Daily Archives

March 29, 2018

ବଲିଉଡ ଗୀତରେ ମାହିରାଙ୍କ ଠୁମକା ! ଡ୍ୟାନ୍ସରେ ଲୁଟିଲେ ୟୁପି, ବିହାର.. 

ପୁଣି ଚର୍ଚ୍ଚାରେ ପାକିସ୍ତାନୀ ନାୟିକା ମାହିରା ଖାନ । ହେଲେ ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ତାଙ୍କ ଡ୍ୟାନ୍ସ ପାଇଁ । ନିଜର ଜଣେ ବନ୍ଧୁଙ୍କ ବିବାହରେ ମାହିରାଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାରେ ଦେଖିବାକୁ ମିଳିଛି । ଶିଳ୍ପା ସେଠୀଙ୍କ ମେ ଆଇ ହୁଁ ୟୁପି ବିହାର ଲୁଟନେ.. ଗୀତରେ…

ମହାକାଶକୁ ଜି-ସାଟ-୬ଏ ଉପଗ୍ରହ ପଠାଇଲା ଇସ୍ରୋ ! ଏଣିକି ଚୀନ ଓ ପାକିସ୍ତାନ ଉପରେ ଆକାଶରୁ ନଜର ରଖିବ ଭାରତ, ମୋବାଇଲର…

କନକ ବ୍ୟୁରୋ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ଭାରତ । ଯୋଗାଯୋଗ ଉପଗ୍ରହ ଜି-ସାଟ୍-୬ଏକୁ କକ୍ଷପଥରେ ସଫଳତାର ଅବସ୍ଥାପିତ କରିଛି ଇସ୍ରୋ । ସେନାକୁ ସଶକ୍ତକରିବା ଦିଗରେ ଜି-ସାଟ୍ ଉପଯୋଗୀ ହେବା ବୋଲି ଆଶା ରଖିଛନ୍ତି ମହାକାଶବିଜ୍ଞାନୀ । ତେବେ ଆସନ୍ତା ୧୦…

ପେଟ ଭିତରେ ଥାଇଲାଣ୍ଡର ସୁନା ! ମଳଦ୍ୱାର ପଟେ ସୁନାବିସ୍କୁଟ ପୁରାଇ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲେ ସୁନା ସ୍ମଗଲର,…

କନକ ବ୍ୟୁରୋ : ସୁନା ସ୍ମଗଲିଂର ନୂଆ ତରିକା । ସୁନା ବିସ୍କୁଟକୁ ଚୋରା ଚାଲାଣ କରିବା ପାଇଁ ସ୍ମଗଲରଙ୍କ କାରନାମା ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଭୁବନେଶ୍ୱର ବିମାନ ବନ୍ଦରରୁ ଦୁଇ ଜଣ ପଂଜାବୀ ଲୋକଙ୍କୁ ଅଟକ ରଖି ସେମାନଙ୍କ ପାଖରୁ ୧୫ଟି ସୁନା ବିସ୍କୁଟ ଜବତ ପରେ ଫିଟିଛି ଗୁମର । କେମିତି…

କେଉଁ ରାଜନୈତିକ ଦଳକୁ ଫେସବୁକ ତଥ୍ୟ ଯୋଗାଇଥିଲା କେମ୍ବ୍ରିଜ ଆନାଲିଟିକା ! କ୍ରିଷ୍ଟୋଫର ୱାଇଲି କଲେ ଖୁଲାସା ।

କେମ୍ବ୍ରିଜ ଆନାଲିଟିକା ଡାଟା ଲିକ୍କୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ବିବାଦ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଏଜେନ୍ସି ଭାରତରେ ନେଇଥିବା କାମର ସବିଶେଷ ବିବରଣୀକୁ ସାର୍ବଜନିନ କରିଛନ୍ତି କ୍ରିଷ୍ଟୋଫର ୱାଇଲି  । କ୍ରିଷ୍ଟୋଫରଙ୍କ ଏହି ସୂଚନାରୁ ଜଣାପଡୁଛି ଯେ,…

ଅନ୍ଧାର ରାତିରେ କୋଇଲାର କଳା କାରବାର ! ପ୍ରଶାସନର ନାକ ତଳେ କୋଟି କୋଟି ଟଙ୍କାର ଲୁଟ୍, ପୋଖରୀ ଭିତରେ ପାଣି ବଦଳରେ…

କନକ ବ୍ୟୁରୋ : ଖଣି ଦୁର୍ନୀତିକୁ ନେଇ ଓଡିଶାରେ ହଇଚଇ ସୃଷ୍ଟି ହେବା ପରେ ଏବେ ବି ଚାଲିଛି ଚୋରା ଖଣି କାରବାର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଟି କୋଟି ଟଙ୍କାର କୋଇଲାକୁ ଖଣିରୁ ଉତୋଳନ କରି ବେଶ୍ ଆରାମରେ ବିକ୍ରି କରୁଛନ୍ତି ମାଫିଆ । ସୁନ୍ଦରଗଡ଼ର ରମ୍ପିଆ କୋଲ୍ ବ୍ଳକରେ ଏଭଳି ଚୋରି…

୪ରେ ଖୋଲିବ ରତ୍ନଭଣ୍ଡାର ! ରତ୍ନ ନୁହେଁ ଭଣ୍ଡାର ଦେଖିବେ, ଜାଣନ୍ତୁ ଭଣ୍ଡାରଘର ଭିତରକୁ କେମିତି ଯିବେ ସଦସ୍ୟ । ପୂରା…

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହା ସହିତ ରତ୍ନଭଣ୍ଡାର ଯାଂଚ ପରେ କେବେ ଓ କିପରି ଏହାର ମରାମତି କରାଯିବ ସେନେଇ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ…