Daily Archives

March 12, 2018

କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ! ଅବତରଣ ସମୟରେ ଜଳିଗଲା ୟୁଏସ ବାଙ୍ଗଲା ଏୟାରଲାଇନ୍ସ ବିମାନ, ୫୦ରୁ ଅଧିକ…

ଆଜି ନେପାଳର ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବାଂଲାଦେଶ ରାଜଧାନୀ ଢାକାରୁ ଆସୁଥିବା ୟୁଏସ-ବାଂଲା ଏୟାରଲାଇନ୍ସ ବିମାନଟି ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି, ରନୱେରୁ ଆଗକୁ ବଢିଯାଇ ଖେଳ ପଡିଆ ଆଡକୁ ମାଡିଯିବା ଫଳରେ ଏହି ଯାତ୍ରୀବାହୀ ବିମାନ…

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଦୂର ହେଲା ଦ୍ୱନ୍ଦ ! କେନ୍ଦ୍ରୀୟ ଫରେନସିକ ଲାବରୁ ଆସିଲା ରିପୋର୍ଟ, ପୀଡିତାଙ୍କ…

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ କ୍ଲିନଚିଟ୍ ଦେଇଛି କଲିକତା କେନ୍ଦ୍ରୀୟ ପରୀକ୍ଷାଗାର । ପୀଡିତାଙ୍କ ଅନ୍ତବସ୍ତ୍ରରେ ନଥିଲା କୌଣସି ପୁରୁଷଙ୍କ ସିମେନ ବା ବୀର୍ଜ୍ୟ । କୋଲକାତାସ୍ଥିତ ଫରେନସିକ ଲାବରୁ ଏହି ରିପୋର୍ଟ ଆସିବା ପରେ ସବୁ ସନ୍ଦେହ ଉପରୁ ପରଦା ହଟିଛି । ଆଜି ଏକ…

ଫାର୍ମସିଷ୍ଟ ନାହାନ୍ତି, ଛତୁ ଫୁଟିବା ଭଳି ଖୋଲୁଛି ଔଷଧ ଦୋକାନ! ଆପଣ କିଣୁଥିବା ମେଡିସିନ କେତେ ସୁରକ୍ଷିତ

କନକ ବ୍ୟୁରୋ : ସରକାରୀ ନିୟମକୁ ଜଳାଞ୍ଚଳି ଦେଇ ବାଲେଶ୍ୱରରେ ଛତୁ ଫୁଟିବା ଭଳି ଖୋଲିଛି ମେଡିସିନ ଷ୍ଟୋର । ଯୁଆଡେ ଦେଖିଲେ ଖାଲି ମେଡିସିନ ଷ୍ଟୋର ଦେଖିବାକୁ ମିଳୁଛି । ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟରେ ଚାଲିଛି । ଜିଲ୍ଲାରେ ଏଲୋପାଥିକ ଓ ହୋମିଓପାଥି ମିଶି…

ଡାକ ବିଭାଗର ନୂଆ ସ୍କିମ , ଗ୍ରାହକଙ୍କୁ ପ୍ରତି ମାସରେ ମିଳିବ ଟଙ୍କା ! ବାସ ଗ୍ରାହକଙ୍କୁ କରିବାକୁ ପଡିବ ଛୋଟିଆ କାମ

ସାଧାରଣତଃ ଲୋକମାନେ ଭବିଷ୍ୟତ ପାଇଁ ପୋଷ୍ଟ ଅଫିସ, ବ୍ୟାଙ୍କ ଓ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀରେ ଟଙ୍କା ଜମା ରଖିଥାନ୍ତି । ଯାହାର ଫାଇଦା ଜମାକାରୀଙ୍କୁ ଭବିଷ୍ୟତରେ ମିଳିଥାଏ । କିନ୍ତୁ ଏବେ ଭାରତୀୟ ଡାକ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିଛି । ଯେଉଁ ସ୍କିମରେ ଜମାକାରୀ ପ୍ରତିମାସରେ ଜମା…

ବିବାଦର ଅନ୍ତ କରିବ ମହାନଦୀ ଟ୍ରିବ୍ୟୁନାଲ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ପ୍ରକାଶ କଲା ବିଜ୍ଞପ୍ତି ।

ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିଛନ୍ତି । ଟ୍ରିବ୍ୟୁନାଲ ଗଠନ ଫଳରେ ଓଡିଶା-ଛତିଶଗଡ ମଧ୍ୟରେ ଚାଲିଥିବା ବିବାଦର ଅବସାନ ଘଟିବାର ଆଶା କରାଯାଉଛି । ଜଷ୍ଟିସ୍ ଏ. ଏନ୍. ଖନୱିଲକର…

ସମ୍ବଲପୁରକୁ ଫେରିଲା ଜଣ୍ଡିସ ! ସହରର ୩ଟି ସ୍ଥାନରେ ଜଣ୍ଡିସ ଆତଙ୍କ, ପାଣି ପାଇପ ଲାଇନ ବନ୍ଦ । ତତ୍ପରତା ଦେଖାଇଲା…

କନକ ବ୍ୟୁରୋ : ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ । ସମ୍ବଲପୁରର ପେନସନ ପଡା ଓ ମାୟା ବଗିଚା, କୁମ୍ଭାରପଡା ଭଳି ବସ୍ତି ଅଂଚଳରେ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୪ ମସିହାରେ ଜଣ୍ଡିସ ଆତଙ୍କକୁ ଲୋକେ ଭୁଲିପାରି ନଥିବା ବେଳେ ଏବେ ପୁଣି ଜଣ୍ଡିସ ମାତିଛି । ୨୦୧୪ ମସିହାରେ ସମ୍ବଲପୁର…