Daily Archives

March 16, 2018

ଆକାଶରେ ଉଡ଼ିବାର ମଜା ! ଭାରତର ୫ ଟି ପ୍ରସିଦ୍ଧ ସ୍କାଏ ଡାଇଭିଙ୍ଗ୍ ଡେଷ୍ଟିନେସନ୍

ବ୍ୟସ୍ଥବହୁଳ ଜୀବନରୁ ବିରତି ନେଇ ଛୁଟି କାଟିବା ପାଇଁ ଆମେ ଦୂର ସ୍ଥାନକୁ ବୁଲିିବା ପାଇଁ ଯାଉ । କିଛି ଲୋକ ଟ୍ରାଭେଲିଂ ବ୍ୟତୀତ ଦୁଃସାହସିକ କାର୍ଯ୍ୟ କରି ସେଥିରୁ ଆନନ୍ଦ ପାଇଥାନ୍ତି । ତେବେ ଏହି ଦୁଃସାହସିକ କାର୍ଯ୍ୟ ମଧ୍ୟରେ ସ୍କାଏ ଡାଇଭିଙ୍ଗ୍ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଭାରତରେ ଏଭଳି…

ଗାଧୋଇବା ପୂର୍ବରୁ ପାଣିରେ ମିଶାନ୍ତୁ ଗୋଟିଏ ଚାମଚ ଲୁଣ : ଦେଖନ୍ତୁ ଫାଇଦା

ପାଣିପାଗ ବଦଳିବା ସହ କିଛି ରୋଗ ଶରୀରରେ ବସା ବାନ୍ଧି ନିଏ । ଏଭଳି ରୋଗରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ମହଙ୍ଗା ଔଷଧ ଖାଇବା ପରିବର୍ତ୍ତେ କେବେଳ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ମିଶାନ୍ତୁ । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ, ଗାଧୋଇବା ପାଣିରେ ଲୁଣ ମିଶାଇଲେ କେମିତି ରୋଗ ସମସ୍ୟା…

ଥାନାକୁ ବି ଆସିଲାନି ବର ! ରାଉରକେଲାରେ ବେଦୀକୁ ଆସିନଥିବା ବରକୁ ସମନ କରିଥିଲା ପୁଲିସ, ଅସୁସ୍ଥତା କାରଣ ଦର୍ଶାଇ ବାପା,…

କନକ ବ୍ୟୁରୋ: ଥାନାକୁ ବି ଆସିଲାନି ବର । ରାଉରକେଲାରେ ବେଦୀକୁ ଆସିନଥିବା ବରକୁ ସମନ କରିଥିଲା ପୋଲିସ । ତାକୁ ୧୬ ତାରିଖରେ ଥାନାରେ ଆସି ହାଜର ହେବା ଲାଗି ପୋଲିସ ସମନ କରଥିବାବେଳେ ଅସୁସ୍ଥତା ଦର୍ଶାଇ ରାଉରକେଲା ଥାନାରେ ହାଜର ହୋଇନାହିଁ ବର । ତା ସ୍ଥାନରେ ତାର ବାପା ମାଆ ଆଜି ଥାନାରେ ହାଜର…

ମଣିପୁରରେ ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ ! ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନକ ବ୍ୟୁରୋ: ମଣିପୁର ବିଶ୍ୱବିଦ୍ୟାଳୟ ଇମ୍ପାଲଠାରେ ଆଜିଠାରୁ ଆରମ୍ଭ ହୋଇଛି ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହକିଙ୍ଗଙ୍କୁ ମନେ ପକାଇଛନ୍ତି । ହକିଙ୍ଗ ଦୁଇ ଥର ଭାରତକୁ ଆସିଥିବା…

ଉଦାହରଣ ପାଲଟିଲେ ସେହନାଜ : ଗାଁ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ଡାକ୍ତରୀ ଛାତ୍ରୀ ହେଲେ ସରପଂଚ

କନ୍ୟାଶିକ୍ଷା ପ୍ରତି ଆଗ୍ରହ ଦେଉନଥିବା ରାଜସ୍ଥାନ ରାଜ୍ୟର ୨୪ ବର୍ଷୀୟା ଯୁବତୀ ସେହନାଜ ହେଲେ ସେଠାକାର ପ୍ରଥମ ମହିଳା ସରପଂଚ । ରାଜସ୍ଥାନ ଭରତପୁର ଅନ୍ତର୍ଗତ ଗଢ଼ଜାନ ଗ୍ରାମରେ ନିକଟରେ ସରପଂଚ ନିର୍ବାଚନ ଆରମ୍ଭ ହୋଇଥିଲା । ଏହି ନିର୍ବାଚନରେ ଡାକ୍ତରୀ ଛାତ୍ରୀ ସେହେନାଜ ସରପଂଚ ପ୍ରାର୍ଥୀରେ…

ସୁଶାନ୍ତ ଓ ରଂଜିତାଙ୍କୁ ପଚରାଉଚରା ଶେଷ କଲା ପୁଲିସ୍ ! ରିମାଣ୍ଡ ସରିବା ପରେ ଆଉ କଲାନି ଆବେଦନ

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳ । ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଧଳସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରିଛି କମିଶନରେଟ୍ ପୋଲିସ । କଟକ ଜେଏମଏଫସି ରୁରାଲ କୋର୍ଟରେ…