Daily Archives

March 15, 2018

ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ୩ ବିଜେଡି ପ୍ରାର୍ଥୀ ! ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ…

କନକ ବ୍ୟୁରୋ : ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବିଜେଡିର ୩ ପ୍ରାର୍ଥୀ । ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ୩ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ…

ଆଇପିଏସ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ! ପୋଲିସ ଅଧିକାରୀଙ୍କୁ ଦେଲେ ଗୁରୁମନ୍ତ୍ର । କହିଲେ, ରାଜ୍ୟର ଉନ୍ନତି…

କନକ ବ୍ୟୁରୋ : ୬୦ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଆଜି ତୃତୀୟ ତଥା ଶେଷ ଦିନ । ଭୁବନେଶ୍ୱରରେ ଆୟୋଜିତ ସମ୍ମିଳନୀର ଶେଷ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପୁଲିସ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ୟୁପି ଓ ବିହାରରେ ବିଜେପିର ପରାଜୟ ନେଇ ତେଜିଲା ରାଜନୀତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ବୁଡୁଛି ବିଜେପି

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ଅଦଳବଦଳର କୌଣସି ସୂଚନା ନାହିଁ ବୋଲି କହିଛନ୍ତି ମୁଖ଼୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉତରପ୍ରଦେଶ ଓ ବିହାରରେ ନିର୍ବାଚନ ଫଳାଫଳ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନବୀନ ।…

ହାଏରେ ଦାରିଦ୍ର୍ୟ…….! ଏହି ଦେଶର ଲୋକେ ଭୋକ ମେଣ୍ଟାଇବା ପାଇଁ ଖାଆନ୍ତି “ମାଟିର ବିସ୍କୁଟ”

ଦେଶରେ ପ୍ରତିଦିନ ଅନେକ ଲୋକ ଭୋକରେ ମୃତ୍ୟୁବରଣ କରୁଛନ୍ତି, ତେବେ ଅନ୍ୟପଟେ କିଛିି ଲୋକ ଖାଦ୍ୟକୁ ନଷ୍ଟ କରି ଦେଉଛନ୍ତି । କିଛି ନଭାବି ଆମେ ଖାଦ୍ୟକୁ ଫୋପାଡି ଦେଇଥାଉ । ଆମେ ଏତିକି ମଧ୍ୟ ଭାବିପାରୁନୁ କି, ଏମିତି କିଛି ଦେଶ ରହିଛି, ଯାହା ଦାରିଦ୍ର୍ୟ ସୀମା ରେଖାର ଖୁବ ତଳେ ଅଛି । ଯେଉଁଠି…

ବନାବିରା ଗୁଳିକାଣ୍ଡ ଘଟଣା ! ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କଲା ପୁଲିସ, ମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ…

କନକ ବ୍ୟୁରୋ: ବନାବିରା ଗୁଳିକାଣ୍ଡ ଘଟଣାରେ ପୁଲିସର ଛାନଭିନ । ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କଲା ପୁଲିସ । ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ଘରକୁ ଏକ ଟିମ୍ ଯାଇ ଜୟନାରାୟଣ ମିଶ୍ର ଓ ତାଙ୍କର ଜଣେ ସହଯୋଗୀ ଶିବୁଙ୍କୁ ମଧ୍ୟ ପଚରାଉଚରା କରଥିଲା ।…

ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି କି ? ତେବେ ଘରେ ବସି ନିଜ ମୋବାଇଲରୁ କରନ୍ତୁ ସଂଶୋଧନ, ଜାଣନ୍ତୁ ପୂରା…

ଆଧାରକାର୍ଡରେ ତ୍ରୁଟିପୂର୍ଣ୍ଣ ନାମ,ଠିକଣା କିମ୍ବା ଫୋନ୍ ନମ୍ବର ରହିଯାଇଥିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । କାହିଁକି ନା, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଏହାର ସମାଧାନର ବାଟ କାଢ଼ିଛି । ଏଣିକି ବ୍ୟବହାରକାରୀ ନିଜ ଘରେ ବସି ତାଙ୍କ ଆଧାରକାର୍ଡରେ ଥିବା…