Daily Archives

March 12, 2018

ଜାଣିଛନ୍ତି କି , ଆପଣଙ୍କ ଆଧାର କାର୍ଡ ହେଉଛି ବ୍ୟବହାର ?

ସରକାର ଧିରେ ଧିରେ ଅଧାର କାର୍ଡର ମହତ୍ୱକୁ ବଢ଼ାଉଛନ୍ତି । ଆପଣ ଆପଣଙ୍କ ଆଧାର କାର୍ଡକୁ କେଉଁ କେଉଁ ସ୍ଥାନରେ ବ୍ୟବହାର କରୁଛନ୍ତି, ତା’ ବିଷୟରେ କ୍ୱଚିତ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଏହି ଉପରେ ସୂଚନା ଦେବାକୁ ଯାଉଛୁ କି ଆପଣ କେମିତି ଜାଣିବେ ଯେ ଆପଣ ଆପଣଙ୍କ ଆଧାର କାର୍ଡ ନମ୍ବର କୁ ଗତ ୬…

ବ୍ୟାଙ୍କରୁ ଟଙ୍କା ଚଳୁ କରି ଫେରାର ହେବା ପଡିବ ମହଙ୍ଗା ! ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍

ବ୍ୟାଙ୍କକୁ ଠକି କୋଟି କୋଟି ଟଙ୍କା ଚଳୁ କରି ଫେରାର ହେବା ମହଙ୍ଗା ପଡିବ । ବ୍ୟାଙ୍କକୁ ଚୂନା ଲଗାଇ ଫେରାର ହେଉଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଖୁବ ଶୀଘ୍ର ହେବ କଠୋର ଆଇନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଫୁଜିଟିଭ୍ ଇକୋନମିକ୍ ଅଫେଣ୍ଡର ବିଲ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ।…

ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶା ସହ ଦକ୍ଷିଣ ଓଡିଶାକୁ ଯୋଡିବ…

କନକ ବ୍ୟୁରୋ : ଲୋକାର୍ପଣ ହେଲା ବିଜୁ ଏକ୍ସପ୍ରେସ ୱେ । ସମ୍ବଲପୁରରୁ ରାଉରକେଲା ଯାଏଁ ହୋଇଥିବା ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ରାଉରକେଲାରୁ ସମ୍ବଲପୁର ପର୍ଯ୍ୟନ୍ତ ୧୬୩ କିମି ରାସ୍ତାକୁ ଜନସାଧାରଣଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ବିଏସଏନଏଲ ୟୁଜର୍ସଙ୍କ ପାଇଁ ଖୁସି ଖବର : କମ୍ପାନୀ ଆଣିଛି ଧମାକାଦାର ଅଫର । ଜାଣନ୍ତୁ ତା’ର ନୂଆ ପ୍ଲାନ କଣ ?

ବିଏସଏନଏଲ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ବିଶେଷ ଅଫର । କେବଳ ମାର୍ଚ୍ଚ ମାସରେ ହିଁ ଏହି ଅଫରର ଫାଇଦା ଉଠାଇ ପାରିବେ । ଏହି ଅଫର କେବଳ ବିଏସଏନଏଲର ପୋଷ୍ଟପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଏହି ଅଫର ଅଧିନରେ ବିଏସଏନଏଲର ପୋଷ୍ଟପେଡ ପ୍ଲାନ ଉପରେ ଏକ ବର୍ଷ ପାଇଁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି…

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହ୍ୱାନଙ୍କ ଉପସ୍ଥିତିରେ କଲେ…

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଧର୍ମେନ୍ଦ୍ର । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋହ୍ୱାନଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…

ନନ୍ଦନକାନନରେ ଦମ ଦେଖାଇଲେ ବାହୁବଳୀ ଓ କୁନ୍ଦନ ! ସାଢେ ୩ ଫୁଟର ଚନ୍ଦନ ବୋଡା ସହ ସଂର୍ଘଷ ପରେ ପତିଆରା ଦେଖାଇଲା…

କନକ ବ୍ୟୁରୋ : ଜଙ୍ଗଲରେ ମହାବଳ ବାଘ ପତିଆରା ଜାହିର ପାଇଁ ସେ ସବୁ କିଛି କରିପାରେ । ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ନନ୍ଦନକାନରରେ ଥିବା ଦୁଇ ମହାବଳ ବାଘ ବାହୁବଳୀ ଓ କୁନ୍ଦନ । ନନ୍ଦନକାନନକ ୩୧ ନମ୍ବର ଖ ଖୁଆଡ ମଧ୍ୟକୁ ପଶିଆସିଥିବା ଏକ ସାଢେ ୩ ଫୁଟ ଲମ୍ବର ବିଷଧର ଚନ୍ଦନ ବୋଡା ସାପ…