Daily Archives

March 14, 2018

କଂଗ୍ରେସ ବିଧାୟକଙ୍କ ମୁଁହରେ ବିଦ୍ରୋହ ! ପ୍ରସାଦ ହଟାଅ, କଂଗ୍ରେସ ବଂଚାଅ

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ପୁଣି କନ୍ଦଳ । ଜୋର ଧରୁଛି ପ୍ରସାଦ ହଟାଅ ଅଭିଯାନ । ପିସିସି ସଭାପତି ପଦରୁ ପ୍ରସାଦ ନହଟିଲେ ଦଳ ଛାଡିବାକୁ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ । ଖୋଲାଖୋଲି କହିଛନ୍ତି ମଙ୍ଗୁଆଳ ବଦଳାଅ ନଚେତ୍ ବାଏ ବାଏ କରିବୁ । ସେପଟେ ପୁଣି ଜ୍ୱାଇଁଙ୍କୁ ସୁରକ୍ଷା…

ମୋଦି ବିରୋଧି ମେଂଟଙ୍କୁ ସଫଳତା, ଯୋଗୀ ଆଦିତ୍ୟ ନାଥଙ୍କୁ ବଡ଼ ଝଟକା ! ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ଓ ବିହାରରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ ଧକ୍କା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁର ଆସନରେ ବାଜିମାତ କରିଛି ସମାଜବାଦୀ ପାର୍ଟି । ଏଠାରେ ଏସପି ପ୍ରାର୍ଥୀ ପ୍ରବୀଣ କୁମାର ନିଶଦ ବିଜୟୀ ହୋଇଛନ୍ତି ।…

ମିସ୍ଡ କଲ କିମ୍ବା ଏସଏମଏସ ଜରିଆରେ ଜାଣନ୍ତୁ ପିଏଫ ସଂପର୍କିତ ଟିକିନିଖି ଖବର ! ଜାଣନ୍ତୁ ଏହାର ନମ୍ବର ଏବଂ ବ୍ୟବହାର…

ଇପିଏଫଓ ଖାତାଧାରକ ଯଦି ନିଜର ପିଏଫ ବାଲାନ୍ସ ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ଏଥିପାଇଁ ଅନେକ ଉପାୟ ରହିଛି । ଆପଣ ଘରେ ବସି ହିଁ ନିଜର ପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ କଂପାନୀକୁ ଯାଇ ବି କୌଣସି କାମ କରିବାର ଆବଶ୍ୟକତା ପଡିବନାହିଁ । କାରଣ…

ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ ! ଫାୟାର ଷ୍ଟେସନ ଛକ ନିକଟରେ ମହିଳାଙ୍କ ବେକ କାଟି ଅଢେଇ ଭରିର ସୁନା ଚେନ…

କନକ ବ୍ୟୁରୋ: ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ । ବ୍ଲାକ ପଲସରରେ ଆସି ମହିଳାଙ୍କ ବେକ କାଟି ସୁନା ଚେନ ଝାମ୍ପିନେଲେ ଦୃର୍ବୃତ୍ତ । ଗତକାଲି ସଂନ୍ଧ୍ୟା ୬ଟାରେ ଏକ ନମ୍ବର ମାର୍କେଟରୁ ସପିଂ ସାରି ବାଇକରେ ଦମ୍ପତି ଫେରୁଥିବା ବେଳେ ହଠାତ୍ ଫାୟାର ଷ୍ଟେସନ ଛକରେ ୨ଜଣ ଦୁର୍ବୃତ୍ତ ବ୍ଲାକ…

ପ୍ରତ୍ୟାହୃତ ହେଲା ରାଜ୍ୟବ୍ୟାପି ବସ୍ ଧର୍ମଘଟ ! ସାଧାରଣ ପରିଷଦ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘର ଘୋଷଣା । କହିଲେ,…

କନକ ବ୍ୟୁରୋ: ରାଜ୍ୟବ୍ୟାପି ଚାଲିଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ । ସାଧାରଣ ପରିଷଦ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କରାଗଲା ଘୋଷଣା । ସଂଘ ମୁଖପାତ୍ର କହିଛନ୍ତି ସରକାର ଦାବି ମାନିନେଇଥିବାରୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଗଲା । ସିଟି ବସ ଚଳାଚଳ ବନ୍ଦ ପାଇଁ ସଂଘ ପକ୍ଷରୁ ମୁଖ୍ୟ…

ଜିଓର ୧ଜିବି ଡାଟା ସରିଯାଇଛି କି ? ତେବେ ଆଦୌ ଚିନ୍ତା କରନ୍ତୁନି, ମାଗଣାରେ ଏଭଳି କରନ୍ତୁ ସିନେମା ଡାଉନଲୋଡ

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ନିକଟରେ ନିଶ୍ଚିତ ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ଜିଓ ସିମ ଥିବ । ସେହିପରି ଅନେକଙ୍କ ପାଖରେ ଏୟାରଟେଲ ଓ ଭୋଡାଫୋନର ସିମ ମଧ୍ୟ ରହିଥିବ । ଆଜିକା ଦିନରେ ବଜାରରେ ଅନେକ ସାରା ଶସ୍ତା ଡାଟା ପ୍ଲାନ ଉପଲବ୍ଧ, ଯେଉଁଥିରେ ପ୍ରତିଦିନ ହିସାବରେ ୧ ଜିବି…