Daily Archives

March 25, 2018

ଅଷ୍ଟ୍ରେଲିଆକୁ ବଡ ଝଟକା ! ବଲ ଟାମ୍ପରିଂ କରିବା ପଡିଲା ମହଙ୍ଗା, ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ ।

ବଲ୍ ଟାମ୍ପରିଂ ବିବାଦ ପରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ଛାଡିଲେ ଷ୍ଟିଭ୍ ସ୍ମିଥ । ଏହା ସହ ଡେଭିଡ ୱାର୍ନର ମଧ୍ୟ ଦଳର ଉପଅଧିନାୟକ ପଦ ଛାଡିଛନ୍ତି । ତେବେ ବର୍ତ୍ତମାନ ପାଇଁ ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଟିମ୍ ପେନ ଙ୍କୁ କାମଚଳା ଭାବେ ଅଧିନାୟକ ପଦ ଦିଆଯାଇଛି । କେପଟାଉନ…

କିସ ଦିଅ ମାର୍କ ନିଅ : ପରୀକ୍ଷାରେ ଅଧିକ ନମ୍ବର ଦେବା ବଦଳରେ ପ୍ରଫେସର ମାଗିଲେ କିସ

କନକ ବ୍ୟୁରୋ : ମୁମ୍ବାଇର ଘାଟକୋପର ଅଞ୍ଚଳରେ ଅବସ୍ଥିତ ଏକ ଜୁନିଅର କଲେଜର ପ୍ରଫେସର ଛାତ୍ରୀଙ୍କୁ ପରୀକ୍ଷାରେ ଅଧିକ ନମ୍ବର ଦେବା ବଦଳରେ କିସ ମାଗିଲେ । ସୁଚନା ଅନୁସାରେ ବାଣିଜ୍ୟ ବିଭାଗରେ ପଢୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କ ପରୀକ୍ଷାରେ କମ ନମ୍ବର ଆସିଥିବାରୁ ସେ ୩୫ ବର୍ଷୀୟ ପ୍ରଫେସରଙ୍କ…

ସିଗାରେଟରୁ ଅଧିକ କ୍ଷତିକାରକ ମହମବତୀ ! ୩ଟି ବଡ ରୋଗର ଶିକାର ହୋଇପାରନ୍ତି ଆପଣ

ଅନ୍ଧାରକୁ ଦୂର କରିବା ପାଇଁ ଆପଣ ଯଦି ମହମବତୀ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ମହମବତୀ ଲଗାଇବା ସଉକ ଆପଣଙ୍କୁ ଭାରି ପଡିପାରେ । ଏହାଦ୍ୱାରା ଆପଣ ୩ଟି ବଡ ରୋଗରେ ପଡିପାରନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ କ୍ୟାଣ୍ଡେଲରୁ ବାହାରୁଥିବା ଟକ୍ସିକ ସ୍ୱାସ୍ଥ୍ୟ ପକ୍ଷେ ଖୁବ…

ଫେସବୁକର ନିର୍ମାତା ହେଉଛନ୍ତି ଜଣେ ଭାରତୀୟ ! ହେଲେ ଆଇଡିଆ ଚୋରାଇଥିଲେ ଜୁକରବର୍ଗ

ଯଦି ଆପଣଙ୍କୁ କୁହାଯାଏ ପ୍ରତିଦିନ ବ୍ୟବହାର କରୁଥିବା ଫେସବୁକ ଆପର ନିର୍ମାତା ଜଣେ ଭାରତୀୟ କ’ଣ ଆପଣ ବିଶ୍ୱାସ କରିବେ? ହଁ ଆଜ୍ଞା ବିିଶ୍ୱାସ ଆସୁନଥିଲେ ବି କଥାଟି ସତ । ଦିବ୍ୟ ନରେନ୍ଦ୍ର ନାମକ ଏହି ଯୁବକ ଜଣକ ହେଉଛନ୍ତି ଫେସବୁକ ଆପର ଅସଲି ନିର୍ମାତା । ସେ ନିଜ ଦୁଇ ସାଥିଙ୍କ ସହ ଏହି ଆପକୁ…

ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଆପଣଙ୍କ ଗାଡି ରୋଜଗାର କରିପାରିବ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୂରା…

ଯଦି ଆପଣ ପ୍ରତି ମାସରେ କିଛି ଅଧିକ ରୋଜଗାର କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଆପଣଙ୍କ ପାଖରେ ଏକମାତ୍ର କାର ଥିବା ଜରୁରୀ । ଅର୍ଥାତ ସରକାର ପ୍ରାଇଭେଟ କାରକୁ ଓଲା ଓ ଉବର ପ୍ଳାଟଫର୍ମରେରେ ବ୍ୟବହାର କରିବାକୁ ନେଇ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏମିତିରେ ଥରେ ଯଦି ଆପଣଙ୍କ କାର…

ଖୋଲିବ ଶ୍ରୀଜୀଉଙ୍କ ରତ୍ନ ଭଣ୍ଡାରର ରହସ୍ୟ ! କାଲି ଅନୁଧ୍ୟାନ କରିବେ ଟିମ୍, ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛି…

କନକ ବ୍ୟୁରୋ: ରତ୍ନଭଣ୍ଡାର ରହସ୍ୟ ନେଇ ବଢୁଛି ଉତ୍କଣ୍ଠା । ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କାଲି ଏ ନେଇ ଯାଂଚ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡିଛନ୍ତି । ଗୋଟିଏ ପଟେ…