Daily Archives

February 26, 2018

ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ : ବାଲ୍ୟ ବିବାହ ରୋକୁଥିବା ମହିଳା ସମୂହଙ୍କ କାହାଣୀ

ବାଲ୍ୟ ବିବାହକୁ ରୋକିବାର କର୍ତ୍ତବ୍ୟ କେବଳ ସରକାରଙ୍କ ନୁହେଁ ବରଂ ଆମ ସମସ୍ତଙ୍କର ବୋଲି ପ୍ରମାଣ କରିଦେଇଛନ୍ତି ଏହି ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ମାନେ । ଲଖନଉର ଅଙ୍ଗନବାଡି କର୍ମୀ ନିଜ ଓ ନିଜ ଝିଅର ବାଲ୍ୟ ବିବାହକୁ ଅଟକାଇ ପାରିଲେ ନାହିଁ କିନ୍ତୁ ନିଜ ପଂଚାୟତରେ ଜାଣତରେ କେବେ ବି ବାଲ୍ୟ…

ଛାଁ ଛାଁ ଜଳିଯାଉଛି ଘର ପରେ ଘର ! ଭୌତିକକାଣ୍ଡର ଅନ୍ଧବିଶ୍ୱାସ କରି ଗାଁରେ ଚାଲିଛି ପୂଜାର୍ଚ୍ଚନା

କନକ ବ୍ୟୁରୋ : ଛାଁ ଛାଁ ଜଳିଯାଉଛି ଘର ପରେ ଘର । କାମାକ୍ଷାନଗର କନ୍ଦରାସିଂହା ଗାଁରେ ବାରମ୍ବାର ଘଟିଚାଲିଛି ଅଗ୍ନିକାଣ୍ଡ । ଲକ୍ଷାଧୀକ ଟଂକାର ଧନ ସମ୍ପତିକୁ ଗ୍ରାସ କରୁଛି ନିଆଁ । ବାରମ୍ବାର ଅଗ୍ନିକାଣ୍ଡ ପରେ ନିରୁପାୟ, ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ସର୍ବହରା ଅଗ୍ନିବିପନ୍ନ । ଏଭଳି…

ଆସିଲା ସ୍ମାର୍ଟଫୋନ ଚାର୍ଜିଂ ଏଟିଏମ ! ଏଣିକି ରାସ୍ତାକଡରେ ସ୍ମାର୍ଟଫୋନ ହେବ ଚାର୍ଜ, ୧ ଘଣ୍ଟାରେ ୫୦%ରୁ ଅଧିକ ଚାର୍ଜ…

ଯଦି ରାସ୍ତାରେ ଯାଉଥିବା ବେଳେ ସ୍ୱାର୍ଟଫୋନର ବ୍ୟାଟେରୀରୁ ଚାର୍ଜ ସରିଯାଏ ଏବଂ ଆପଣଙ୍କ ପାଖରେ କୌଣସି ପାୱାରବ୍ୟାଙ୍କ କିମ୍ବା ଫୋନ ଚାର୍ଜର ନଥାଏ ତେବେ କଣ କରିବେ । ଅଧିକାଂଶ ଲୋକ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବେ ନିଶ୍ଚିତ । କିନ୍ତୁ ଏବେ ଆଉ ଏଭଳି ସମସ୍ୟାର ସମ୍ମଖୀନ ହେବେ ନାହିଁ…

ଜଳିଗଲା ବସ୍ତି ! ରସୁଲଗଡ଼ ଛକ ନିକଟ ବସ୍ତିରେ ବଡ ଧରଣର ଅଗ୍ନିକାଣ୍ଡ

କନକ ବ୍ୟୁରୋ : ବସ୍ତିରେ ଲାଗିଲା ନିଆଁ । ରସୁଲଗଡ ଛକ ନିକଟ ବସ୍ତିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭା କାମରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ନିୟୋଜିତ ହୋଇଛନ୍ତି । ଓଭର ବ୍ରିଜ ନିକଟରେ ଥିବା ବସ୍ତିରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।…

ବାହୁଡିବେ ଜଗା ବଳିଆ । ଏମ୍ସରୁ ଡିସଚାର୍ଜ ପାଇଁ ପହଚିଂଲେ ଓଡିଶାର ୫ଜଣିଆ ଡାକ୍ତରୀ ଦଳ

କନକ ବ୍ୟୁରୋ: ବାହୁଡିବେ ଜଗା ବଳିଆ । ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିବାରୁ ଉଭୟ ଓଡିଶା ଫେରିବେ । ଜଗା ୯୮ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ବଳିଆ ୭୦ ପ୍ରତିଶତ ସୁସ୍ଥ ଅଛି । କେବେଳ ଉଭୟଙ୍କ ପାଇଁ ଡ୍ରେସିଂ ଆବଶ୍ୟକ । ଯେଉଁଟା କଟକ ଓ ଭୁବନେଶ୍ୱରରେ ବି ହୋଇପାରିବ । ଜଗା ବଳିଆଙ୍କୁ…

ଆସୁଛି ନୀଳ ରଙ୍ଗର ଆଧାର କାର୍ଡ ! ୟୁଆଇଡିଏଆଇ ଦେଲା ସୂଚନା, ଜାଣନ୍ତୁ କେଉଁ କ୍ଷେତ୍ରରେ କାମ କରିବ ଏହି ବ୍ଲୁ ଆଧାର…

ଖୁବ୍ ଶୀଘ୍ର ଆସୁଛି ବ୍ଲୁ ଆଧାର କାର୍ଡ । ୟୁଆଇଡିଏଆଇ ପକ୍ଷରୁ ଖୁବ୍ ଶୀଘ୍ର ଜାରି ହେବାକୁ ଯାଉଛି ଏହି ନୀଳ ରଙ୍ଗର ଆଧାରକାର୍ଡ । ତେବେ ଏହି ଆଧାରକାର୍ଡର କଣ ବିଶେଷତ୍ୱ ରହିଛି ସେନେଇ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ । ଆସନ୍ତୁ ଜାଣିବା ସେ ସଂପର୍କରେ. . . ଆଧାର ୧୨ ଅଙ୍କ…