Daily Archives

April 8, 2018

ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଟେବୁଲ ଟେନିସ ଦଳ ଦେଲା ୭ମ ସ୍ୱର୍ଣ୍ଣ ! ଚତୁର୍ଥ ଦିନରେ ଭାରତକୁ ହ୍ୟାଟ୍ରିକ ।

ରାଜ୍ୟଗୋଷ୍ଠୀ କ୍ରୀଡାର ଚତୁର୍ଥ ଦିନରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଭାରତ ଖାତାରେ ଏହି ପଦକ ଥିଲା ଆଜିର ତୃତୀୟ ସ୍ୱର୍ଣ୍ଣ ପଦକ । ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଦେଇଛନ୍ତି ଭାରତୀୟ ମହିଳା ଟେବୁଲ ଟେନିସ ଦଳ। ଏହି ପ୍ରତିଯୋଗିତାରେ ସିଙ୍ଗାପୁରକୁ ଭାରତ ୩-୧ରେ ପରାସ୍ତ କରିଛି। ଏହା…

ବଣାଇ ମହୁଲପଦା ଥାନା ଲୁଙ୍ଗା ପାହାଡରେ ମାଓବାଦୀ-ପୋଲିସ ଗୁଳି ବିନିମୟ! କୁମ୍ବିଂ ବେଳେ ଖସିଗଲା ମାଓ କମାଣ୍ଡର ଅନମୋଲ

କନକ ବ୍ୟୁରୋ : ପୋଲିସ-ମାଓବାଦୀ ଗୁଳି ବିନିମୟ । ଯବାନଙ୍କୁ ଚକମା ଦେଇ ଖସିଗଲା ମାଓ କମାଣ୍ଡର ଅନମୋଲ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ପାହାଡରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଗତକାଲି ରାତିରେ ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଛି ।…

ଜଗତପୁର ଲୁଟ ଘଟଣାର ପର୍ଦ୍ଦାଫାସ କଲା କମିସନରେଟ ପୋଲିସ ! ନିଜେ ଲୁଟ କରାଇଥିଲେ ନିଜର ଟଙ୍କା, ପୋଲିସକୁ ଭୁଆଁ…

କନକ ବ୍ୟୁରୋ : ଅଭିଯୋଗ କାରୀ ହିଁ ଲୁଟ ଘଟଣାର ଅଭିଯୁକ୍ତ । କଟକ ଜିଲ୍ଲା ଜଗତପୁର ଅଂଚଳରେ ୨୭ଲକ୍ଷ ଟଙ୍କା ଲୁଟ୍ ଘଟଣାର ଯାଂଚ ପରେ ପୋଲିସ ପାଇଛି ଏପରି ଚାଂଚଲ୍ୟକର ତଥ୍ୟ । ଏବେ ଲୁଟର ମାଷ୍ଟର ମାଇଣ୍ଡ ନଳିନୀ ତ୍ରିପାଠୀ ଓ ତାର ତିନି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।…

ମୁଁ ପଢିବାକୁ ଚାହେଁ ! କିନ୍ତୁ ମା’ ମନା କରୁଛି, ପଢନ୍ତୁ କ୍ୟାନସର ପୀଡିତ ଚାଷୀ ଝିଅର କୋହଭରା କାହାଣୀ ।

କିଡନୀ କ୍ୟାନସରରେ ପୀଡିତ ଥିବା ଚାଷୀଙ୍କ ଦୁଃଖ ଏବଂ କଷ୍ଟ ଯେତେବେଳେ ସହି ହୋଇନଥିଲା ସେତେବେଳେ ପତ୍ନୀ ଚାକିରୀ ଛାଡି ଦେଇଥିଲେ । ତିନି ଜଣ ଝିଅଙ୍କ ପଢାରେ ମଧ୍ୟ ବାଧା ଉପୁଜିଛି । ସାନ ପୁଅ ପଢିବାକୁ ଇଚ୍ଛା କରୁଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ । ହସଖୁସିରେ ବଞ୍ଚୁଥିବା ପରିବାରଟି ଏବେ ଦୁଃଖ…

ଇଞ୍ଜିନିୟରିଂ ପଢିବାକୁ ଚାହୁଁନାହାନ୍ତି ଛାତ୍ରଛାତ୍ରୀ ! ବନ୍ଦ ହୋଇଯିବ ଦେଶର ୨୦୦ ଇଞ୍ଜିନିୟରିଂ କଲେଜ

ବନ୍ଦ ହୋଇଯିବ ଦେଶର ୨୦୦ ଇଞ୍ଜିନିୟରିଂ କଲେଜ । ଇଞ୍ଜିନିୟରିଂ ପାଠ ପଢା ଠାରୁ ଛାତ୍ରଛାତ୍ରୀ ମାନେ ମୁହଁ ମୋଡିବା ଆରମ୍ଭ କଲେଣି । ଯାହା ଫଳରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଅଧିକାଂଶ ସିଟ ଫାଙ୍କା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୦ ଇଞ୍ଜିନିୟରିଙ୍ଗ କଲେଜ ବନ୍ଦ ହେବାକୁ ଯାଉଛି ।…

ପୁଣି ବାହୁଡିଲେ ଜଗାବଳିଆ! ୧୬ ବର୍ଷ ପରେ ସିଦ୍ଧାନ୍ତ ଓ ଶ୍ରୀତମଙ୍କୁ ପରଦାରେ ଦେଖିବାକୁ ମିଳିବ । 

ଓଲିଉଡ଼ର ଦୁଇ ଲୋକପ୍ରିୟ ନାୟକ ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସ । ସିଦ୍ଧାନ୍ତ ‘ଶ୍ରଦ୍ଧାଞ୍ଜଳି’ ସିନେମା ପାଇଁ ପ୍ରଥମେ କ୍ୟାମେରା ଆଗକୁ ଆସିଥିଲେ । ଠିକ୍ ସେହିପରି ଶ୍ରୀତମ ‘ସାବିତ୍ରୀ’ ଛବି ପାଇଁ ପ୍ରଥମେ କ୍ୟାମେରାକୁ ସାମ୍ନା କରିଥିଲେ। ଉଭୟେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ…