Daily Archives

March 1, 2018

ଆପଣଙ୍କ ଆଧାର କାର୍ଡ଼ ତ୍ରୁଟିପୂର୍ଣ୍ଣ ଅଛି କି ? ଘରେ ବସି ବସି କରିପାରିବେ ସଂଶୋଧନ

ଆଧାର ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇସାରିଛି । ଛୋଟରୁ ବଡ଼ କିଛି ବି କାମ କରିବା ପାଇଁ ଆଧାରକୁ ଗରୁତ୍ୱ ଦିଆଯାଉଛି । ଆଧାର କାର୍ଡକୁ ବ୍ୟାଙ୍କ ଖାତା ଏବଂ ଅନ୍ୟ ସେବା ସହିତ ଲିଂକ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ପାଖେଇ ଆସିଲାଣି । ଯଦି ଆପଣ ଆପଣଙ୍କ ଆଧାର କାର୍ଡ ସମ୍ପର୍କୀତ…

ରାସ୍ତାରେ ମୋବାଇଲ ଫୋନ ବ୍ୟବହାର କରିବା ପଡିବ ମହଙ୍ଗା ! ଛାଡିବନି ପୁଲିସ, ଛଡାଇନେବ ଫୋନ

ଏଣିକି ରାସ୍ତା ପାର କରୁଥିବା ବେଳେ ଫୋନରେ କଥା ହେବା ମହଙ୍ଗା ପଡିବ । ଏଥିପାଇଁ କୋଲକାତାରେ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ରାସ୍ତା ପାର କରୁଥିବା ବେଳେ ନା ଫୋନରେ କଥା ହୋଇପାରିବେ ନା କାନରେ ଇୟର ଫୋନ ଦେଇ ପାରିବେ । କୋଲକାତାରେ ରାସ୍ତା ପାର୍ ହେବା ସମୟରେ ଆଉ ଫୋନ୍ ବ୍ୟବହାର କରିହେବ…

ଆକ୍ସନ ମୁଡରେ କଟକ କମିଶନରେଟ ପୋଲିସ ! ଜଗତପୁର ଅଂଚଳରେ ଏନକାଉଂଟର

କନକ ବ୍ୟୁରୋ : କଟକ ଜଗତପୁର ଅଂଚଳରେ ଏନ୍କାଉଂଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ପାତ୍ର ଆହତ ହୋଇଛି । ତାକୁ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗୁରୁଚରଣଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ବୋମା ଏବଂ କିଛି ଗୁଳି ପୋଲିସ ଜବତ କରିଛି ।…

ନିଜ ନମ୍ବର ବାରମ୍ବାର ଭୁଲି ଯାଉଛନ୍ତି କି ? ଜାଣନ୍ତୁ ସବୁ କମ୍ପାନୀର USSD କୋଡ଼୍,ମାତ୍ର ଗୋଟିଏ କ୍ଲିକରେ ଜାଣିବେ…

ଆଜିକାଲି ପିଲା ଠାରୁ ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ୍ । ବତ୍ତର୍ମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର କହାକୁ ବା ଅଜଣା । ସ୍ମାର୍ଟଫୋନରେ ସମସ୍ତେ ୟୁଟ୍ୟୁବ, ଫେସବୁକ, ହ୍ୱାଟସଆପ ପରି ଅନେକ ଆପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଲୋକମାନଙ୍କ ମଧ୍ୟରୁ କେତେକ ଲୋକ ଏପରି ଅଛନ୍ତି, ଯେଉଁମାନେ…

ଅନୁଗୁଳ ରିଡ଼ା ଗାଁରେ ଅଭାବନୀୟ ଘଟଣା ! ସ୍ୱାମୀଙ୍କ ପାଇଁ ଜୀବନ ଦେଲା ସ୍ତ୍ରୀ

କନକ ବ୍ୟୁରୋ : ସ୍ୱାମୀଙ୍କ ପାଇଁ ଜୀବନ ଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କନ୍ଥପଡ଼ା ପଂଚାୟତର ରିଡ଼ା ଗାଁରେ । ଗୁଳିକାଣ୍ଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀକୁ କଟକ ସ୍ଥାନାନ୍ତରିତ କରାଯାଇଛି । ସାମାନ୍ୟ ବଚସାକୁ ନେଇ…

ବିଜେପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବରିଷ୍ଠ ନେତା ସୁର ରାଉତରାୟଙ୍କ ପ୍ରତିକ୍ରିୟା ! କହିଲେ, ହାରିବା ପଛରେ…

କନକ ବ୍ୟୁରୋ : ବିଜେପୁରରେ ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସରେ କମ୍ପନ । ପରାଜୟକୁ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ବିଜେପୁର ହାରିବା ପଛରେ ରହିଛି ଷଡଯନ୍ତ୍ର । ଦଳ ପ୍ରତି ବିଶ୍ୱାସଘାତକା କରିଛନ୍ତି ଦଳର ୩ ମୁଷ୍ଟିମେୟ ନେତା । ବିକ୍ରି ହୋଇଯାଇଛନ୍ତି ନେତା…