଏହା…

କାଳ୍ପନୀକ ସିନେମା ବାହୁବଳୀର ମାହୀଷ୍ମତୀ ରାଜ୍ୟ କଥା କାହାଣୀ ନୁହଁ ସତ ! ଜାଣନ୍ତୁ କେଉଁଠି ରହିଛି ଏହି ସ୍ଥାନ । 

ବାହୁବଳୀ ସିନେମାରେ ବର୍ଣ୍ଣିତ ମହୀଷ୍ମତୀ ରାଜ୍ୟ କଥାଟି କାଳ୍ପନିକ ନୁହେଁ,ବରଂ ସତ। ଗୁଗଲରେ ଖୋଜିଲେ ମାହୀଷ୍ମତୀ ରାଜ୍ୟର ଅବସ୍ଥିତିର ସୂଚନା ମିଳୁଛି। ଅବଶ୍ୟ ତାହା ଦକ୍ଷିଣ ଭାରତରେ ଅବସ୍ଥିତ ନୁହେଁ। ସୁଚନା ଅନୁସାରେ,ମାହୀଷ୍ମତୀ ଥିଲା ଗୋଟିଏ ରାଜଧାନୀ ନଗରୀ ଏବଂ ସାମାଜିକ-ରାଜନୈତିକ…

ସାବଧାନ : ଖାଦ୍ୟ ସହିତ ଆପଣଙ୍କ ଶରୀର ମଧ୍ୟକୁ ଯାଉଛି ୧୦୦ରୁ ବି ଅଧିକ ପ୍ଲାଷ୍ଟିକ କଣିକା । ଜାଣନ୍ତୁ କିପରି

ଆପଣଙ୍କ ଖାଇବାେରେ ପ୍ଲାଷ୍ଟିକ ଥିବା କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ରିସର୍ଚ୍ଚରେ ଖୁଲାସା କରାଯାଇଛି କି ନରମ ଜିନିଷ ଏବଂ ସିନ୍ଥେଟିକ କପଡାରୁ ବାହାରୁଥିବା ପଲିମର ଘରର ଧୂଳିକଣାରେ ମିଶିଯାଏ, ଯାହାକି ଆମ ଖାଇବା ପ୍ଲେଟରେ ଜମା ହୋଇଯାଏ । ବ୍ରିଟେନ ସ୍ଥିତ ହ୍ୟାରିଅଟ-ୱାଟ…

ଅନଲାଇନ ଟିକେଟ ବୁକିଂକୁ ନେଇ ରେଲୱେର ବଡ଼ ପରିବର୍ତ୍ତନ ! ଦେଖନ୍ତୁ କ’ଣ ପରିବର୍ତ୍ତନ ହୋଇଛି ।

ଯଦି ଆପଣ ରେଳ ଯାତ୍ରା କରୁଛନ୍ତି ତେବେ ଏହି ନିୟମ ଆପଣଙ୍କ ପାଇଁ ଜାଣିବା ଜରୁରୀ ସୂଚନା ଅଟେ। ରେଳବାଇ ଟିକେଟ ବୁକିଂ ସିଷ୍ଟମକୁ ପରିବର୍ତ୍ତନ କରି ଦେଇଛି। କିଛିଦିନ ହେବ ରେଳବାଇର ତତ୍କାଳ ଟିକେଟ ବୁକିଂ ସୁବିଧାର ଦୁରୂପଯୋଗ ହେବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ରେଳବାଇ ତରଫରୁ ତତ୍କାଳ…