Daily Archives

April 2, 2018

ଭୁବନେଶ୍ୱରରେ ୩୧ ଟଙ୍କା ବଦଳରେ ପେଟ୍ରୋଲ ପାଇଁ ୭୨ ଟଙ୍କା କାହିଁକି ଦେଉଛନ୍ତି ଗ୍ରାହକ ! ଗୋଟିଏ କ୍ଲିକରେ ଜାଣନ୍ତୁ…

କନକ ବ୍ୟୁରୋ : ବୋଲ ମାନୁନି ପେଟ୍ରୋଲ ଓ ଡିଜେଲ ଦର । ଗ୍ରାହକଙ୍କ ପକେଟରେ ନିଆଁ ଲଗାଇଲାଣି ପେଟ୍ରୋଲ ଦର । ଏପ୍ରିଲ ୧ରୁ ସାଧାରଣ ଲୋକ ମହଙ୍ଗା ମାଡରୁ ଉଠିନଥିବା ବେଳେ ଆଉ ଏକ ମହଙ୍ଗା ମାଡ ଦେଇଛି ତୈଳ କମ୍ପାନୀ । ମୋଦି ସରକାରର ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଛି ପେଟ୍ରୋଲ…

ମଣିଷ ନୁହେଁ, ରୋବର୍ଟ ନେବ ଇଣ୍ଟରଭ୍ୟୁ ! ଜାଣନ୍ତୁ କେଉଁଠି ।

ଏବେ ରୋବର୍ଟ ନେବ ଇଣ୍ଟରଭ୍ୟୁ । ଋଷର ଷ୍ଟାର୍ଟଅପ କମ୍ପାନି ଏପରି ଏକ ରୋବର୍ଟ ନିର୍ମାଣ କରିଛି, ଯାହା ଚାକିରି ନିମନ୍ତେ ଆସୁଥିବା ପ୍ରାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ନେଉଛି । ଏହାର ନାମ ବେରା ରଖାଯାଇଛି । ଏହି ରୋବର୍ଟର ୩୦୦ରୁ ଉଦ୍ଧ୍ୱର୍ କ୍ଲାଏଣ୍ଟ୍ ରହିଛନ୍ତି । ଯେଉଁଥିରେ ପେପ୍ସି , ଲୋରିୟଲ୍…

ସେନା ପୋଷାକରେ ଧୋନୀ ଗ୍ରହଣ କଲେ ପଦ୍ମ ଭୂଷଣ । ୭ ବର୍ଷ ପରେ କ୍ୟାପଟେନ୍ କୁଲଙ୍କ ପାଇଁ ପୁଣି ସ୍ମରଣୀୟ ହେଲା ୨ ଏପ୍ରିଲ…

୨୦୧୧ ଏପ୍ରିଲ ୨ ତାରିଖ ଅର୍ଥାତ ଆଜିର ଦିନରେ ଏକ ଆକର୍ଷଣୀୟ ସଟ୍ ଖେଳି ଭାରତକୁ ବିଶ୍ୱକପ ବିଜେତା କରାଇ ପ୍ରଶଂସକଙ୍କ ହୃଦୟ ଜିଣିଥିବା ଧୋନୀ ଆଜି ପୁଣି ଥରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜିର ଦିନ ଦୁଇଗୁଣା…

ଏସସି/ଏସଟି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ଦେଶରେ ହଙ୍ଗାମା ! ଦଳିତ ସଙ୍ଗଠନର ଭାରତ ବନ୍ଦ ପାଳନ ବେଳେ…

କନକ ବ୍ୟୁରୋ : ଅନସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧୀ ଆଇନରେ କିଛି ନିର୍ଦ୍ଦିଷ୍ଟ ଧାରାକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିବା ପରେ ଆଜି ସାରା ଦେଶରେ ହଙ୍ଗାମା ଦେଖିବାକୁ ମିଳିଛି । ରାସ୍ତା ଉପରକୁ ଓହ୍ଲାଇଆସିଛନ୍ତି ଦଳିତ ସଙ୍ଗଠନ । ଭାରତ ବନ୍ଦ ଡାକରା ଦେବା ଫଳରେ ଏହାକୁ ନେଇ ନିଆଁ…

୧୫ ଦିନର ଶିଶୁକୁ କିଏ ମାରିଛି । ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ସଂଘାତିକ ତଥ୍ୟ, ଦୋଷ ଲୁଚାଇବା ପାଇଁ ମାଙ୍କଡ ମୁଣ୍ଡରେ…

କନକ ବ୍ୟୁରୋ : ବାଙ୍କୀରେ ୧୫ ଦିନର ନିଖୋଜ ଶିଶୁ ମୃତ୍ୟୁ ଘଟଣାରେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଇଛି. ଶିଶୁ ପୁତ୍ର ଦେହରେ ମାଙ୍କଡ ନଖର କୌଣସି କ୍ଷତଚିହ୍ନ ନାହିଁ । ପୋଷ୍ଟମର୍ଟମର ୩୦ ଘଂଟା ପୂର୍ବରୁ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ଘଟିଥିବା ରିପୋର୍ଟରେ…