Daily Archives

March 22, 2018

ଖେଳ ଦେଖାଉଥିଲା ସାପୁଆକେଳା । ଅଜଗର ଚିପିଲା ତଣ୍ଟି । ଲୋକେ କରୁଥିଲେ ଭିଡିଓ ।

ଉତ୍ତରପ୍ରଦେଶ ମଉ ଜିଲ୍ଲାର କୋତବାଲି ବଜାର ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟେ ସାପୁଆ କେଳାକୁ ଏକ ଅଜଗର ତଣ୍ଟି ଚିପିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋତବାଲି ବଜାର ନିକଟରେ ଜଣେ ସାପୁଆ କେଳା କିଛି ସାପ ଆଣି ଖେଳ ଦେଖାଇ ଲୋକଙ୍କ ମନୋରଞ୍ଜନ…

୨୦୫୦ ସୁଦ୍ଧା ଶୁଖିଯିବ ମହାନଦୀ ! ଓଡ଼ିଶାର ଲାଇଫଲାଇନକୁ ନେଇ ଜଳସମ୍ପଦ ସଚିବ ଦେଲେ ସାଂଘାତିକ ତଥ୍ୟ

କନକ ବ୍ୟୁରୋ : ମହାନଦୀକୁ ମାଡି ଆସୁଛି ବିପଦ । ଆଉ ୩୦ରୁ ୩୨ ବର୍ଷ ଭିତରେ କମି ଯିବ ଜଳପ୍ରବାହ, ଶୁଖିଯିବ ନଦୀ । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀରେ ଗତ ୧୦ ବର୍ଷ ହେଲା ଜଳପ୍ରବାହ କମିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଳସମ୍ପଦ ସଚିବ । ମହାନଦୀ ଶୁଖିଯିବ । ଯେଉଁଭଳି ଭାବେ ଜଳବାୟୁ…

ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଥିବା ଯୁବକଙ୍କ ହତ୍ୟା, ମର୍ଡର ପଛରେ ରହିଛି କି ଭାଇରାଲ ଭିଡ଼ିଓର ସର୍ମ୍ପକ ?

କନକ ବ୍ୟୁରୋ : କୁଆଖାଇ ନଦୀପଠାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ମୃତ ଯୁବକ ଜଣଙ୍କ ଗତବର୍ଷ ଜଣେ ଯୁବତୀଙ୍କ ଭିଡିଓକୁ ଭାଇରାଲ କରି ଜେଲ ଯାଇଥିଲେ । ଆଉ ଏହି ହତ୍ୟାକାଣ୍ଡ ପଛରେ ସେହି ଭାଇରାଲ ଭିଡିଓର ଲିଙ୍କ ଥିବା ନେଇ ସନ୍ଦେହ କରାଯାଉଛି । ପରିବାର…

ଏବେ ଦିଲ୍ଲୀ ନୁହେଁ ପଲ୍ଲୀ ଚାଲ! ନଚେତ ଲୋକଙ୍କ ମନରୁ ଲିଭିଯିବ କଂଗ୍ରେସ, ନିରଞ୍ଜନଙ୍କ ମତକୁ ସମର୍ଥନ କଲେ ତାରା

କନକ ବ୍ୟୁରୋ : ଆଗକୁ ରାସ୍ତା ଦିଲ୍ଲୀ ନୁହେଁ ପଲ୍ଲୀ । ସମ୍ବାଦ ସମ୍ବାଦକୀୟ ପୃଷ୍ଠାରେ ଏଭଳି ଏକ ଶୀର୍ଷକ ଜରିଆରେ ରାଜ୍ୟ କଂଗ୍ରେସର ଭବିଷ୍ୟତ ଆକଳନ କରିଛନ୍ତି ପୂର୍ବତନ ପିସିିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଆଗକୁ ଦିଲ୍ଲୀ ନୁହଁ ବରଂ ପଲ୍ଲୀ ରାଜନୀତିକୁ ଅଧିକ…

ମାଡି ଆସୁଛି ବଡ ବିପଦ! ଦିଲ୍ଲୀରେ ହୋଇପାରେ ଭୟଙ୍କର ଭୂମିକମ୍ପ ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜର ସତ କଣ

ଦିଲ୍ଲୀରେ ହୋଇପାରେ ଭୟଙ୍କର ଭୂମିକମ୍ପ । ପ୍ରକୃତି ରଚିବ ଧ୍ୱଂସର ତାଣ୍ଡବ । ଛାରଖାର ହୋଇଯିବ ଭାରତର ରାଜଧାନୀ । ଦିଲ୍ଲୀବାସୀଙ୍କୁ ଆତଙ୍କିତ କରିଦେବା ଭଳି ଏପରି ଏକ ମେସେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯଦି ସତରେ ପ୍ରକୃତି ଏଭଳି ଧ୍ୱଂସର ତାଣ୍ଡବ ରଚିବ ତେବେ ଭାରତ ମାନଚିତ୍ରରୁ…