Daily Archives

March 9, 2018

ସମ୍ବଲପୁର ଚିପିଲିମାରୁ ଦୁଇ ନବଜାତକଙ୍କ ମୃତ ଦେହ ଉଦ୍ଧାର । କେନାଲରେ କାଠଗଣ୍ଡିରେ ବନ୍ଧା ହୋଇ ପଡିଛି ଶିଶୁଙ୍କ ମୃତଦେହ

କନକ ବ୍ୟୁରୋ : ପାୱାର କେନାଲରୁ ଦୁଇଟି ନବଜାତ ଶିଶୁଙ୍କ ମୃତ ଦେହ ଉଦ୍ଧାର । ସମ୍ବଲପୁର ଚିପିଲିମା ନିକଟରୁ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜଣେ ନବଜାତ ଶିଶୁକୁ କାଠ ଗଣ୍ଡିରେ ବନ୍ଧା ହୋଇ ପକାଯାଇଥିଲା । ଘଟଣା ସ୍ଥଳରେ ବୁର୍ଲା ପୋଲିସ ପହଂଚି…

ଡାକ୍ତର ନାହିଁ ଏବଂ ମେଡିକାଲର ସବୁ ବିଭାଗରେ ଝୁଲୁଛି ତାଲା ! ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଅଚଳାବସ୍ଥା

କନକ ବ୍ୟୁରୋ : ଡାକ୍ତର ନାହାନ୍ତି । ମେଡିକାଲର ସବୁ ବିଭାଗରେ ତାଲା ଝୁଲୁଛି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିିତି ଅବସ୍ଥା । ମେଡିକାଲକୁ ଡାକ୍ତର ନଆସି ସରକାରୀ କ୍ୱାଟରରେ ଦେଖୁଛନ୍ତି ରୋଗୀ । ଫଳରେ ରୋଗୀମାନେ ନିରାଶ ହୋଇ କଟକ କିମ୍ବା ଖୋର୍ଦ୍ଧା ମେଡିକାଲ ଯାଉଛନ୍ତି…

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ଏକ ଅଭିନବ ପ୍ରୟାସ : ଅର୍ଥାଭାବ ଯୋଗୁଁ ପ୍ଲାଷ୍ଟିକ ବୋତଲରେ କଲେ ଶୈାଚାଳୟ

ଲୋକମାନେ ପ୍ଲାଷ୍ଟିକ ବୋତଲକୁ ଫୋପାଡି ଦେଉଥିବା ବେଳେ ପଶ୍ଚିମ ବଂଗାଲର ଅଶୋକ ଭୌମିକ ଏହାର ସହାୟତାରେ କାନ୍ଥ ଉଠାଉଛନ୍ତି । ବୋଧହୁଏ ଆପଣ ଏହା ଶୁଣି ବିସ୍ମିତ ହେଉଥିବେ, କିନ୍ତୁ ପ୍ରକୃତରେ ଅଶୋକ ପ୍ଲାଷ୍ଟିକ ବୋତଲ ସହାୟତାରେ ଶୈାଚାଳୟ ନିର୍ମାଣ କରିଛନ୍ତି । ପଶ୍ଚିମ ବଂଗାଲର ବର୍ଧମାନ ଜିଲ୍ଲାର…

କୋରାପୁଟ : ମୁଷାପୁଟ ଗାଁରେ ଏବେଠାରୁ ଦେଖାଦେଲାଣି ପାନୀୟ ଜଳ ସଙ୍କଟ,ହନ୍ତସନ୍ତ ହେଉଛନ୍ତି ଲୋକେ

କନକ ବ୍ୟୁରୋ : ଖରାଦିନ ଆରମ୍ଭ ହେଉ ହେଉ ଜଳ ସଂକଟ । କୋରାପୁଟ ବ୍ଲକ କେନ୍ଦାର ପଂଚାୟତର ମୁଷାପୁଟ ଗାଁରେ ଏବେଠାରୁ ଦେଖାଦେଲାଣି ପାନୀୟ ଜଳର ଅଭାବ । ଗାଁରେ ରହିଛି ୩ ଟି ନଳକୂପ । କିନ୍ତୁ ସେଥିରୁ ୨ଟି ନଳକୂପ ଅଚଳ ଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ୮୫ ଘରର ଲୋକ ଚାଲି…

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ! ହାର୍ଟ, କିଡ଼ନୀ ପରି ରୋଗ ପାଇଁ ଔଷଧ ହେଲା ଶସ୍ତା

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ହାର୍ଟ, କିଡ଼ନୀ ପରି ରୋଗ ପାଇଁ ଔଷଧ ମୂଲ୍ୟ ଶସ୍ତା ହୋଇଛି । ଏହା ବ୍ୟତୀତ ବଡ଼ ବଡ଼ ରୋଗର ନିରାକରଣ ପାଇଁ କେତେକ ଔଷଧର ମୂଲ୍ୟ ହ୍ରାସ କରାଯାଇଛି ବୋଲି ଶୁଣବାକୁ ମିଳିଛି । ତେବେ ଔଷଧରେ ୧୦ ପ୍ରତିଶତରୁ ଅଧିକ ଲାଭ ଆଦାୟକୁ ରୋକିବା ପରେ କିଡ଼ନୀ ଓ ହାର୍ଟ ଭଳି…

ଭାରତର ସବୁଠୁ ଡେଙ୍ଗା ଯୋଡି : ଲିମକା ବୁକ ଅଫ ରେକର୍ଡସରେ ରଚିଲେ ନାଁ, ପ୍ରତ୍ୟେକ ସଦସ୍ୟଙ୍କ ଉଚ୍ଚତା ୬ ଫୁଟରୁ ବି ଅଧିକ…

ଆପଣଙ୍କୁ ଏକ ପରିବାର ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଅନ୍ୟ ମାନଙ୍କଠୁ ଟିକେ ନୁହେଁ ବହୁତ ଅଲଗା । ସେଥିପାଇଁ ସମଗ୍ର ବିଶ୍ୱରେ ସେମାନେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ବିଶେଷତ୍ୱ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁନେର ଏକ ଯୋଡି ଯିଏ ଉଚ୍ଚତାକୁ ନେଇ ଦେଶରେ ଉଚ୍ଚତମ…