Daily Archives

February 27, 2018

ଫୈସଲାର ଦିନ ! କିଏ ଜିତିବ ବିଜେପୁର । ମତ ଗଣନାର ଠିକ୍ ପୂର୍ବରୁ ଆପଣ ରଖନ୍ତୁ ଆପଣଙ୍କ ମତ

କନକ ବ୍ୟୁରୋ : ବିଜେପୁର ଫଳାଫଳ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ତା ପରେ ସ୍ପଷ୍ଟ ହୋଇଯିବ ବିଜେପୁରର ବାଜିଗର କିଏ । ପ୍ରାୟ ମାସେ ଧରି ଚାଲିଥିବା କସରତ ଏବଂ ନିର୍ବାଚନ ସରିବା ପରେ ରାଜନୈତିକ ଦଳ ଗୁଡ଼ିକର ଅଙ୍କକଷା ଭିତରେ ଆସନ୍ତାକାଲି ଆସିବ ବିଜେପୁର…

ମହାଠକଙ୍କୁ ରୋକିବା ପାଇଁ ସରକାରଙ୍କ ବଡ ନଷ୍ପତି ! ୫୦ କୋଟିରୁ ଅଧିକ ଅନାଦେୟ ଋଣ ଥିଲେ ସିବିଆଇକୁ ଡାକିବାକୁ…

କନକ ବ୍ୟୁରୋ : ପିଏନବି ଓ ରୋଟମାକ କମ୍ପାନିର ବ୍ୟାଙ୍କରୁ କୋଟି କୋଟି ଠକେଇ ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇଛନ୍ତି ସରକାର । କିପରି ଏଭଳି ଠକେଇ ରୋକାଯାଇ ପାରିବ ସେ ନେଇ ସରକାରଙ୍କ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଦେଶର ବ୍ୟାଙ୍କ ଗୁଡ଼ିକରେ ଠକେଇ ଓ ଅନାଦେୟ ଋଣ ପରିମାଣ…

ଭାରତରେ ପହଞ୍ଚିଲା ଶ୍ରୀଦେବୀଙ୍କ ମରଶରୀର, ପ୍ରାଇଭେଟ ଜେଟରେ ଦୁବାଇରୁ ମୁମ୍ବାଇ ଆସିଲା ! ଆସନ୍ତାକାଲି ଅନ୍ତିମ ସଂସ୍କାର

ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତ ପହଞ୍ଚିଛି। ଦୁବାଇ ବିମାନ ବନ୍ଦରରୁ ସନ୍ଧ୍ୟା ୬ଟା ୩୦ରେ ବାହାରି ଥିବା ଅନିଲ ଅମ୍ବାନିଙ୍କ ବ୍ୟକ୍ତିଗତ ଚାଟାର୍ଡ ବିମାନ ମୁମ୍ବାଇ ବିମାନ ବନ୍ଦରରେ ମଙ୍ଗଳବାର ରାତି ୯ଟା ୩୦ରେ…

ବିନା ନୋଟରେ ନିର୍ବାଚନ ଜିତି ପାରିବେନି ଗାନ୍ଧି ! ମହେଶ୍ୱର ମହାନ୍ତିଙ୍କ ନୋଟ୍ ପାଇଁ ଭୋଟ୍ ମନ୍ତବ୍ୟକୁ ନେଇ ଦଳରୁ…

କନକ ବ୍ୟୁରୋ : ଜୋରଧରିଛି ଭୋଟ୍ ପାଇଁ ନୋଟ୍ ବିତର୍କ । ନିର୍ବାଚନୀ ଖର୍ଚ୍ଚ ସଂପର୍କରେ କହିବାକୁ ଯାଇ ମନ୍ତ୍ରୀ ମହେଶ୍ୱର ମହାନ୍ତି ଦେଇଥିବା ମନ୍ତବ୍ୟକୁ ଖୋଦ୍ ତାଙ୍କ ଦଳର ନେତା ନାପସନ୍ଦ କରିଛନ୍ତି । ନେତାଙ୍କ ନିର୍ବାଚନୀ ଖର୍ଚ୍ଚ ସହ ମହାତ୍ମାଗାନ୍ଧୀଙ୍କୁ ଯୋଡ଼ିବା ପ୍ରସଙ୍ଗରେ ବିଜେପି, ଶାସକ…

ରାତି ପାହିଲେ ତାତି ବଢିବ ! ହିସାବ ଓଲଟପାଲଟ ଆଶଙ୍କାରେ ତିନି ଦଳର ମଙ୍ଗୁଆଳ, ପ୍ରାର୍ଥୀଙ୍କ ମନରେ ଉଙ୍କି ମାରୁଛି ମାଳ…

କନକ ବ୍ୟୁରୋ : ଆସନ୍ତାକାଲି ବିଜେପୁର ରେଜଲ୍ଟ । କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । ଗତ ଏକ ମାସ ଧରି ଯେଉଁ ରାଜନୈତିକ କସରତ୍ ଚାଲିଥିଲା ରାତି ପାହିଲେ ଆସିବ ତାହାର ଫଳାଫଳ । ଗତ ୨୪ ତାରିଖ ଦିନ ବିଜେପୁରବାସୀଙ୍କ ମତ କଏଦ ହୋଇ ରହିଛି ଇଭିଏମରେ । ଇଭିଏମ୍ ଖୋଲା ହେବା ସମୟ ଯେତିକି ପାଖେଇ…