Daily Archives

March 13, 2018

ହସ୍ପିଟାଲ ବେଡ଼ରେ ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନ ! ସୁଟିଂ ସେଟରେ ହଠାତ୍ ହୋଇପଡ଼ିଲେ ଅସୁସ୍ଥ

କନକ ବ୍ୟୁରୋ: ୟସରାଜ୍ ବେନରର ସବୁଠୁ ବ୍ୟୟବହୁଳ ଫିଲ୍ମ ଥଗ୍ସ ଅପ୍ ହିନ୍ଦୋସ୍ତାଁର ସୁଟିଂ ସେଟରେ ଏଭଳି ଏକ ଓଜନିଆ କଷ୍ଟଟ୍ୟୁମ୍ ପିନ୍ଧି ସୁଟିଂ କରୁଥିଲେ ବଲିଉଡର ମହାନାୟକ ଅମିତାଭ୍ ବଚ୍ଚନ । ଆଉ ସୁଟିଂ ସେଟରେ ଅଚାନକ୍ ଅସୁସ୍ଥ ଅନୁଭବ କରିଥିଲେ ବିଗବି । ତୁରନ୍ତ ତାଙ୍କୁ ଯୋଧପୁର ହସ୍ପିଟାଲରେ…

ବିଧାନସଭାର ବହୁ ପୂର୍ବରୁ ବିଧାୟକ ଦଳ ବୈଠକ ! ବିରୋଧୀ ଦଳ ନେତାଙ୍କ ଘରେ ବିଧାୟକଙ୍କ ମନ୍ତ୍ରଣା, ବିଧାନସଭା ରଣନୀତି ନା…

କନକ ବ୍ୟୁରୋ: କଂଗ୍ରେସ ଶିବିରରେ ଗୁଞ୍ଜରଣ । ଆସନ୍ତାକାଲି ବିରୋଧୀ ଦଳ ନେତାଙ୍କ ଘରେ ଆଗୁଆ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭା ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ବସିବ ଏହି ବୈଠକ । ତେବେ ଏହି ବୈଠକରେ ବିଧାନସଭା ପାଇଁ ରଣନୀତି ତିଆରି ହେବ ନା ବିଧାୟକ ମାନେ ପୂର୍ବରୁ ଦାବି…

ଏହି ୫ଟି ଅଭ୍ୟାସ ମାନସିକ ରୋଗର ସଙ୍କେତ ଦେଇଥାଏ

ଏମିତି ବହୁତ ମାନସିକ ରୋଗ ରହିଛି ଯାହାକୁ ଲୋକମାନେ ଦେଖି ମଧ୍ୟ ଅଣଦେଖା କରି ଦେଇଥାଆନ୍ତି, ଯାହା ପରେ ଏକ ଭୟଙ୍କର ରୂପ ନେଇଥାଏ । ମାନସିକ ରୋଗରେ ପଡ଼ିବା ପରେ ତାହାର ଅନେକ ଲକ୍ଷଣ ମଧ୍ୟ ଦେଖା ଯାଇଥାଏ । କିନ୍ତୁ ଲୋକମାନଙ୍କ ପାଖରେ ସେ ରୋଗକୁ ନେଇ କୌଣସି ସୂଚନା ନଥିବାରୁ ସେମାନେ ମାନସିକ…

ବାପାଙ୍କ ଶୁଦ୍ଧିକ୍ରିୟା ସାରି ଯାଇଥିଲେ, ଶବ ହୋଇ ଫେରିଲେ । ସୁକମା ଶହୀଦଙ୍କ ଭିତରେ ଜଣେ ଓଡିଆ ।

ସୁକମାରେ ହୋଇଥିବା ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ୯ ଯବାନଙ୍କ ଭିତରେ ଜଣେ ଓଡିଆ ଅଛନ୍ତି । ବ୍ରହ୍ମଗିରିର ମନୋରଂଜନ ଲେଙ୍କା ନକ୍ସଲ ଆକ୍ରମଣରେ ଶହୀଦ ହୋଇଛନ୍ତି । ବ୍ରହ୍ମଗିରି ବ୍ଲକ ରେବଣା ନୁଆଗାଁ ତାଙ୍କ ଘର । କିଛି ଦିନ ପୂର୍ବରୁ ମନୋରଂଜନଙ୍କ ବାପା ଦୁର୍ଯୋଧନ ଲେଙ୍କାଙ୍କର ଦେହାନ୍ତ…

ବଲବ୍ୟାଡ଼ମିଂଟନରେ ଭାରତୀୟ ଟିମରେ ସାମିଲ ହେଲେ ଓଡିଆ ପୁଅ ! ଏବେ ଦଳର ଅଧିନାୟକ ହେବା ଲକ୍ଷ୍ୟ ରଖିଛନ୍ତି ବ୍ରହ୍ମପୁରର…

କନକ ବ୍ୟୁରୋ: ବଲ ବ୍ୟାଡ଼ମିଂଟନର ଭାରତୀୟ ଦଳରେ ବ୍ରହ୍ମପୁରର ଆଶୁତୋଷ । ଓଡ଼ିଶାରେ ଏହି ଖେଳର ଚାହିଦା ଏତେଟା ନଥିଲେବି ବ୍ରହ୍ମପୁରର ଏହି ଖେଳାଳି ଚୟନ ହୋଇଛନ୍ତି ଭାରତୀୟ ଦଳ ପାଇଁ । ଆଗାମୀ ୧୬ରୁ ୨୩ ପର୍ଯ୍ୟନ୍ତ ଆଶୁତୋଷ ଆର୍ନ୍ତଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନିଜର କମାଲ ଦେଖାଇବେ । ଏଥିପାଇଁ…

କମ୍ ଖର୍ଚ୍ଚରେ କରୁଛନ୍ତି ଅଧିକ ରୋଜଗାର । ଅଳ୍ପ ଜାଗାରେ ଛତୁ ଚାଷ କରି ମାସକୁ ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରି…

କନକ ବ୍ୟୁରୋ: କମ୍ ଖର୍ଚ୍ଚରେ କରୁଛନ୍ତି ଅଧିକ ରୋଜଗାର । ଚାଷ ଜମି ନଥିବାରୁ ଅଳ୍ପ ଜାଗାରେ ଛତୁ ଚାଷ କରି ମାସକୁ ପ୍ରାୟ ୨୦ହଜାର ଟଙ୍କା ରୋଜଗାର କରି ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବାଲେଶ୍ୱର ମଥାନି ପଂଚାୟତ ସାନଖୁଡି ଗାଁର ରବିନାରାୟଣ ସାହୁ । ଧିଙ୍ଗିରି ଓ ପାଳଛତୁ ଚାଷ କରି ଏହାକୁ…