Daily Archives

March 24, 2018

ଜନ୍ମଦାତା ହିଁ ସାଜିଲେ ହତ୍ୟାକାରୀ ! ବାହାଘର ଦିନ ଝିଅକୁ ହତ୍ୟା କଲେ ବାପା, ଜାଣନ୍ତୁ କଣ ଥିଲା କାରଣ ।

ଜିଏ ଦିନେ ଝିଅର ହାତ ଧରି ଛୋଟରୁ ବଡ କରିଥିଲେ, ସିଏ ହିଁ ସାଜିଲେ ନିଜ ଝିଅର ହତ୍ୟାକାରୀ । କେରଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କେରଳରେ ଅନର କିଲିଂ ର ଅତ୍ୟନ୍ତ ଦୁଃଖଦାୟକ ମାମଲା ସାମ୍ନାକୁ ଆସିଛି । ବାହାଘର ଦିନ ହିଁ ନିଜ ଝିଅକୁ ଛୁରୀ ଭୁସି ହତ୍ୟା କରିଛନ୍ତି ବାପା । ଝିଅକୁ…

ବାହାରେ ରୋଗୀ, ମଶାରୀ ଭିତରେ ଡାକ୍ତର ! ମୋବାଇଲ ଲାଇଟରେ ପ୍ରେସିକ୍ରିପସନ୍ ଲେଖୁଛନ୍ତି ବ୍ରଜ କିଶୋର ସ୍ୱାଇଁ

କନକ ବ୍ୟୁରୋ : ମଶାରୀ ଭିତରେ ଡାକ୍ତର, ବାହାରେ ରୋଗୀ । ଡିମ୍ ଲାଇଟରେ ଯେତେବେଳେ ଡାକ୍ତରବାବୁ ଡାକ୍ତରଖାନାରେ ବିଶ୍ରାମ ନିଅନ୍ତି, ଆଉ ବାଧ୍ୟ ହୋଇ ରୋଗୀ ଦେଖିବାକୁ ପଡେ  । ରୋଗୀ ସଂପର୍କୀୟଙ୍କ ମୋବାଇଲ ଆଲୁଅରେ ପ୍ରେସିକ୍ରିପସନ୍ ଲେଖନ୍ତି । ରୋଗୀ ଦେଖୁଛନ୍ତି, ଔଷଧ ବି ଲେଖୁଛନ୍ତି ହେଲେ…

ଗୋଖାଦ୍ୟ ଦୁନୀତିର ଚତୁର୍ଥ ମାମଲାରେ ଲାଲୁଙ୍କୁ ପୁଣି ୧୪ବର୍ଷ ଜେଲ୍ ! ଦୁମୁକା ଟ୍ରେଜେରୀରୁ ଅର୍ଥ ହେରଫେର ଘଟଣାରେ…

କନକ ବ୍ୟୁରୋ : ବିର୍ସାମୁଣ୍ଡା ଜେଲରେ ବନ୍ଦୀ ଥିବା ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ଏକ ଝଟକା । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ପୁଣି ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ…

କୂଅକୁ ଡେଇଁ ନାତିକୁ ବଂଚାଇଲେ ଜେଜେ ମା’ ! ୩୦ଫୁଟ୍ ଗଭୀର କୂଅରେ ପଡିଯାଇଥିଲା ୩ ବର୍ଷର ଶିଶୁ

କନକ ବ୍ୟୁରୋ : କୂଅକୁ ଡେଇଁ ନାତିକୁ ବଂଚାଇଲେ ଜେଜେ ମା’ । ୩୦ଫୁଟ୍ ଗଭୀରର ଏକ କୂଅକୁ ଡେଇଁ ୩ ବର୍ଷର ନାତିକୁ ଉଦ୍ଧାର କରିଛନ୍ତି ଜଣେ ବୃଦ୍ଧା । ବାଙ୍କି ଏନଏସି ଅନ୍ତର୍ଗତ ଚର୍ଚ୍ଚିକା ମନ୍ଦିର ସାହିରେ ରହୁଥିବା ୬୬ବର୍ଷ ବୟସ୍କା ପ୍ରମିଳା ରଣାଙ୍କ ନାତି ସାଇପ୍ରସାଦ ଖେଳୁଥିବାବେଳେ କୂଅରେ…

ଅଭିନେତ୍ରୀ ଆଣିଲେ ଦୁଷ୍କର୍ମ ଅଭିଯୋଗ ! ବଲିଉଡ ଜଗତର ବରିଷ୍ଠ ଅଭିନେତ୍ରୀ ଜିନ୍ନତ ଅମାନଙ୍କୁ ଦୁଷ୍କର୍ମ କଲେ ବ୍ୟବସାୟୀ

ବଲିଉଡ ଜଗତର ପ୍ରଭାବଶାଳୀ ଅଭିନେତ୍ରୀ ଜିନ୍ନତ ଅମାନ ଜଣେ ବ୍ୟବସାୟୀଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ଜଣକ ହେଲେ ୩୮ ବର୍ଷୀୟ ସରଫରାଜ ଊର୍ଫ ଅମନ ଖାନ୍ନା । ଏହି ବ୍ୟବସାୟୀ ଜଣକ ଜିନ୍ନତଙ୍କୁ ତାଙ୍କ ୱାର୍ଟସଆପରେ ଅଶ୍ଲୀଳ ଫଟୋ ଏବଂ ମେସେଜ ପଠାଇବା ସହ ଘରେ ପସି ଅଶ୍ଲୀଳ…

ଭାରତୀୟ ପୁରୁଷଙ୍କୁ ଡରୁଆ କହି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ

ବଲିଉଡ ଏବଂ ଡେଲିସପରେ ବହୁବର୍ଷ ନିଜର ପ୍ରତିଭା ଦେଖ।।ଇ ଆସୁଥିବା ଅଭିନେତ୍ରୀ ମନ୍ଦିରା ବେଦୀ ନିକଟରେ ଭାରତୀୟ ପୁରୁଷଙ୍କୁ ଡରୁଆ କହିଛନ୍ତି । ଏମଟିଭିରେ ପ୍ରସାରିତ ହେଉଥିବା ଶୋ’ ଏମଟିଭି ଟ୍ରୋଲ ପୋଲିସରେ ସେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ଏହି ଶୋ’କୁ ଅଭିନେତ୍ରୀ ଜରିନ ଖାନ ହୋଷ୍ଟ…