Daily Archives

February 22, 2018

ଗିରଫ ହେଲେ ରୋଟୋମାକ୍ ମାଲିକ ବିକ୍ରମ କୋଠାରୀ! ୩,୭୦୦ କୋଟି ଟଙ୍କାର ମହାଠକକୁ ଗିରଫ କଲା ସିବିଆଇ , ଏକାଧିକ ଅଫିସ ସିଲ୍

କନକ ବ୍ୟୁରୋ : ଗିରଫ ହେଲେ ରୋଟୋମାକ୍ ମାଲିକ ବିକ୍ରମ କୋଠାରୀ ଓ ତାଙ୍କ ପୁଅ ରାହୁଲ କୋଠାରୀ । ୩ ହଜାର ୭ ଶହ କୋଟି ଟଙ୍କାର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ସିବିଆଇ । ପ୍ରବର୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଲମ୍ବା ସମୟ ଧରି ସେମାନଙ୍କୁ ଜେରା କରିଛି । ଏହା ସହ ରୋଟୋମାକ କମ୍ପାନୀର…

ତେଲିଆ ମୁଣ୍ଡରେ ତେଲ, ଗରିବ ମୁଣ୍ଡ ନୁଖୁରା! ଭାରତରେ ବୃଦ୍ଧି ପାଉଛି ଧନୀ-ଗରିବର ତାରତ୍ୟମ, ଦେଶର ୧୦୦ ଜଣଙ୍କ ପାଖରେ…

କନକ ବ୍ୟୁରୋ : ଧନୀ ହେଉଛି ଅଧିକ ଧନୀ । ଗରିବ ହୋଇ ଚାଲିଛି ଗରିବ । ଧନୀ ଓ ଗରିବ ମଧ୍ୟରେ ତାରତ୍ୟମ ବଢୁଥିବା ନେଇ ଅକ୍ସଫାମ ଇଣ୍ଡିଆର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ୬ ହଜାର କୋଟିରୁ ଅଧିକ ଟଙ୍କା ଥିବା ଧନୀଙ୍କ ନିକଟରେ ମୋଟ ଘରୋଇ ଉତ୍ପାଦର ୧୫ ପ୍ରତିଶତ ସଂପତି ରହିଛି । ଏହି…

ଜାଲ ସାର୍ଟିଫିକେଟ ଦେଇ ପାଠ ପଢିବା ମହଙ୍ଗା ପଡିଲା ! ୫ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କଲା ରେଭେନ୍ସା ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ : ଜାଲ ସାର୍ଟିଫିକେଟ ଜରିଆରେ ଆଡମିଶନ ମହଙ୍ଗା ପଡିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗରେ ଜାଲ ସାର୍ଟିଫିକେଟ ଦେଇ ନାମ ଲେଖାଇଥିବା ଅଭିଯୋଗରେ ୫ ଜଣ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ସେମାନେ ହେଲେ ନିକିତା ଶର୍ମା, ସୌମ୍ୟରଂଜନ…

ଇଡି ସ୍କାନରରେ ଠକ ସର୍ଦ୍ଦାର ନିରଭଙ୍କ ଦାମୀ କାର ! ଠକ ମାଷ୍ଟରଙ୍କ ବିଳାସମୟ ଜୀବନର ଖୋଲିଲା ଆଉ ଏକ ଫର୍ଦ୍ଦ , ୬ କୋଟିର…

କନକ ବ୍ୟୁରୋ : ପିଏନବି ମହାଘୋଟାଲାର ତଦନ୍ତ ଭିତରେ ଆଜି ଇଡି ଓ ସିବିଆଇ ହାତରେ ଲାଗିଛି ଫ୍ରଡ୍ ମାଷ୍ଟର ନିରଭ ମୋଦିଙ୍କ ୯ଟି ଦାମୀ କାର୍ । ଏଥିରେ ରହିଛି ରୋଲସ ରୟସ୍ ଘୋଷ୍ଟ, ମର୍ସିଡିଜ୍ ବେଂଜ ଜିଏଲ-୩୫୦ ପରି ଲଗଜୁରିଅସ୍ କାର । ଏହା ସହ ନୀରବ ମୋଦି ଓ ମେହୁଲ ଚୋକସିଙ୍କ ପ୍ରାୟ ୮୭ କୋଟି…

ରାଜଧାନୀରୁ ଜବତ ହେଲା ୩୨ଟି ଜୀବନ୍ତ ବୋମା ! ପାଣ୍ଡିଆନଙ୍କ ଘରକୁ ଗୋବର ପକାଇଥିବା ଯୁବକଙ୍କ ଫ୍ୟାକ୍ଟ୍ରିରୁ ବୋମା ଠାବ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଗୋବର ମାଡ କରି ଗିରଫ ହୋଇଥିବା ଝାରପଡାର କୁନୁ ଜେନାଙ୍କ ଫାବ୍ରିକେସନ ପରିସରରୁ ୩୨ଟି ଜୀବନ୍ତ ବୋମା ଜବତ କରାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏହି ୫ ଅଭିଯୁକ୍ତ ହେଉଛନ୍ତି ଆଠଗଡର ସୁବାଶିଷ…